-+91-9937148622 |
prerana_bgr@rediffmail.com |
Wednesday 25th March 2026 |
R.N.I. Regd No. ODIODI/2010/46693
Breaking News
02-Aug-2021
କେନ୍ଦ୍ରପଡା (ଶିବ ପ୍ରସାଦ ସେନାପତି) : ଗତକାଲି କେନ୍ଦ୍ରାପଡ଼ା ଜିଲ୍ଲା ଛଘରିଆ ଛକ ନିକଟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସଡ଼କ ଦୁ୍ଘଟଣାରେ ଦୁଇ ଯୁବକଙ୍କ ମୃତ୍ୟୁ ଘଟିଛି। ସୂଚନାରୁ ପ୍ରକାଶ ଯେ ଜଣେ ସଦର ଥାନା ଅଧିନସ୍ଥ ଅଢ଼ଙ୍ଗା- ସୀଙ୍ଗାଳ ଗ୍ରାମର ଦୀପ୍ତି ରଞ୍ଜନ ସ୍ବାଇଁ ହୋଇଥିବା ବେଳେ ଅନ୍ୟ ଜଣଙ୍କ ପରିଚୟ ମିଳିପାରିନାହିଁ। ପୋଲିସ୍ ଘଟଣା ସ୍ଥଳ ରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।