-+91-9937148622 |

prerana_bgr@rediffmail.com |

  Saturday 12th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଭଟିଗାଁ ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ଅବସରରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ   (11-Sep-2026)       ||      ମା’ ସମଲେଶ୍ୱରୀ କଲେଜରେ ଫ୍ରେସର୍ସ ସ୍ୱାଗତ ସମାରୋହ   (11-Sep-2026)       ||      ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟ ବିନିକାରେ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ   (11-Sep-2026)       ||      ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଶିଖର ଛୁଇଁବ ଲୋଇସିଂହାର ବିକାଶ: ମାନ୍ୟବର ମନ୍ତ୍ରୀ    (11-Sep-2026)       ||      ବଲାଙ୍ଗିର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ-ଆଚାର୍ଯ୍ୟାଙ୍କ ଏକତ୍ରୀକରଣ ସ୍ମୃତିରେ ଭିଜିଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସର   (11-Sep-2026)       ||      ସ୍ୱାସ୍ଥ୍ୟ ସଂପର୍କିତ ସମସ୍ୟାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲା ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟି   (11-Sep-2026)       ||      ୮ ଜଣ ଭିକ୍ଷାବୃତ୍ତି କରୁଥିବା ଓ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ   (11-Sep-2026)       ||      ଏକାଦଶ ଜିଲ୍ଲାପରିଷଦ ବୈଠକ   (11-Sep-2026)       ||      ମଦ ବନ୍ଦ ଦାବିରେ ମହିଳା ମାନେ ଥାନାର ଦ୍ୱାରସ୍ତ   (11-Sep-2026)       ||      Hjk   (11-Sep-2026)       ||      ଆଗଲପୁର ସମିତିସଭ୍ୟଙ୍କୁ ଗୁଳିକରି ହତ୍ୟା : କାର ଭିତରୁ ରକ୍ତାକ୍ତ ମୃତ ଦେହ ଉଦ୍ଧାର   (11-Sep-2026)       ||      ଚିନାଜୁରୀ କେବାଡ଼ କେନାଲ ରାସ୍ତାରେ ଆଗଲପୁ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା    (11-Sep-2026)       ||      ସପ୍ତାହକୁ ୫ ଦିନିଆ କାର୍ଯ୍ୟଦିବସ ଲାଗୁ କରିବା ଦାବିରେ ଆଜି ବ୍ୟାଙ୍କ କର୍ମଚାରୀ ମାନଙ୍କ ଦିନିକିଆ ଧର୍ମଘଟ, ବାଲାଙ୍ଗୀକେନ୍ଦ୍ର ସମବାୟ ବ୍ୟାଙ୍କ ସମ୍ମୁଖରେ ଧାରଣାରେ ବସିଲେ ବ୍ୟାଙ୍କ କର୍ମଚାରୀ ସଂଘ    (11-Sep-2026)       ||      ଯାତ୍ରୀମାନଙ୍କୁ ସୁରକ୍ଷିତ, ନିର୍ଭରଯୋଗ୍ୟ ଓ ନିର୍ଭୟ ଯାତ୍ରା ସୁବିଧା ଯୋଗାଇଦେବା ପାଇଁ ଖୋର୍ଦ୍ଧା ରୋଡ୍ ମଣ୍ଡଳ ପ୍ରତିବଦ୍ଧ   (11-Sep-2026)       ||      ଭୀମଟାଙ୍ଗି ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକୋତ୍ସବ   (10-Sep-2026)       ||      ଝାରମୁଣ୍ଡା ଓଏଭି ର ସୌମ୍ୟାଶ୍ରୀଙ୍କ ବାଜିମାତ୍‌   (10-Sep-2026)       ||      ଶିଶୁଙ୍କ ପେଟରୁ କାଟି ଲୁଣ୍ଠନ : ଧର୍ମ ସହିବନି ! କାରଣ ଅଜଣା : ଅଧିକାରୀଙ୍କ ମୁହଁ ବନ୍ଦ    (10-Sep-2026)       ||      *ବିଜ୍ଞାନ କୁ ଅସ୍ତ୍ର ରୁପେ ଗ୍ରହଣ କରି ସମାଜ ର ଅନ୍ଧ ବିଶ୍ୱାସ ଓ କୁସଂସ୍କାର ବିରୁଦ୍ଧରେ ଯୁଦ୍ଧ ଘୋଷଣା କରନ୍ତୁ*- *ଅତିଥି* -   (10-Sep-2026)       ||      ସିଦ୍ଧାର୍ଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମାଁ ପାଇଁ ଗଛଟିଏ କାର୍ଯ୍ୟକ୍ରମ   (10-Sep-2026)       ||      ବିଶ୍ୱାତ୍ମ ବିଦ୍ୟାମନ୍ଦିରରେ ପରମହଂସ ଶ୍ରୀ ସ୍ୱାମୀଜୀ ମହାରାଜଙ୍କ ୭୧ତମ ଜନ୍ମୋତ୍ସବ ଓ ୩୧ତମ ପ୍ରତିଷ୍ଠା ଦିବସ ପାଳିତ   (10-Sep-2026)       ||     

HOME   ଜିଲ୍ଲା

ପେଶା ରେ ଚାକିରୀ ପୋଲିସ ହେଲେ ସାପ ମଣିଷ ଉଭୟ ଙ୍କୁ ବଞ୍ଚାଇବା କୁ କେବେ କରନ୍ତି ନି ସେ ମିସ

24-Aug-2021



ସୋନପୁର(ମନୋରଞ୍ଜନ ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ରାମପୁର ଗ୍ରାମର  37 ବର୍ଷୀୟ ଯୁବକ ପ୍ରମୋଦ ଦାସିଆ  ଯେ କି ଏବେ ସୁବର୍ଣ୍ଣପୁର ଜିଲ୍ଲାର ଜଣେ କନେଷ୍ଟବଳ ଭାବରେ ଦୀର୍ଘ 2006 ରୁ ପ୍ରଥମେ 1ss  ପରେ ସୁବର୍ଣ୍ଣପୁର ଜିଲ୍ଲାର ଆରକ୍ଷୀ ବାହିନୀ ରେ କାର୍ଯ୍ୟ କରି ଆସୁଛନ୍ତି l ପ୍ରାୟତଃ ଆମେ  ଯେ କୌଣସି ସାପ କୁ ଦେଖିଲେ  ପ୍ରଥମେ ତାକୁ ମାରି ପକାଉ କି ତାକୁ ଚିଡାଇ  ଦେଉ, ଯେଉଁଥି ପାଇଁ  କି  ସେ ରାଗି ଯାଇ କାମୁଡି ଦିଏ ମାତ୍ର ତାହା ସେ ଡରରେ ଚୋଟ ମାରେ l କିନ୍ତୁ  ତାକୁ  ନିର୍ଭୟ ରେ ଉଚିତ୍ ସ୍ନେହ ଓ ଆଦର ଦେଲେ ସେ ମଣିଷର କିଛି କ୍ଷତି କରେ ନାହିଁ ବୋଲି ପ୍ରମୋଦ କୁହନ୍ତି ଯେ କି ପେଶାରେ ପୋଲିସ ମାତ୍ର ନିଶା ହେଉଚି ଯେତେ ବି ବିଷଧର ନାଗସାପ ଲୋକଙ୍କ ଘରେ ବାହାରିଥାଏ, ତାକୁ ନିଜର କୌଶଳ ବଳରେ ଧରିବା ଓ  ତାକୁ  ନେଇ ପୁଣି  ଜଙ୍ଗଲ ରେ ଛାଡି ଦେଇ ସାପ ଓ ମଣିଷ ଉଭୟଙ୍କୁ ରକ୍ଷା କରିବା   ପ୍ରମୋଦ ର ଏକ ବଡ଼  ଇଛା ଓ  ନିତିଦିନିଆ କାମ l ସେଥିରେ ସେ ଖୁବ ଆତ୍ମ ସନ୍ତୋଷ ଲାଭ କରନ୍ତି l  ସାପକୁ ନିଜ ହାତରେ ଧରି ସେ କେତେ ଥର ପାଣି ଓ ଖାଦ୍ୟ ମଧ୍ୟ ଖୁଆଇ ବାର ବ୍ଦେଖିବାକୁ ମିଳେ । ଦିନକୁ ଦିନ ବାୟୁ ମଣ୍ଡଳ ର ପରିବର୍ତ୍ତନ ତଥା ସାପକୁ ନେଇ ଲୋକେ ମାରି ଦେଉ ଥିବାରୁ ପ୍ରାୟତଃ ଅନେକ ପ୍ରଜାତି ର ସାପ ପୃଥିବୀ ରୁ ଲୋପ ହୋଇ ଗଲେଣି l   ଜଙ୍ଗଲ ସୁରକ୍ଷା ଲାଗି ତାଙ୍କ ର ବଂଶ  ବୃଦ୍ଧି ମଧ୍ୟ ଆଜି ସମୟରେ  ଅତି ଜରୁରୀ ବୋଲି ପ୍ରମୋଦ କୁହନ୍ତି ଓ   ଲୋକଙ୍କୁ ସଚେତନ ବି କରନ୍ତି l  ଯେତେବଳେ ଯେଉଁ  ସମୟରେ ଲୋକେ ବିପଦ ବେଳେ  ସାପ ଧରିବାକୁ  ଖବର  କରନ୍ତି ପ୍ରମୋଦ ସେଠି ତୁରନ୍ତ ପହଞ୍ଚି ସାହାଯ୍ୟ କରନ୍ତି  l ସେ ବହୁ ପୂର୍ବରୁ ଜଣେ ପଶୁ ସମ୍ପଦ ବିଭାଗ  ଉଚ୍ଚ ଅଧିକାରୀ  ଙ୍କ ଠାରୁ ଏଇ କୋଚିଂ ନେଇ ଥିଲେ , ସାପ କୁ ନ ମାରି ତାଙ୍କୁ ଭଲ ପାଇବାକୁ ମଧ୍ୟ ପ୍ରମୋଦ ସବୁବେଳେ କୁହନ୍ତି  ଏବଂ  ଏ  ସାଧାରଣ ଜନତା ଙ୍କୁ  ମାଗଣା ସେବା ସୁରକ୍ଷା ଯୋଗାଇ ସରକାର ଙ୍କ  ଆମ ପୋଲିସ ବ୍ୟବସ୍ଥା ଭଳି ଏ ସେବା  ମାଧ୍ୟମରେ  ପବ୍ଲିକ ସହିତ ସୁ -ସମ୍ପର୍କ ଯୋଡିବା ର ସୁଯୋଗ ମିଳିଛି  l ଯେମିତି ପୋଲିସ ମନୋଜ ପଣ୍ଡା ଯୋଗ ପ୍ରଶିକ୍ଷଣ, ରୋଗୀ ସେବା, ରକ୍ତ ଦାତା ଙ୍କ ପ୍ରେରଣା ଦାତା, ସ୍ୱଛତା ଓ ପରିବେଶ ସୁରକ୍ଷା ର ସଚେତନତା, ଓ  ଗୋ ସେବା  ସୁରକ୍ଷା 

ଆଦି ବିଭିନ୍ନ କ୍ଷେତ୍ର ରେ ଉତ୍ସର୍ଗୀକୃତ ସେବା  ଯୋଗାଇ ପ୍ରଶାସନ ଓ  ପବ୍ଲିକ ର ଖୁବ  ନିକଟତର ହୋଇଛନ୍ତି l ଡିଉଟି ସହିତ  ନିଜର  କିଛି ବହୁ ମୂଲ୍ୟ ସମୟ କାଢି ପୋଲିସ କର୍ମଚାରୀ  ଯିଏ ଯାହାବି  ଲୋକଙ୍କୁ  ନିସ୍ଵାର୍ଥପର  ସେବା ଦେଇଛି,  ଜନ ସାଧାରଣ ଙ୍କ ସହ ସୁ ସମ୍ପର୍କ ରଖି ପାରିଛି l ଜିଲ୍ଲା ପୋଲିସ ପ୍ରଶାସନ ର ସମ୍ମାନ ଓ  ଗୌରବ ବୃଦ୍ଧି କରିବା ରେ ତାହା ଆଜି ଖୁବ ସହାୟ ହୋଇଛି l ଆଉ ଏଭଳି ଜଣେ ଜଣେ ଭଲ ମଣିଷ ବା  କର୍ମଚାରୀଙ୍କ ଙ୍କୁ ବିଭାଗୀୟ ଉପରିସ୍ଥ ଅଫିସର  ମାନଙ୍କ  ପ୍ରେରଣା ଉତ୍ସାହ ଯୋଗୁଁ  ପୋଲିସ ବିଭାଗ ପ୍ରତି ମଧ୍ୟ ସାଧାରଣ  ଲୋକଙ୍କ ବିଶ୍ୱାସ, ଭରସା ଓ  ଭଲ ପାଇବା ବୃଦ୍ଧି ହେଉଛି  ବୋଲି ସହର ର କିଛି ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
ଭଟିଗାଁ ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ଅବସରରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ   11-Sep-2026
  ଜିଲ୍ଲା  
ମା’ ସମଲେଶ୍ୱରୀ କଲେଜରେ ଫ୍ରେସର୍ସ ସ୍ୱାଗତ ସମାରୋହ   11-Sep-2026
  ଜିଲ୍ଲା  
ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟ ବିନିକାରେ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ   11-Sep-2026
  ଜିଲ୍ଲା  
ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଶିଖର ଛୁଇଁବ ଲୋଇସିଂହାର ବିକାଶ: ମାନ୍ୟବର ମନ୍ତ୍ରୀ   11-Sep-2026
  ଜିଲ୍ଲା  
ବଲାଙ୍ଗିର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ-ଆଚାର୍ଯ୍ୟାଙ୍କ ଏକତ୍ରୀକରଣ ସ୍ମୃତିରେ ଭିଜିଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସର   11-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ସଂପର୍କିତ ସମସ୍ୟାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲା ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟି   11-Sep-2026
  ଜିଲ୍ଲା  
୮ ଜଣ ଭିକ୍ଷାବୃତ୍ତି କରୁଥିବା ଓ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ   11-Sep-2026
  ଜିଲ୍ଲା  
ଏକାଦଶ ଜିଲ୍ଲାପରିଷଦ ବୈଠକ   11-Sep-2026
  ଜିଲ୍ଲା  
ମଦ ବନ୍ଦ ଦାବିରେ ମହିଳା ମାନେ ଥାନାର ଦ୍ୱାରସ୍ତ   11-Sep-2026
  ଜିଲ୍ଲା  
Hjk   11-Sep-2026
  ଜିଲ୍ଲା  
ଆଗଲପୁର ସମିତିସଭ୍ୟଙ୍କୁ ଗୁଳିକରି ହତ୍ୟା : କାର ଭିତରୁ ରକ୍ତାକ୍ତ ମୃତ ଦେହ ଉଦ୍ଧାର   11-Sep-2026
  ଜିଲ୍ଲା  
ଚିନାଜୁରୀ କେବାଡ଼ କେନାଲ ରାସ୍ତାରେ ଆଗଲପୁ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା   11-Sep-2026

You Might Also Like

                                   
  ଜିଲ୍ଲା  

Hjk