-+91-9937148622 |
prerana_bgr@rediffmail.com |
Thursday 25th June 2026 |
R.N.I. Regd No. ODIODI/2010/46693
Breaking News
13-Aug-2021
କଳାହାଣ୍ଡି,କୋକସରା (ତ୍ରିନାଥ ବେଶ୍ରା)
କଳାହାଣ୍ଡି ଜିଲ୍ଲାକୋକସରା ବ୍ଳକ ଆମ୍ବପାଣି ଘାଟି ବୁଲାଣ ପାଖରେ ଏକ ପି କଫ୍ ଭେନ ଗାଡ଼ି ନମ୍ବର - (ଓଡ଼ି ୦୮ ଜି ୮୦୩୧ ) ଗାଡ଼ିଟି କେସିଙ୍ଗା ରୁ ଜୟପୁର କୁ ବିଦ୍ୟୁତ ସାମଗ୍ରୀ ନେଇକି ଯାଉଥିବା ବେଳେ କୌଣସି କାରଣରୁ ଗାଡ଼ିଟି ଭାରଶ୍ୟାମ ହରାଇ ଜାତୀୟ ରାଜପଥ ୨୬ ରାସ୍ତା ଉପରେ ଓଲଟି ପଡିଥିଲା । ଗାଡ଼ିଟି କେସିଙ୍ଗା ର ଆଶିଷ କୁମାର ଜେନ ଙ୍କ ବୋଲି ଜଣାପଡିଛି ବେଲେ ବର୍ତ୍ତମାନ ଘଟଣାର ଖବର ପାଇ ଆମ୍ବପାଣି ପୋଲିସ ପହଞ୍ଚି ଡ୍ରାଇଭର ଓ ଅନ୍ୟ ଏକ ବ୍ୟକ୍ତିକୁ ଉଦ୍ଧାର କରିଥିବା ନେଇ ଆମପାଣି ପୋଲିସ ସୂଚନା ଦେଇଛନ୍ତି ।