-+91-9937148622 |
prerana_bgr@rediffmail.com |
Sunday 22nd March 2026 |
R.N.I. Regd No. ODIODI/2010/46693
Breaking News
14-Sep-2021
ରେଢ଼ାଖୋଲ (ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢାଖୋଲ ବନଖଣ୍ଡ ଲୁହାପଙ୍କ ସେକ୍ସନ ଅନ୍ତର୍ଗତ ପିଟାନାଳି ଗ୍ରାମ ନିକଟ ଜଂଗଲରୁ ମଙ୍ଗଳବାର ଏକ ନବ ଜନ୍ମିତ ହାତୀ ଛୁଆର ମୃତ ଦେହ ଉଦ୍ଧାର କରିଛି ବନ ବିଭାଗ । ସୂଚନାଯୋଗ୍ୟ ଯେ ସୋମବାର ବିଳମ୍ବିତ ରାତିରେ ମା ହାତୀଟି ପିଟାନାଳି ଗ୍ରାମ ନିକଟ ଜଂଗଲରେ ଏକ ହାତୀ ଛୁଆ ଜନ୍ମ ଦେଇଥିଲା । ହେଲେ ପାରିପାର୍ଶ୍ବିକ ସ୍ଥିତିରୁ ଦଳା ଚକଟାରେ ମୃତ୍ୟୁ ହୋଇଥିବା ବନ ବିଭାଗ କହିଛି । ତେବେ ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ମୃତ ହାତୀ ଛୁଆର ଶବ ଜବତ କରି ବ୍ୟବଚ୍ଛେଦ ପରେ ପୋତି ଦେଇଥିବା ଜଣାପଡିଛି ।