-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
16-Aug-2021
ବଲାଙ୍ଗିର,(ପ୍ରେରଣା ଖବର)-ବଲାଙ୍ଗିର ଯାଦବ ଭବନ ଠାରେ ୭୫ତମ ସ୍ୱାଧିନତା ଦିବସ ପାଳନ ହୋଇଥିଲା । ସବୁ ବର୍ଷ ପରି ଏହି ବର୍ଷ ମଧ୍ୟ ୭୫ତମ ସ୍ୱାଧିନତା ଦିବସ ବଲାଙ୍ଗିର ଯାଦବ ଭବନ ପରିସରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ଜିଲ୍ଲା ଉପ-ସଭାପତି ବସୁଦେବ ନାଗ ପତାକା ଉତ୍ତୋଳନ କରିଥିବା ବେଳେ ପୌରାଞ୍ଚଳ ସଭାପତି ପଙ୍କଜ ସେଲମା, ଦିଗାମ୍ବର ମାଝି ଦୁତି ବାହନ ଚନ୍ଦନ, ରଥି ଚନ୍ଦ୍ର ଭୋଇ, ଟୁନା ନାଗ, ଅଷ୍ଟମୀ ବଗର୍ତ୍ତୀ, ଖରତମଲ ରାଉତ, ଆକୁଳ ବଗର୍ତ୍ତୀ ପ୍ରମୁଖ ଯାଦବ ସମାଜର ସଦସ୍ୟମାନେ ଉପସ୍ଥିତ ଥିଲେ