-+91-9937148622 |

prerana_bgr@rediffmail.com |

  Sunday 22nd March 2026 |

| | | |

R.N.I. Regd No. ODIODI/2010/46693

Breaking News

ନିଜସ୍ୱ ଗୃହ ପାଲଟିଛି ଭୂତକୋଠି, ଭଡ଼ାରେ ଚାଲିଛି ବରୀ ପ୍ରାଣୀ ଚିକିତ୍ସାଳୟ   (22-Mar-2026)       ||      ଶ୍ରୀ ସତ୍ୟ ସାଇ ସେବା ସଂଗଠନ ନୂଆପଡ଼ା ଜିଲ୍ଲାର ଜିଲ୍ଲା ସମ୍ମିଳନୀ   (22-Mar-2026)       ||      *ଅଷ୍ଟପ୍ରହର ନାମ ଯଜ୍ଞରେ ଶିକ୍ଷାବିତ ବାବୁଲାଲଙ୍କ ଦ୍ୱାରା ଶ୍ରୀମଦ ଭାଗବତ ଗୀତା ବଣ୍ଟନ*   (22-Mar-2026)       ||      କନ୍ଧବାହାଳ ରେ ଦଣ୍ଡସେନା ସମାଜର ମହାସଭା ସମ୍ମିଳନୀ    (22-Mar-2026)       ||      ଉଚ୍ଚଶିକ୍ଷା ବିଭାଗ ପାଇଁ ୩୬୬୪.୪୦ କୋଟି ଟଙ୍କା ଖର୍ଚ୍ଚଦାବୀ ମଞ୍ଜୁର♦️ ଛାତ୍ରୀମାନଙ୍କର ସଶକ୍ତିକରଣ ନିମନ୍ତେ ଶକ୍ତିଶ୍ରୀ ଯୋଜନା ପାଇଁ ୧୫ କୋଟି ଟଙ୍କାର ବ୍ୟୟ ବରାଦ    (22-Mar-2026)       ||      *ସୁବର୍ଣ୍ଣପୁର ହୋଟେଲ ରୂପ ରେସିଡେନ୍ସୀ ଠାରେ ପଖାଳ ଦିବସ ପାଳିତ*-   (22-Mar-2026)       ||      ପୂର୍ବତନ ନବରଙ୍ଗପୁର ବିଧାୟକଙ୍କୁ ଜିଲ୍ଲା ଭତ୍ରା ସମାଜ ତରଫରୁ ୧୨ବର୍ଷ ପାଇଁ ବାସନ୍ଦ କରାଗଲା*   (22-Mar-2026)       ||      ବିଶ୍ଵ ବନ ଦିବସ ପାଳିଲେ ୟାର ଅନୁଷ୍ଠାନ   (22-Mar-2026)       ||      ବିଶ୍ଵ ବନ ଦିବସ ପାଳିଲେ ୟାର ଅନୁଷ୍ଠାନ   (22-Mar-2026)       ||      ୩ ଗଂଜେଇ ଚୋରା ଚାଲାଣକାରୀଙ୍କୁ ଗିରଫ୍ କଲା ପୋଲିସ    (21-Mar-2026)       ||      ରାଜ୍ୟ ସ୍ତରୀୟ କୋଶଲି ନାଟବାଦୀ-ନାଟଯାତ୍‌ରା ଉଦ୍‌ଯାପିତ   (21-Mar-2026)       ||      ତହଁକ କୁଟୁମର  ବିଶ୍ବ କବିତା ଦିବସ ପାଳନ   (21-Mar-2026)       ||      ସୁନାମୁଦିରେ ପଡ଼ା ସ୍ତରୀୟ ପୁଷ୍ଟି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ   (21-Mar-2026)       ||      ବୁବେଲ ସ୍କୁଲରେ ପିଏମଶ୍ରୀ ବାର୍ଷିକ ଉତ୍ସବ    (21-Mar-2026)       ||      ରାଜ୍ୟସ୍ତରୀୟ ଓଷ୍ଟା ମେଧା ଅନ୍ବେଷଣରେ ବଲାଙ୍ଗୀରର ଶ୍ରେଷ୍ଠ ପ୍ରଦର୍ଶନ    (21-Mar-2026)       ||      ଡୁଙ୍ଗୁରିପାଲି: ଅଧ ଘଣ୍ଟା ବ୍ୟବଧାନରେ ମା ପୁଅ ଆଖି ବୁଜିଲେ    (21-Mar-2026)       ||      ଜିଲ୍ଲା ଅଭିଯୋଜନ ନିର୍ଦ୍ଦେଶାଳୟର ନୂତନ କାର୍ଯ୍ୟାଳୟ ଉଦଘାଟିତ   (21-Mar-2026)       ||      ବିଶ୍ଵ ପଖାଳ ଦିବସ ଓ ବିଶ୍ଵ କବିତା ଦିବସ ଉପଲକ୍ଷେ ଅଭାଷୀ ମାଧ୍ୟମରେ ବହୁଭାଷୀ କବିତା ଆସର    (21-Mar-2026)       ||      ବିଶ୍ୱ ବନଦିବସ ପାଳିତ.. ବଲାଙ୍ଗୀରରେ ଜଙ୍ଗଲ ଓ ଅର୍ଥନୀତିର ନୀବିଡ ସମ୍ପର୍କ ରହିଛି-ଆରସିସିଏଫ   (21-Mar-2026)       ||      ଉପଖଣ୍ଡ ସାମ୍ବାଦିକ ସଂଘ ପକ୍ଷରୁ ପଖାଳ ଦିବସ   (21-Mar-2026)       ||     

HOME   ଜିଲ୍ଲା

ଗ୍ୟାସ ଲିକରେ ପୋଡ଼ି ବୃଦ୍ଧା ଗୁରୁତର,ବୁର୍ଲା ସ୍ଥାନାନ୍ତରିତ

14-Sep-2021



ବିନିକା:(ହିମାଂଶୁ ଶେଖର ପୁଟେଲ) ବିନିକା ବ୍ଲକ ଅନ୍ତର୍ଗତ ଚରଦା ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଘରେ ଶୋଇଥିବା ବେଳେ କୌଣସି କାରଣରୁ ଗ୍ୟାସ ଲିକ ହେବାରୁ ତାକୁ ବନ୍ଦ କରିବାକୁ ଯାଇ ଧ୍ରୁବଚରଣ ଭୋଇ(୬୪) ନାମକ ବୃଦ୍ଧ ପୋଡ଼ି ଯାଇଥିଲେ l ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ଦମକଳ ବାହିନୀକୁ ଖବର ଦେବାପରେ ତ୍ୱରିତ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଂଚି ବୃଦ୍ଧଙ୍କୁ ଉଦ୍ଧାର କରି ବିନିକା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ l ବୃଦ୍ଧଙ୍କ ଦେହର ଅଧିକାଂଶ ସ୍ଥାନ ପୋଡ଼ି ଯାଇଥିବାରୁ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ବଡ଼ ଡ଼ାକ୍ତରଖାନାକୁ  ସ୍ଥାନାନ୍ତରିତ କରାଯାଇଥିବା ଜଣାପଡ଼ିଛି l


News Comment




Photo in News

Advertisment
Lastest News
  ଜିଲ୍ଲା  
ନିଜସ୍ୱ ଗୃହ ପାଲଟିଛି ଭୂତକୋଠି, ଭଡ଼ାରେ ଚାଲିଛି ବରୀ ପ୍ରାଣୀ ଚିକିତ୍ସାଳୟ   22-Mar-2026
  ଜିଲ୍ଲା  
ଶ୍ରୀ ସତ୍ୟ ସାଇ ସେବା ସଂଗଠନ ନୂଆପଡ଼ା ଜିଲ୍ଲାର ଜିଲ୍ଲା ସମ୍ମିଳନୀ   22-Mar-2026
  ଜିଲ୍ଲା  
*ଅଷ୍ଟପ୍ରହର ନାମ ଯଜ୍ଞରେ ଶିକ୍ଷାବିତ ବାବୁଲାଲଙ୍କ ଦ୍ୱାରା ଶ୍ରୀମଦ ଭାଗବତ ଗୀତା ବଣ୍ଟନ*   22-Mar-2026
  ଜିଲ୍ଲା  
କନ୍ଧବାହାଳ ରେ ଦଣ୍ଡସେନା ସମାଜର ମହାସଭା ସମ୍ମିଳନୀ   22-Mar-2026
  ରାଜ୍ୟ  
ଉଚ୍ଚଶିକ୍ଷା ବିଭାଗ ପାଇଁ ୩୬୬୪.୪୦ କୋଟି ଟଙ୍କା ଖର୍ଚ୍ଚଦାବୀ ମଞ୍ଜୁର♦️ ଛାତ୍ରୀମାନଙ୍କର ସଶକ୍ତିକରଣ ନିମନ୍ତେ ଶକ୍ତିଶ୍ରୀ ଯୋଜନା ପାଇଁ ୧୫ କୋଟି ଟଙ୍କାର ବ୍ୟୟ ବରାଦ   22-Mar-2026
  ଜିଲ୍ଲା  
*ସୁବର୍ଣ୍ଣପୁର ହୋଟେଲ ରୂପ ରେସିଡେନ୍ସୀ ଠାରେ ପଖାଳ ଦିବସ ପାଳିତ*-   22-Mar-2026
  ଜିଲ୍ଲା  
ପୂର୍ବତନ ନବରଙ୍ଗପୁର ବିଧାୟକଙ୍କୁ ଜିଲ୍ଲା ଭତ୍ରା ସମାଜ ତରଫରୁ ୧୨ବର୍ଷ ପାଇଁ ବାସନ୍ଦ କରାଗଲା*   22-Mar-2026
  ଜିଲ୍ଲା  
ବିଶ୍ଵ ବନ ଦିବସ ପାଳିଲେ ୟାର ଅନୁଷ୍ଠାନ   22-Mar-2026
  ଜିଲ୍ଲା  
ବିଶ୍ଵ ବନ ଦିବସ ପାଳିଲେ ୟାର ଅନୁଷ୍ଠାନ   22-Mar-2026
  ଜିଲ୍ଲା  
୩ ଗଂଜେଇ ଚୋରା ଚାଲାଣକାରୀଙ୍କୁ ଗିରଫ୍ କଲା ପୋଲିସ    21-Mar-2026
  ଜିଲ୍ଲା  
ରାଜ୍ୟ ସ୍ତରୀୟ କୋଶଲି ନାଟବାଦୀ-ନାଟଯାତ୍‌ରା ଉଦ୍‌ଯାପିତ   21-Mar-2026
  ଜିଲ୍ଲା  
ତହଁକ କୁଟୁମର  ବିଶ୍ବ କବିତା ଦିବସ ପାଳନ   21-Mar-2026

You Might Also Like