-+91-9937148622 |

prerana_bgr@rediffmail.com |

  Saturday 25th July 2026 |

| | | |

R.N.I. Regd No. ODIODI/2010/46693

Breaking News

ଦୁଇ ପାଦ୍ ଦୂର୍ ସର୍ଟ ଫିଲ୍ମ ର ଶୁଭ ମୁହରତ    (24-Jul-2026)       ||      ଏସ୍.ଆଇ.ଆର୍. ପ୍ରକ୍ରିୟାର ଅଗ୍ରଗତିର ସମୀକ୍ଷା କଲେ ଆର୍ଥିକ ପରାମର୍ଶଦାତା ତଥା ଅତିରିକ୍ତ ସଚିବ   (24-Jul-2026)       ||      ମୂଖ୍ଯମନ୍ତ୍ରୀ ସଡକ ଯୋଜନାରେ ମଞ୍ଜୁରୀ ହୋଇଥିବାରୁ ବିଧାୟକ ସନତ ଗଡତିଆଙ୍କୁ ଅଞ୍ଚଳବାସୀଙ୍କ ପ୍ରଂଶସା   (24-Jul-2026)       ||      ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟିଲେ ସାଂସଦ ପ୍ରଦୀପ ପୁରୋହିତ   (24-Jul-2026)       ||      ଜିଲ୍ଲା ପ୍ରଶାସନର ପ୍ରଭାବ - ଏକକ ବ୍ୟବହୃତ ପ୍ଲାଷ୍ଟିକ ଦନା ପରିବର୍ତ୍ତେ ପତ୍ରର ବ୍ୟବହାର   (24-Jul-2026)       ||      *ଚତୁର୍ଦ୍ଧା ମୂର୍ତ୍ତୀ ରଥାରୂଢ଼ ହେବା ପରେ ଡାବୁଗାଁରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ*   (24-Jul-2026)       ||      ଭରସୂଜା ଅମୃତ ଧାରା ସୁଚାରୁ  ରୂପେ ପରିଚାଳିତ, ଏହାକୁ ନେଇ ବ୍ଲକ ଉପାଧ୍ୟାକ୍ଷା ଙ୍କ ପ୍ରେସବିବୃତି    (24-Jul-2026)       ||      ପଞ୍ଚ ଦିବସୀୟ ଇଂରାଜୀ ତାଲିମ ଶିବିର, ଶିକ୍ଷକ ଙ୍କୁ ଶିକ୍ଷାଦାନ କଲେ ଜିଲ୍ଲାପାଳ   (24-Jul-2026)       ||      ବରପାଲି ଅଞ୍ଚଳର ଝିଅ ପିଙ୍କି ହଂଶା ହେଲେ ଜାତୀୟ ଫୁଟବଲ ରେଫରି   (24-Jul-2026)       ||      ଗଇଁତାଳାର ପୂର୍ବତନ ସରପଞ୍ଚ ତଥା ସମାଜସେବୀ ସୁଧାଂଶୁ ଶେଖର ନାଏକଙ୍କ ପରଲୋକ   (24-Jul-2026)       ||      ବିନିକା ହାଇସ୍କୁଲରେ ପରିବେଶ ସୁରକ୍ଷା ସଚେତନତା ଓ ଆର୍ଥିକ ସାକ୍ଷରତା ଶିବିର   (24-Jul-2026)       ||      ଶ୍ରୀ ଜଗନ୍ନାଥ ଙ୍କ କଳ୍କୀ ବେଶ ଦର୍ଶନ*- *ମା ଇଷ୍ଟଦେବୀ ମେଲୋଡି ଉମାକାନ୍ତ ବାରିକ ଙ୍କ ସମ୍ବଲପୁରୀ ଗୀତ ନାଚ ରେ ଝୁମିଲେ ଦର୍ଶକ*   (24-Jul-2026)       ||      ଲାଞ୍ଚ ନେବା ପଡ଼ିଲା ମହଙ୍ଗା,ଉପକୋଷାଗାର ପୂର୍ବତନ କିରଣୀଙ୍କୁ ୪ ବର୍ଷ ଜେଲ୍‌ଦଣ୍ଡ।   (24-Jul-2026)       ||      ସ୍ତ୍ରୀ କୁ ହାଣି ହତ୍ୟା କଲା ସ୍ୱାମୀ - ଥାନା ରେ ଅଟକ ସ୍ୱାମୀ    (24-Jul-2026)       ||      ତଳସରା ବିଧାନସଭା କ୍ଷେତ୍ର ସ୍ତରୀୟ ଉନ୍ନୟନ କମିଟିର ସମୀକ୍ଷା ବୈଠକ ଅନୁଷ୍ଠିତ   (23-Jul-2026)       ||      ଦିଲ୍ଲୀ ଜନ୍ତର-ମନ୍ତର ପ୍ରତିବାଦ ଓ ବିଜେଡ଼ି-କଂଗ୍ରେସ ଦୋମୁହାଁ ନୀତି ବିରୋଧରେ ବିଜେପିର ବିଶାଳ ଗର୍ଜନ*   (23-Jul-2026)       ||      "ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ପ୍ରଧାନ ଶିକ୍ଷକଙ୍କ ନେତୃତ୍ୱ ହିଁ ସବୁଠାରୁ ବଡ଼ ଶକ୍ତି"   (23-Jul-2026)       ||      ପ୍ରଧାନ ଶିକ୍ଷକ ମାନଙ୍କ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ    (23-Jul-2026)       ||      କୋକସରା ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ଶିବିର ଅନୁଷ୍ଠିତ।   (23-Jul-2026)       ||      ଭାରତୀୟ ମଜଦୂର ସଂଘ ନୂଆପଡ଼ା ଶାଖା ଦ୍ଵାରା ୭୨ ତମ ପ୍ରତିଷ୍ଠା ଦିବସ ପାଳିତ   (23-Jul-2026)       ||     

HOME   ଜିଲ୍ଲା

ଶାଶୁ ଘରକୁ ଯାଇ ଫେରିବା ବାଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ରେ ଚାଲିଗଲା ମାଆ ସହ ଦୁଇ ଶିଶୁକନ୍ୟା ଙ୍କ ଜୀବନ ।

28-Jul-2021



କେସିଙ୍ଗା,(ପ୍ରେରଣା ଖବର) : : କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ ୨୬ ନମ୍ବର ଜାତୀୟ ରାଜପଥରେ ଚାଂଚେର ନିକଟରେ ମଙ୍ଗଳବାର ଏକ ମର୍ମ୍ମତୁଦ ସଡକ ଦୁର୍ଘଟଣା ଘଟିଥିଲା । ଦୁଇ ଶିଶୁ କନ୍ୟା ଙ୍କୁ  ନେଇ ଟିଟିଲାଗଡ ହାତପଦା ପଡାର ବିଶିଷ୍ଟ ସ୍ବେଚ୍ଛାସେବୀ ସୁରେନ୍ଦ୍ର ମିଶ୍ର ଙ୍କ ସମ୍ପର୍କୀୟ ଭଉଣୀ ଶାଶୁଘର ରୁ ବାପଘରକୁ ଯାଉଥିବା ବେଳେ ଉକ୍ତ  କାର ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ତାଳଗଛକୁ ଧକ୍କା ଦେଇଥିଲା । ଫଳରେ କାରରେ ଥିବା ମହିଳାଙ୍କ ସମେତ ୨ ଶିଶୁକନ୍ୟାଙ୍କର ମୃତ୍ୟୁ ହୋଇଛି । ମୃତକମାନେ ହେଲେ ଆନନ୍ଦିନୀ ମିଶ୍ର (୩୮), ରୋଜି ଦାସ ଓ ଏଲି ଦାସ । ଉଭୟ ଶିଶୁକନ୍ୟାଙ୍କର ବୟସ ୧୧ ବୋଲି ଜଣାଯାଇଛି । ପୁତୁରା ବିକାଶ ମିଶ୍ର ଗୁରୁତର ହୋଇଥିବା ବେଳେ କାର୍ ଚାଳକ ଅରୁଣ ବିଶି ଆହତ ହୋଇଛନ୍ତି ।

ସୂଚନା ଅନୁସାରେ ଆନନ୍ଦିନୀ ମିଶ୍ର ଗତକାଲି ଅପରାହ୍ନରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ରହୁଥିବା ନିଜ ଶାଶୂ ଘରୁ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ସ୍ଥିତ ବାପ ଘରକୁ ଏକ କାରରେ ଆସୁଥିଲେ । ସାଥିରେ ନିଜର ୨ ଝିଅ, ପୁତୁରା ଓ କାର ଚାଳକ ମଧ୍ୟ ଥିଲେ । ସେମାନେ ୨୬ ନମ୍ବର ଜାତୀୟ ରାଜପଥ ଦେଇ ଯାଉଥିବା ବେଳେ କେସିଙ୍ଗା ନିକଟ ଚାଂଚେର ନିକଟରେ ଦ୍ରୁତଗତିରେ ଯାଉଥିବା କାରଟି ଭାରସାମ୍ୟ ହରାଇ ଏକ ତାଳଗଛକୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ କାର୍ ଭିତରେ ଥିବା ୫ ଜଣ ଗୁରୁତର ହୋଇଥିଲେ ।

ଦୁର୍ଘଟଣାର ଅଳ୍ପ ସମୟ ପରେ ଭବାନୀପାଟଣାରୁ କେସିଙ୍ଗା ଫେରୁଥିବା ପୋଲିସ ଘଟଣାସ୍ଥଳରେ ପହଂଚିଥିଲା । ପୋଲିସ ୫ ଜଣଙ୍କୁ ଉଦ୍ଧାର କରି କେସିଙ୍ଗା ଡାକ୍ତରଖାନାରେ ଭର୍ତ୍ତି କରିଥିଲା । କିନ୍ତୁ ଆନନ୍ଦିନୀ, ରୋଜି ଓ ଏଲିଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ବିକାଶ ଗୁରୁତର ଥିବା ବେଳେ ଅରୁଣ ଆହତ ଅଛନ୍ତି ବୋଲି ପୋଲିସ କହିଛି । ଏ ନେଇ ଟିଟିଲାଗଡ ରେ ଶୋକ ର ଛାୟା ଖେଳିଯାଇଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଦୁଇ ପାଦ୍ ଦୂର୍ ସର୍ଟ ଫିଲ୍ମ ର ଶୁଭ ମୁହରତ   24-Jul-2026
  ଜିଲ୍ଲା  
ଏସ୍.ଆଇ.ଆର୍. ପ୍ରକ୍ରିୟାର ଅଗ୍ରଗତିର ସମୀକ୍ଷା କଲେ ଆର୍ଥିକ ପରାମର୍ଶଦାତା ତଥା ଅତିରିକ୍ତ ସଚିବ   24-Jul-2026
  ଜିଲ୍ଲା  
ମୂଖ୍ଯମନ୍ତ୍ରୀ ସଡକ ଯୋଜନାରେ ମଞ୍ଜୁରୀ ହୋଇଥିବାରୁ ବିଧାୟକ ସନତ ଗଡତିଆଙ୍କୁ ଅଞ୍ଚଳବାସୀଙ୍କ ପ୍ରଂଶସା   24-Jul-2026
  ଜିଲ୍ଲା  
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟିଲେ ସାଂସଦ ପ୍ରଦୀପ ପୁରୋହିତ   24-Jul-2026
  ଜିଲ୍ଲା  
ଜିଲ୍ଲା ପ୍ରଶାସନର ପ୍ରଭାବ - ଏକକ ବ୍ୟବହୃତ ପ୍ଲାଷ୍ଟିକ ଦନା ପରିବର୍ତ୍ତେ ପତ୍ରର ବ୍ୟବହାର   24-Jul-2026
  ଜିଲ୍ଲା  
*ଚତୁର୍ଦ୍ଧା ମୂର୍ତ୍ତୀ ରଥାରୂଢ଼ ହେବା ପରେ ଡାବୁଗାଁରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ*   24-Jul-2026
  ଜିଲ୍ଲା  
ଭରସୂଜା ଅମୃତ ଧାରା ସୁଚାରୁ  ରୂପେ ପରିଚାଳିତ, ଏହାକୁ ନେଇ ବ୍ଲକ ଉପାଧ୍ୟାକ୍ଷା ଙ୍କ ପ୍ରେସବିବୃତି   24-Jul-2026
  ଜିଲ୍ଲା  
ପଞ୍ଚ ଦିବସୀୟ ଇଂରାଜୀ ତାଲିମ ଶିବିର, ଶିକ୍ଷକ ଙ୍କୁ ଶିକ୍ଷାଦାନ କଲେ ଜିଲ୍ଲାପାଳ   24-Jul-2026
  ଜିଲ୍ଲା  
ବରପାଲି ଅଞ୍ଚଳର ଝିଅ ପିଙ୍କି ହଂଶା ହେଲେ ଜାତୀୟ ଫୁଟବଲ ରେଫରି   24-Jul-2026
  ଜିଲ୍ଲା  
ଗଇଁତାଳାର ପୂର୍ବତନ ସରପଞ୍ଚ ତଥା ସମାଜସେବୀ ସୁଧାଂଶୁ ଶେଖର ନାଏକଙ୍କ ପରଲୋକ   24-Jul-2026
  ଜିଲ୍ଲା  
ବିନିକା ହାଇସ୍କୁଲରେ ପରିବେଶ ସୁରକ୍ଷା ସଚେତନତା ଓ ଆର୍ଥିକ ସାକ୍ଷରତା ଶିବିର   24-Jul-2026
  ଜିଲ୍ଲା  
ଶ୍ରୀ ଜଗନ୍ନାଥ ଙ୍କ କଳ୍କୀ ବେଶ ଦର୍ଶନ*- *ମା ଇଷ୍ଟଦେବୀ ମେଲୋଡି ଉମାକାନ୍ତ ବାରିକ ଙ୍କ ସମ୍ବଲପୁରୀ ଗୀତ ନାଚ ରେ ଝୁମିଲେ ଦର୍ଶକ*   24-Jul-2026

You Might Also Like