-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||     

HOME   ଜିଲ୍ଲା

ସଟ୍ଟା ଖେଳକୁ ପ୍ରୋତ୍ସାହନ ଦେଉଛି କି ପୋଲିସ ! *ବେଆଇନ ଖେଳକୁ ନେଇ ବୁଦ୍ଧିଜୀବୀ ମହଲରେ ତିବ୍ର ଅସନ୍ତୋଷ

30-Oct-2020



ପାଟଣାଗଡ (ପ୍ରେରଣା ଖବର) : ଓଡିଶାର ପ୍ରବାସୀ ଶ୍ରମିକଙ୍କ ଗଡ କୁହାଯାଉଥିବା ପାଟଣାଗଡ ଅଞ୍ଚଳ ଏବେ ସଟ୍ଟା ଖେଳର ପେଣ୍ଠିସ୍ଥଳି ପାଲଟିଛି। ଗୋଟିଏ ଦୁଇଟି ସ୍ଥାନ ନାହିଁ ପାଟଣାଗଡ ସହରର ବିଭିନ୍ନ ମୁଖ୍ଯ ଛକ ଓ ପଡାର ଗଲି ମାନଙ୍କରେ ଖୁଲମ ଖୁଲା ସଟ୍ଟା ଖେଳ ଚାଲିଛି। ଏହି ବେଆଇନ ଖେଳ ଏବେ ଗ୍ରାମାଞ୍ଚଳକୁ ବ୍ଯାପିବାରେ ଆରମ୍ଭ କଲାଣି। ଗରିବ ଖଟିଖିଆ ଶ୍ରେଣୀର ଲୋକଙ୍କଠାରୁ ଆରମ୍ଭ କରି ଧୋବ ଧଉଲିଆ ବାବୁ, ଏପରିକି ସ୍କୁଲ, କଲେଜର ଛାତ୍ରମାନେ ମଧ୍ୟ ସଟ୍ଟାଜାଲରେ ପଡି ପ୍ରତିଦିନ ଖେଲୁଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ସ୍ପଷ୍ଟ ଦିବାଲୋକରେ ଏହି ଖେଲ ରାସ୍ତାକଡରେ ଚୌକି ଟେବୁଲ ପକାଇ ଚାଲିଥିଲେ ହେଁ ପୁଲିସ ପକ୍ଷରୁ କୌଣସି କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯାଉନି। ପୁଲିସ ପକ୍ଷରୁ ଅପରାଧୀକ କାମରେ ଲିପ୍ତ ସାମିଲ ଥିବା ଅସାମାଜିକ ଯୁବକ ଉପରେ ଅଙ୍କୁସ ଲଗାଇବା ପାଇଁ ଅପରେସନ କ୍ଳନର ରଣ ହୁଙ୍କାର ଦେଇ ବାହାରୁଥିବା ପୁଲିସ କାହିଁକି କେବଳ କାଁ ଭାଁ କେବେ କେମିତି ଜଣେ ଦୁଇଜଣ ସଟ୍ଟା ଖେଲାଉଥିବା ଏଜେଣ୍ଟକୁ ଧରି ପୁଲିସ ଧର୍ମକୁ ଆଖିଠାର ନୀତିରେ ଚୁପ ରହିଯାଉଥିବା କୁ ନେଇ ପୁଲିସର କାର୍ଯ୍ଯକଳାପକୁ ନେଇ ଜନସାଧାରଣ ମଧ୍ୟରେ ଆଲୋଚନା ହେଉଥିବା ଶୁଣିବାକୁ ମିଲୁଛି। ଏହାସବୁ ଘଟଣାକୁ ଅନୁଧ୍ଯାନ କଲେ ପୁଲିସର ଜ୍ଞାତସାରରେ ଏସବୁ ଚାଲିଥିବା ସ୍ପଷ୍ଟ ପ୍ରମାଣିତ ହେଉଥିଲେ ମଧ୍ୟ ବିଶ୍ବାସ ଲାଗୁନାହିଁ। ସୂଚନାଯୋଗ୍ଯଯେ,  କିଛି ପୁଲିସ ବାବୁ ମାସିକିଆ ବଟି ନେଇ ଏହି ବେଆଇନ୍ ଖେଳ ବିରୋଧରେ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି। ପୋଲିସଙ୍କ ଗେଲ୍ଲା ପୁଅ ସାଜିଥିବା କିଛି ଛଦ୍ମବେଶୀ ସାମ୍ବାଦିକ ପୁଲିସ ନାମରେ କଲେକସନ ଏଜେଣ୍ଟ ପାଲଟି ଥିବା ଜନସାଧାରଣଙ୍କ ମଧ୍ୟରେ ଏକ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଖେଳ ବିଭିନ୍ନ କମ୍ପାନୀ ନାମରେ ଖେଳ ହୁଏ। ୧ ଟଙ୍କାରୁ ଆରମ୍ଭ କରୁ ହଜାର ହଜାର ଟଙ୍କାର ଖେଳ ହୋଇଥାଏ। ଓପନ ଓ କ୍ଳବରେ ୮ ଗୁଣା, ଯୋଡି ନମ୍ବର ଫିଟିଲେ ଜୁଆରେ ଲଗାଇଥିବା ଟଙ୍କାର ୮୦ ଗୁଣ ଖିଲାଡି କୁ ମିଳିଥାଏ। ଖିଲାଡିର ଭାଗ୍ଯକୁ ନମ୍ବର ଫିଟିଗଲେ ମାଲେମାଲ ନ ହେଲେ ସ୍ବାହା। ରାତାରାତି ଧନୀ ହେବାର ନିଶାରେ ଏହି ସଟ୍ଟା ଜାଲରେ ପଡି କିଛି ଲୋକ ସର୍ବସାନ୍ତ ହୋଇଥିବା ନଜର ରହିଛି। ପାଟଣାଗଡ ସହରର କଚେରିର ଛକରୁ କଲେଜ ଛକ ମଧ୍ୟରେ ସବୁଠାରୁ ବେଶୀ ଲୋକଙ୍କ ଗହଳି ଲାଗେ। ଏହି ସ୍ଥାନ ମାନଙ୍କରେ ଖୁଲମ ଖୁଲା ଚୌକି ଟେବୁଲ ପକାଇ ସଟ୍ଟା ଏଜେଣ୍ଟ ସଟ୍ଟା କାରବାର ଚଲାଇଥାନ୍ତି। ଏହି ଫୋଟଟି ପ୍ରମାଣ କରୁଛି ଯେ ପାଟଣାଗଡ ପୁଲିସ ପ୍ରଶାସନ ସଂପୂର୍ଣ୍ଣ ଭାବେ ଏହି ବେଆଇନ୍ ଖେଳ ପ୍ରତି ଆଖିବନ୍ଦ କରିବସିଛି। ଏହି ବେଆଇନ ଖେଳକୁ ନେଇ ବୁଦ୍ଧିଜୀବୀ ମହଲରେ ତିବ୍ର ଅସନ୍ତୋଷ ବଢିବାରେ ଲାଗିଛି। ଏଥିପ୍ରତି ବଲାଙ୍ଗିର ଜିଲ୍ଲା ଆରକ୍ଷୀ ଅଧିକାରୀ ଦୃଷ୍ଟି ଦେବାପାଇଁ ସାଧାରଣରେ ଦାବୀ ହେଉଛି।


News Comment




Photo in News

Advertisment
Lastest News
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026

You Might Also Like