-+91-9937148622 |

prerana_bgr@rediffmail.com |

  Wednesday 16th September 2026 |

| | | |

R.N.I. Regd No. ODIODI/2010/46693

Breaking News

ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||     

HOME    ଅନ୍ୟାନ୍ୟ

ସଂକ୍ଷେପରେ ମୁଖ୍ୟ ଖବର

31-Oct-2020



୧. ଆଜି କୁମାରୀମାନଙ୍କ ବଡ଼ ପର୍ବ କୁମାର ପୂର୍ଣ୍ଣିମା : ଆସନ୍ତାକାଲିଠାରୁ ଆରମ୍ଭ ହେବ କାର୍ତ୍ତିକ ବ୍ରତ । ଶ୍ରୀମନ୍ଦିରରେ ବଡ଼ ଠାକୁର ଖେଳିବେ ପଶା ଖେଳ । ସେପଟେ ପରଦା ପଛରେ ଚାଲିଛି ମା’ଙ୍କ ପୂଜା ; ଏବର୍ଷ କରୋନା କାରଣରୁ ଦଶହରା ପରେ ଫିକା ପଡିଛି ଗଜଲକ୍ଷ୍ମୀ ପୂଜା ।

 

୨.ଭାରତୀୟ ବିମାନ ସେବାରେ ପ୍ରଥମ ମହିଳା ସିଇଓ ଭାବେ ନିଯୁକ୍ତ ହେଲେ ହରପ୍ରୀତ୍‌ ।

 

୩.ଦେଶର ପ୍ରଥମ ସି ପ୍ଲେନ୍ ଉଦ୍‌ଘାଟିତ – କେଓ୍ଵଡ଼ିଆରୁ ଅହମଦାବାଦ ଯାତ୍ରା କଲେ ମୋଦୀ ।

 

୪.ପଶ୍ଚିମବଙ୍ଗର କୋଲକାତାରେ ଏକ ଟାୟାର ପାର୍କ ପ୍ରତିଷ୍ଠା ହେବ। ଅଦରକାରୀ ଟାୟାରରୁ ଏଠାରେ ବିଭିନ୍ନ କଳାକୃତି ନିର୍ମାଣ କରାଯିବାର ଯୋଜନା ପ୍ରସ୍ତୁତ ହୋଇଛି। ସ୍ଥାନୀୟ ଇସପ୍ଲାନେଡ୍‌ ଅଞ୍ଚଳର ଏଭଳି ଅନନ୍ୟ ପାର୍କ ପ୍ରତିଷ୍ଠା କରାଯିବ।

 

୫.ସ୍କୁଲ ଖୋଲିବା ନେଇ ଗଣଶିକ୍ଷାମନ୍ତ୍ରୀଙ୍କ ପ୍ରତିକ୍ରିୟା : ଏସଓପି ପ୍ରସ୍ତୁତି ପରେ ପାଠପଢା ଆରମ୍ଭ ନେଇ ତାରିଖ ଘୋଷଣା ହେବ ।

 

୬.ତୁର୍କୀ ଓ ଗ୍ରୀସ୍‌ରେ ଭୂମିକମ୍ପରେ ଭୁଶୁଡି ୨୦ରୁ ଅଧିକ କୋଠା: ୨୨ଜଣଙ୍କ ମୃତ୍ୟୁ, ୭୦୦ରୁ ଅଧିକ ଆହତ ।

 

୭.ଆଜି ଆଉ ଏକ ଲଘୁଚାପ: ୧ରୁ ୩ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ସ୍ୱଳ୍ପ ବର୍ଷା; ବଢ଼ିବ ଶୀତର ପରିମାଣ ।

 

 ୮.୩୧ଅକ୍ଟୋବର: ରାଷ୍ଟ୍ରୀୟ ଏକତା ଦିବସ ।

 

୯.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରୀୟ ଏକତା ଦିବସରେ ଓ ସର୍ଦ୍ଦାର ପଟେଲଙ୍କ ଜନ୍ମ ଜୟନ୍ତୀ ଅବସରରେ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଲେ ।

 

 ୧୦.୩୧ଅକ୍ଟୋବର:ଭାରତର ୪ର୍ଥ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପୂଣ୍ୟତିଥି।

 

 ୧୧.୩୧ଅକ୍ଟୋବର: ଲୌହ ମାନବ ସର୍ଦ୍ଦାର୍ ବଲ୍ଲଭଭାଇ ପଟେଲ୍ ଙ୍କ ଜୟନ୍ତୀ ।

 

 ୧୨.ଆଜି ହେଉଛି ଗଣକବି ବୈଷ୍ଣବ ପାଣିଙ୍କ ଜୟନ୍ତୀ। କଟକ ଜିଲ୍ଲା ମାହାଙ୍ଗା କୋଠପଦା ଗାଁରେ ତାଙ୍କର ଜନ୍ମ ହୋଇଥିଲା।

 

 ୧୩.ରାମାୟଣ ରଚୟିତା ମହାନ ସନ୍ଥ ତଥା ଆଦିକବି ମହର୍ଷି ବାଲ୍ମିକୀଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ!

 

 ୧୪.ଗୁଜରାଟ ଗସ୍ତରେ ପ୍ରଧାନମନ୍ତ୍ରୀ ।ସର୍ଦ୍ଦାର ପଟେଲଙ୍କ ପ୍ରତିମୂର୍ତ୍ତିରେ ଦେଲେ ଶ୍ରଦ୍ଧାଞ୍ଜଳି। ରାଷ୍ଟ୍ରୀୟ ଏକତା ଦିବସ ପରେଡରେ ହେବେ ସାମିଲ।

 

୧୫.ଆଜି ଗୁଜୁରାଟର କେଭାଡିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୱାଟର ଏରୋଡ୍ରୋମ ଏବଂ ସମୁଦ୍ର ବିମାନ ସେବା ଉଦଘାଟନ କରିଛନ୍ତି!

 

 ୧୬.ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲକ୍ଷ୍ମୀପୂଜା ଉପଲକ୍ଷେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।

 

୧୭.ଭୁବନେଶ୍ୱର:ବିନା ପରମିଟ୍‌ରେ ଚାଲୁଥିବା ୨୦ ବସ୍‍କୁ ଇ-ଚାଲାଣ।୨.୪୪ ଲକ୍ଷ ଟଙ୍କା ଜୋରିମାନା ଆଦାୟ ।

 

୧୮.ପବିତ୍ର କାର୍ତ୍ତିକ ମାସରେ ଭକ୍ତଙ୍କୁ ମିଳିବ ମହାପ୍ରସାଦ, ଶ୍ରୀମନ୍ଦିର ଉତ୍ତର ଓ ଦକ୍ଷିଣ ଦ୍ୱାରରେ ସ୍ବତନ୍ତ୍ର ବ୍ୟବସ୍ଥା। 

 

୧୯.ଜାତି ବାହାରେ ବିବାହକୁ ପ୍ରୋତ୍ସାହନ ଦେବା ପାଇଁ ଓଡ଼ିଶା ସରକାର ଲଞ୍ଚ୍‌ କଲେ ପୋର୍ଟାଲ, ପତି-ପତ୍ନୀଙ୍କୁ ମିଳିବ ପ୍ରୋତ୍ସାହନ ରାଶି।

 

୨୦.କରୋନା ବଦଳାଇଲା ପରମ୍ପରା, ଚଳିତବର୍ଷ ବନ୍ଦ ରହିବ ବାଲିଯାତ୍ରା।

 

୨୧.ପରିବା ଦର ଆକାଶଛୁଆଁ, ଟଙ୍କିକିଆ ଚାଉଳକୁ ପିଆଜ ୮୦।

 

୨୨.ଭୁବନେଶ୍ୱର: ପନ୍ଦର ଡିଗ୍ରୀ ତଳେ ପାଞ୍ଚ ସହର,୫ରୁ ଥଣ୍ଡା ଆହୁରି ବଢିବ।

 

୨୩.ଭୁବନେଶ୍ୱର ଓ କଟକରେ ଜାରି ହେଲା ନିର୍ଦ୍ଦେଶନାମା: ନଭେମ୍ବରରେ ବି ୫୦%କର୍ମଚାରୀରେ ଚାଲିବ ସରକାରୀ ଅଫିସ।

 

୨୪.ଆଲ୍‌ହାବାଦ୍‌ ହାଇକୋର୍ଟଙ୍କ ଐତିହାସିକ ରାୟ, କେବଳ ବିବାହ ପାଇଁ ଧର୍ମ ପରିବର୍ତ୍ତନ କରିବା ବୈଧ ନୁହେଁ।

 

୨୫.ଦେଶର ବିଭିନ୍ନ ନଦୀବନ୍ଧ ମରାମତି ପାଇଁ ଖର୍ଚ୍ଚ ହେବ ୧୦ ହଜାର କୋଟି ଟଙ୍କା, ତାଲିକାରେ ଓଡିଶାର ୩୬ ନଦୀବନ୍ଧ।

 

 ୨୬.ରଖେ ହରି ତ ମାରେ କିଏ’ । ମୟୂରଭଞ୍ଜ ଜିଲ୍ଲା ଯଶୀପୁରରେ ଜାତୀୟ ରାଜପଥ କଡ଼ରେ ଥିବା ଘର ଭିତରେ ପଶିଗଲା ଟ୍ରକ୍। ଅଳ୍ପକେ ବର୍ତ୍ତିଗଲେ ଘରେ ଥିବା ୭ ଜଣ।

 

 ୨୭.ୟୁରୋପରେ ଦ୍ୱିତୀୟ ଥର ବ୍ୟାପୁଛି କରୋନା ସଂକ୍ରମଣ : ନିୟନ୍ତ୍ରଣ କରିବା ପାଇଁ ଲକଡାଉନ ଟୁ ପଏଂଟ ଜିରୋ ନେଇ ଫ୍ରାନ୍ସ ଓ ଜର୍ମାନୀର ଘୋଷଣା ; ନଭେମ୍ବର ୩୦ଯାଏଁ ଜାରି ହେଲା ତାଲାବନ୍ଦ କଟକଣ।

 

 ୨୮.ନଭେମ୍ବର ୩ରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ : ଶେଷ ପର୍ଯ୍ୟାୟ ପ୍ରଚାରରେ ଗୋଟିଏ ଅପିଲ୍; ଘରୁ ବାହାରି ଭୋଟ ଦେବା ପାଇଁ ଆମେରିକାବାସୀଙ୍କୁ ଉଭୟ ଡୋନାଲ୍ଡ ଟ୍ରମ୍ପ ଓ ଜୋ ବାଇଡେନଙ୍କ ଅନୁରୋଧ ।

 

 ୨୯.ଭୁବନେଶ୍ୱର: ରାଜଧାନୀରୁ ପୁଣି ଧରାପଡ଼ିଲା ଧଳା ଜହର, ବିଳମ୍ବିତ ରାତିରେ ଚଢ଼ାଉ କରି ଧରିଲା କ୍ରାଇମବ୍ରାଞ୍ଚ ଏସ୍‌ଟଏଫ୍, ଜବତ ବ୍ରାଉନସୁଗାରର ମୂଲ୍ୟ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ହେବ ।

 

 ୩୦.ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୯,୮୯୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୫୦,୮୯୦ ଟଙ୍କାରେ ପହଞ୍ଚିଥିବା ।

 

 ୩୧.ରାସ୍ତା ଉପରେ ଜଳିଗଲା ଟ୍ରକ୍‌। କେନ୍ଦୁଝର ଜିଲ୍ଲାର ଭିଆଇପି ରୋଡ୍ କୁହାଯାଉଥିବା ନରଣପୁର୍ ଠାରୁ ବ୍ରହ୍ମଣୀପାଳ ରାସ୍ତା ମଧ୍ୟରେ ପଡୁଥିବା ଭଇଭାଇ ଢାବା ନିକଟରେ ଏକ ୧୨ ଚକିଆ ଟ୍ରକ୍ ଠିଆ ହୋଇଥିବା ସମୟରେ ହଠାତ୍ ଜଳିଯାଇଥିବା ଦେଖିବାକୁ ମିଳିଛି!

 

 ୩୨.ଆସନ୍ତାକାଲି ସରିବ ବାଲେଶ୍ୱର ଓ ତିର୍ତ୍ତୋଲ ଉପ-ନିର୍ବାଚନ ପାଇଁ ପ୍ରଚାର : ଶେଷ ମୁହୁର୍ତ୍ତରେ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ୩ ପ୍ରମୁଖ ଦଳର ଉଦ୍ୟମ ଜାରି।

 

 ୩୩.ବାଇକ ଆରୋହୀଙ୍କ ଉପରେ ଚଢିଗଲା ଟିପ୍‌ସ ବୋଝେଇ ହାଇଓ୍ୱା । ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଛି।ଭଦ୍ରକ ଜିଲ୍ଲା ଧାମନଗର ଥାନା ଦକ୍ଷିଣବାଡ଼ ଛକ ନିକଟରେ ଦୁର୍ଘଟଣା ଘଟିଛି!

 

 ୩୪.ବାଲିଅନ୍ତା ଥାନା ଭିଙ୍ଗାରପୁର ବ୍ରିଜ ନିକଟରେ ଥିବା କୁଶଭଦ୍ରା ନଦୀରେ ଭାସୁଛି ମୃତଦେହ । ବର୍ତ୍ତମାନ ସୁଦ୍ଧା ମୃତ ଦେହର ପରିଚୟ ମିଳିପାରିନାହିଁ ।ଜଣେ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି ।

 

 ୩୫.ନଭେମ୍ବର ୧ରୁ ଲାଗୁ ହେବ ନୂଆ ନିୟମ । ଗ୍ୟାସ ସିଲିଣ୍ଡର ବୁକ୍ କଲାବେଳେ ଆପଣଙ୍କ ପଞ୍ଜିକୃତ ମୋବାଇଲ ନମ୍ବରରେ ଏକ ଓଟିପି ଆସିବ । ଆଉ ଏହି କୋଡକୁ ଡେଲିଭରି ବଏଙ୍କୁ ଦେଖାଇବା ପରେ ଯାଇ ଆପଣଙ୍କୁ ଗ୍ୟାସ ମିଳିବ!

 

 ୩୬.ବିଶ୍ୱରେ କରୋନା ମୃତ୍ୟୁ ୧୧ ଲକ୍ଷ ୯୩ ହଜାର ୨୦୦କୁ ବୃଦ୍ଧି, ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪ କୋଟି ୫୮ ଲକ୍ଷ ୯୦ ହଜାର ୭୭, କରୋନାରୁ ସୁସ୍ଥ ହେଲେଣି ୩ କୋଟି ୩୨ ଲକ୍ଷ ୩୭ ହଜାର ୧୧୧ ଆକ୍ରାନ୍ତ*

 

 ୩୭.ଦେଶରେ କରୋନା ମୃତ୍ୟୁସଂଖ୍ୟା ୧,୨୧,୬୪୧ ରେ ପହଞ୍ଚିଲା । ସକ୍ରିୟ ସଂକ୍ରମିତ ୫,୮୨,୬୪୯, ସୁସ୍ଥସଂଖ୍ୟା ୭୪,୩୨,୮୨୯ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026
  ଜିଲ୍ଲା  
ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ   16-Sep-2026
  ଜିଲ୍ଲା  
ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   16-Sep-2026
  ଜିଲ୍ଲା  
ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   16-Sep-2026
  ଜିଲ୍ଲା  
ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   16-Sep-2026
  ଜିଲ୍ଲା  
ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   15-Sep-2026

You Might Also Like