-+91-9937148622 |

prerana_bgr@rediffmail.com |

  Wednesday 30th September 2026 |

| | | |

R.N.I. Regd No. ODIODI/2010/46693

Breaking News

୩୫ କେଜି ୬୮୦ ଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ ,   (30-Sep-2026)       ||      ଜିଲ୍ଲା ସ୍ତରୀୟ ଲୋକନୃତ୍ୟ ଓ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ମାୟାବର୍ହା ଉଚ୍ଚ ବିଦ୍ୟାଳୟ ପୁରସ୍କୃତ   (30-Sep-2026)       ||      ବୃନ୍ଦାବନ ଧାମ ଦର୍ଶନ କଲେ କୁଟୁମଡୋଳା ଗୁପ୍ତେଶ୍ୱର କୀର୍ତ୍ତନ ମଣ୍ଡଳୀର ୬୮ ଭକ୍ତ   (30-Sep-2026)       ||      ପ୍ରବାସୀ ଶ୍ରମିକ ପ୍ରଥା ହ୍ରାସ ପାଇଁ ବିଭାଗୀୟ ପଦକ୍ଷେପ ବଢ଼ାଇବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ   (30-Sep-2026)       ||      ଜଗବନ୍ଧୁ ଦାସ ସ୍ନାତକ ମହିଳା ମହାବିଦ୍ୟାଳୟରେ ହିନ୍ଦୀ ଦିବସ   (30-Sep-2026)       ||      "ଆତ୍ମହତ୍ୟା କୌଣସି ସମସ୍ୟାର ସମାଧାନ ନୁହେଁ, ମନକଥା କୁହ, ଜୀବନ ବଞ୍ଚାଅ"   (30-Sep-2026)       ||      ଓଡ଼ିଶା ବେଷ୍ଟ ଇଞ୍ଜିନିୟର ଆୱାର୍ଡ଼ରେ ସମ୍ମାନିତ ହେଲେ ଟିଟିଲାଗଡର ଅନ୍ୱେଷ ଷଡଙ୍ଗୀ    (30-Sep-2026)       ||      ଚୁଡାପାଲିରେ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରାଙ୍କ ୮୮ତମ ପ୍ରଜାମେଳିର ସ୍ମୃତି କୁ ମନେ ପକାଇଲେ ଗ୍ରାମବାସୀ   (29-Sep-2026)       ||      କାଶିପାଲି ରେ ଆଙ୍ଗନ୍ କା ଉତ୍ସବ ଉଦଯାପିତ    (29-Sep-2026)       ||      କୋକସରା ବ୍ଲକ ରେ ୧୬୮ ଅଙ୍ଗନ ବାଡି କେନ୍ଦ୍ର ରେ ପାଳିତ ହେଲା ଆଙ୍ଗନ କା ଉତ୍ସବ    (29-Sep-2026)       ||      ଆଗଲପୁର ଅଙ୍ଗନୱାଡ଼ି କେନ୍ଦ୍ର ରେ ଆଙ୍ଗନ୍ କା ଉତ୍ସବ ପାଳିତ   (29-Sep-2026)       ||      *ସାହାଣୀ କପ୍ ଫୁଟବଲ୍    (29-Sep-2026)       ||      ଆଙ୍ଗନ କା ଉତ୍ସବ ପାଳିତ    (29-Sep-2026)       ||      ଫୁଲମୁଠି ଅଙ୍ଗନାୱାର୍ଡ କେନ୍ଦ୍ର ରେ ଆଙ୍କନ କା ଉତ୍ସବ    (29-Sep-2026)       ||      ଫୁଲମୁଠି ଅଙ୍ଗୱାର୍ଡ ରେ ଆଙ୍କନ କା ଉତ୍ସବ    (29-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଚତୁର୍ଥ ଦିନରେ ପିତୃପକ୍ଷ ସେବା କାର୍ଯ୍ୟକ୍ରମ।   (29-Sep-2026)       ||      *ଡାବୁଗାଁ ଗୋଷ୍ଠୀ ସ୍ତରୀୟ ବିଦ୍ୟାଳୟ ସମୁହ ଖେଳ ଓ ଦୌଡକୁଦ ପ୍ରତିଯୋଗିତା ଉଦ୍ଘାଟିତ*   (29-Sep-2026)       ||      ବେଲପଡା ମହାବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା   (29-Sep-2026)       ||      *ମା ସୁରେଶ୍ଵରୀ ଙ୍କ ମନ୍ଦିର ରେ ଚଣ୍ଡୀ ଯଜ୍ଞ ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ*-   (29-Sep-2026)       ||      ଜୟ ଜଗନ୍ନାଥ ଫୂଟବଲ ଟୁର୍ନାମେଣ୍ଟ ୨୦୨୬ ଉଦଯାପିତ    (29-Sep-2026)       ||     

HOME   ଜିଲ୍ଲା

ଆଜି ୨୯ ଓ ଆସନ୍ତାକାଲି ୩୦ ଦୁଇଦିନ ଧରି ସୁବର୍ଣ୍ଣପୁର ଜିଲ୍ଲାର ୪୮କେନ୍ଦ୍ରରେ ହେବ ଟୀକାକରଣ

29-Jul-2021



ବିନିକା (ହିମାଂଶୁ ଶେଖର ପୁଟେଲ) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ  ତରଫରୁତା୨୯/୦୭/୨୧ଓ ତା୩୦/୦୭/୨୧ରେ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ବ୍ଲକ ଓ ସୋନପୁର ମ୍ୟୁନିସିପାଲିଟିରେ  ବ୍ୟବସ୍ଥିତ ୪୮ କେନ୍ଦ୍ରରେ  ଯଥା-ସୋନପୁର ବ୍ଲକରେ ୦୮ଟି କେନ୍ଦ୍ର,ଡୁଙ୍ଗୁରିପାଲି ବ୍ଲକରେ ୦୯ଟି କେନ୍ଦ୍ର, ବିନିକା ବ୍ଲକରେ ୦୯ଟି  କେନ୍ଦ୍ର,ବୀରମହାରାଜପୁର ବ୍ଲକରେ ୦୭ଟି କେନ୍ଦ୍ର, ତରଭା ବ୍ଲକରେ ୦୭ଟି କେନ୍ଦ୍ର,ଉଲୁଣ୍ଡା ବ୍ଲକରେ  ୦୭ଟି କେନ୍ଦ୍ରରେ ଏବଂ  ସୋନପୁର ମ୍ୟୁନିସିପାଲିଟି ର ୦୧ଟି କେନ୍ଦ୍ରରେ ୧୮ରୁ ଉର୍ଦ୍ଧବର୍ଷ ହିତାଧିକାରୀଙ୍କୁ ଟୀକା ପ୍ରଦାନ କରାଯିବ l ହିତାଧିକାରୀ ଟୀକାକରଣ ନିମନ୍ତେ ପଂଜିକୃତ କରି ନିଯୁକ୍ତି ଚିଠାକୁ ଅନୁସୂଚିତ କରାଇପାରିବେ ଅଥବା ଉକ୍ତ ଦିନ ନିର୍ଧାରିତ ସମୟ ସକାଳ ଘଂ ୦୯-୦୦ ରେ କେନ୍ଦ୍ରକୁଯାଇ ଟୀକାନିମନ୍ତେ ଅଗ୍ରିମଟୋକନ ସଂଗ୍ରହ କରିପାରିବେ l ସ୍ଲଟ ବୁକିଂ କରିଥିବା ହିତାଧିକାରୀଙ୍କୁ ଅଗ୍ରାଧିକାର ଭିତ୍ତିରେ ଟୀକା ପ୍ରଦାନ କରାଯିବ l ଉକ୍ତ ଦିନଗୁଡିକରେ ଟୀକାକରଣ ପାଇଁ ଯୋଗ୍ୟ ପଂଜିକୃତ  ହିତାଧିକାରୀ ନିଜର ନିଯୁକ୍ତି ଚିଠା (ମୋ.ମେସେଜ/ଚିଠାର ହାର୍ଡକପି) ପଞ୍ଜିକରଣ ସମୟରେ ବ୍ୟବହୃତ ପରିଚୟ ପତ୍ର ସାଙ୍ଗରେ ଆଣି ସୂଚିତ  ନିର୍ଦ୍ଧାରିତ ସମୟରେ ଉଦ୍ଧିଷ୍ଟ ଟୀକାକରଣ କେନ୍ଦ୍ରକୁ ପହଂଚି ଟୀକା ଗ୍ରହଣ କରିବେ l ବିନା କୌଣସି ସୂଚନାରେ ଟୀକାକେନ୍ଦ୍ରକୁ ଯାଇ ହଇରାଣ ନ ହେବା କିମ୍ବା କେନ୍ଦ୍ରରେ ଅଯଥାରେ ଭିଡ଼ ନ କରିବାକୁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଅନୁରୋଧ କରାଯିବାସହ ଯେତେବେଳେ ଯାହାର ପାଳି ଆସୁଛି ସେମାନେ କେବଳ କେନ୍ଦ୍ରକୁ ଆସିବାକୁ ପରାମର୍ଶ ଦିଆଯାଉଛି l ଏହି ଟୀକାକରଣ ଉକ୍ତ ଦିନଗୁଡ଼ିକରେ  ସକାଳ ୦୯ରୁ ସନ୍ଧ୍ୟା ୦୬ ଘଣ୍ଟା ପର୍ଯ୍ୟନ୍ତ ଚାଲୁ ରହିବ l
ହିତାଧିକାରୀ ଟୀକାକରଣ  ପାଇଁ  ଅନଲାଇନ  https://selfregistration.cowin.gov.in ରେ ପଞ୍ଜିକରଣ କରାଇ ସ୍ଲଟ ଅନୁସୂଚିତ କରାଇପାରିବେ ତା୨୮/୦୭/୨୧ ରାତ୍ର ୦୯-୦୦ଘଂ ରୁ ପଞ୍ଜିକରଣ ନିମନ୍ତେ ସ୍ଲଟ ଖୋଲା ରହିଛି ତେବେ ମିଳିଥିବା ସୂଚନା ଅନୁସାରେ ବିନିକା ବ୍ଲକର ୦୯ଟି କେନ୍ଦ୍ର:-
ତା୨୯/୦୭/୨୧ ରେ 
୧-ମେଘଲା ଏଡବ୍ଲୁସି
୨-ପାପି ଏଡବ୍ଲୁସି
୩-ରାଜୀବ ଭବନ ସିଂହିଯୁବା  ତା୩୦/୦୭/୨୧ରେ 
୪-ପିଏଚସି ଶଙ୍କରା 
୫-ରାଜୀବ ଭବନ ଭଣ୍ଡାର  
୬-କୁଇବାହାଲ ଏମଇସ୍କୁଲ 
୭-ବାବୁପାଲି ୟୁପିଏସ
ତା୨୯/୦୭/୨୧ଓ ତା ୩୦/୦୭/୨୧ରେ 
୮- ସିଦ୍ଧାର୍ଥ ମହାବିଦ୍ୟାଳୟ, ବିନିକା,୯- ଜିଏଚ ମହାଦେବପାଲି ଟୀକାକରଣ କେନ୍ଦ୍ରରେ ଟୀକାଦାନ କରାଯିବ l ସେହିପରି ବୀରମହାରାଜପୁରରେ ବ୍ଲକର ୦୭ଟି କେନ୍ଦ୍ର-
ତା ୨୯/୦୭/୨୧ ରେ 
୧-ଖଣ୍ଡହତା ଏସସି
୨-କମିରା ଏସସି
ତା୩୦/୦୭/୨୧ରେ 
୩- ଜଟେସିଙ୍ଘା ଏସସି
୪-କେନଝରିଆପାଲି ଜିପି  କାର୍ଯ୍ୟାଳୟ                 ତା ୨୯/୦୭/୨୧ ଓ ତା ୩୦/୦୭/୨୧ରେ 
୫ -କଲ୍ୟାଣମଣ୍ଡପ   ବୀରମହାରାଜପୁର
୬-ସୁବଳୟା ପିଏଚସି 
୭-ମୁରଶୁଣ୍ଢୀ ପିଏଚସି
ଟୀକାକେନ୍ଦ୍ରରେ ଟୀକାକରଣ ହେବ l
ଡୁଙ୍ଗୁରିପାଲି  ବ୍ଲକର ୦୯ଟି କେନ୍ଦ୍ର-ତା୨୯/୦୭/୨୧ରେ ୧-ତମାମୁଁରl ପ୍ରାଥମିକ ବିଦ୍ୟାଳୟ ତା୩୦/୦୭/୨୧ରେ 
୨-ଭାଟବାହାଲି ପ୍ରାଥମିକ ବିଦ୍ୟାଳୟ
୩-ଦିଗସିରା ବନ୍ୟା କେନ୍ଦ୍ର 
୪-ଇଚ୍ଛାପୁର ରାଜୀବଭବନ 
ତା୨୯/୦୭/୨୧ଓ ତା ୩୦/୦୭/୨୧ରେ - 
୫--ଡୁଙ୍ଗୁରିପାଲି ମଧ୍ୟଇଂରାଜୀ ବିଦ୍ୟାଳୟ
୬-ପିଏଚସି ବେହେରାମାଲ 
୭-ସରଗୁଲ ପ୍ରାଥମିକ ବିଦ୍ୟାଳୟ 
୮-ପିଏଚସି ରାମପୁର 
୯-ପିଏଚସି ଭୀମଟିକିରା 
ଟୀକାକରଣ କେନ୍ଦ୍ରରେ ଟୀକାଦାନ କରାଯିବ l
ଉଲୁଣ୍ଡା ବ୍ଲକର ୦୭ଟିକେନ୍ଦ୍ର-
ତା ୨୯/୦୭/୨୧ଓ ତା ୩୦/୦୭/୨୧ରେ 
୧-ସିଏଚସି ଉଲୁଣ୍ଡା 
୨-କଳାପଥର ଏସସି 
୩-ବିଦୁରପାଲି ଏସସି
୪-ପଞ୍ଚମହଲା ଏସସି 
ତା ୨୯/୦୭/୨୧ରେ 
୫-ପିଏଚସି-ସିଣ୍ଡୋଲ
୬-ଯଉଁରାଭଉଁରl ଏସସି 
ତା ୩୦/୦୭/୨୧ରେ 
୭-ପିଏଚସି ଯାଲୋଇ 
 ଟୀକାକରଣ କେନ୍ଦ୍ରରେ ଟୀକାଦାନ କରାଯିବ l
ତରଭା ବ୍ଲକର ୦୭ଟ କେନ୍ଦ୍ର-ତା୨୯/୦୭/୨୧ଓ ୩୦/୦୭/୨୧ରେ 
୧- ଚିକିତ୍ସାଳୟ ପରିସର ଏନଏସି- ତରଭା  
୨- ଶିବତୁଲା ୟୁପିଏସ  
୩-ଚାରଭଟା ଉଚ୍ଚ ପ୍ରାଥମିକ  ବିଦ୍ୟାଳୟ 
୪-ସିଂଘାରି କଲ୍ୟାଣ ଆଶ୍ରମ  
୫-କମସରା ହାଇସ୍କୁଲ
୬-ମେଣ୍ଡା ପ୍ରାଥମିକ ବିଦ୍ୟାଳୟ ୭-ପୁଆ ପ୍ରାଥମିକ ବିଦ୍ୟାଳୟ    
ଟୀକାକରଣ କେନ୍ଦ୍ରରେ ଟୀକାଦାନ କରାଯିବ l
ସୋନପୁର ବ୍ଲକର ୮ଟି କେନ୍ଦ୍ରଓ ସୋନପୁର ମ୍ୟୁନିସିପାଲିଟିର ୦୧ଟି କେନ୍ଦ୍ରରେ ଟୀକାକରଣ
ତା ୨୯/୦୭/୨୧ ରେ 
୧-ହୋମିଓପ୍ୟାଥି ଡାକ୍ତରଖାନା ଖାରି 
୨-ଲୁପୁରସିଂହା ୟୁପିଏସ
୩-ମଲ୍ଲିକମୁଣ୍ଡା ଜିପି କାର୍ଯ୍ୟାଳୟ 
୪-ବାବୁପାଲି ଏସସି, 
୫-ଡୁଙ୍ଗୁରିପାଲି ଏଡବ୍ଲୁସି
୬-ସାଲେପାଲି ୟୁପିଏସ    (ବାଲଡି ଜିପି)
୭-ବସଲାଟ ୟୁପିସ୍କୁଲ
୮-ଖରଝୁରା ଏମଇସ୍କୁଲ 
ତା ୨୯/୦୭/୨୧ଓ ୩୦/୦୭/୨୧ରେ ସୋନପୁର ମ୍ୟୁନିସିପାଲିଟି ର ୦୧ଟି କେନ୍ଦ୍ର ଯଥା - ମାରୱାଡି ଧର୍ମଶାଳା କେନ୍ଦ୍ରରେ ଟୀକାକରଣ କରାଯିବ ବୋଲି ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି l


News Comment




Photo in News

Advertisment
Lastest News
  ଜିଲ୍ଲା  
୩୫ କେଜି ୬୮୦ ଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ ,   30-Sep-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଲୋକନୃତ୍ୟ ଓ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ମାୟାବର୍ହା ଉଚ୍ଚ ବିଦ୍ୟାଳୟ ପୁରସ୍କୃତ   30-Sep-2026
  ରାଜ୍ୟ  
ବୃନ୍ଦାବନ ଧାମ ଦର୍ଶନ କଲେ କୁଟୁମଡୋଳା ଗୁପ୍ତେଶ୍ୱର କୀର୍ତ୍ତନ ମଣ୍ଡଳୀର ୬୮ ଭକ୍ତ   30-Sep-2026
  ଜିଲ୍ଲା  
ପ୍ରବାସୀ ଶ୍ରମିକ ପ୍ରଥା ହ୍ରାସ ପାଇଁ ବିଭାଗୀୟ ପଦକ୍ଷେପ ବଢ଼ାଇବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ   30-Sep-2026
  ଜିଲ୍ଲା  
ଜଗବନ୍ଧୁ ଦାସ ସ୍ନାତକ ମହିଳା ମହାବିଦ୍ୟାଳୟରେ ହିନ୍ଦୀ ଦିବସ   30-Sep-2026
  ଜିଲ୍ଲା  
"ଆତ୍ମହତ୍ୟା କୌଣସି ସମସ୍ୟାର ସମାଧାନ ନୁହେଁ, ମନକଥା କୁହ, ଜୀବନ ବଞ୍ଚାଅ"   30-Sep-2026
  ରାଜ୍ୟ  
ଓଡ଼ିଶା ବେଷ୍ଟ ଇଞ୍ଜିନିୟର ଆୱାର୍ଡ଼ରେ ସମ୍ମାନିତ ହେଲେ ଟିଟିଲାଗଡର ଅନ୍ୱେଷ ଷଡଙ୍ଗୀ   30-Sep-2026
  ଜିଲ୍ଲା  
ଚୁଡାପାଲିରେ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରାଙ୍କ ୮୮ତମ ପ୍ରଜାମେଳିର ସ୍ମୃତି କୁ ମନେ ପକାଇଲେ ଗ୍ରାମବାସୀ   29-Sep-2026
  ଜିଲ୍ଲା  
କାଶିପାଲି ରେ ଆଙ୍ଗନ୍ କା ଉତ୍ସବ ଉଦଯାପିତ   29-Sep-2026
  ଜିଲ୍ଲା  
କୋକସରା ବ୍ଲକ ରେ ୧୬୮ ଅଙ୍ଗନ ବାଡି କେନ୍ଦ୍ର ରେ ପାଳିତ ହେଲା ଆଙ୍ଗନ କା ଉତ୍ସବ   29-Sep-2026
  ଜିଲ୍ଲା  
ଆଗଲପୁର ଅଙ୍ଗନୱାଡ଼ି କେନ୍ଦ୍ର ରେ ଆଙ୍ଗନ୍ କା ଉତ୍ସବ ପାଳିତ   29-Sep-2026
  ଜିଲ୍ଲା  
*ସାହାଣୀ କପ୍ ଫୁଟବଲ୍   29-Sep-2026

You Might Also Like