-+91-9937148622 |
prerana_bgr@rediffmail.com |
Wednesday 11th March 2026 |
R.N.I. Regd No. ODIODI/2010/46693
Breaking News
21-Jul-2021
ଉଲୁଣ୍ଡା(ଗୌରଚନ୍ଦ୍ର ପରିଛା) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ପଂଚମହଲା ପଂଚାୟତର କପାସିରା ଗ୍ରାମରେ ଚାଇଲ୍ଡ ଲାଇନ ପକ୍ଷରୁ ଶିଶୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଚାଇଲ୍ଡ ଲାଇନ ସଦସ୍ୟ ସୁଦାମ ଗାଇଗରିଆ ଯୋଗଦେଇ ଶିଶୁ ମାନଙ୍କ ପାଇଁ ଥିବା ଚାଇଲ୍ଡକ୍ଲବ, ଚାଇଲ୍ଡ ଲାଇନ ୧୦୯୮ ଓ ଆଶୀର୍ବାଦ ଯୋଜନା ଉପରେ ଉପସ୍ଥିତ ଶିଶୁ ଏବଂ ଜୁବତୀ ମାନଙ୍କୁ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ଗ୍ରାମର ବହୁ ଶିଶୁ ଏବଂ ଜୁବତୀ ମାନେ ଯୋଗଦେଇଥିଲେ । ଗାୟତ୍ରୀ ବହିଦାର ଧନ୍ୟବାଦ ଦେଇଥିଲେ ।