-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
18-Jul-2021
ଲୋଇସିଂହା, (ବିନୋଦ କୁମାର ଦୀପ): ଲୋଇସିଂହା ବ୍ଳକ୍ ଯୋଗିସର୍ଡl ପନ୍ଚାୟତ ଆଗଲାପାଲି ଖେଳପଡିଆ ଠାରେ ଶୁକ୍ରବାର ଏକଦିବସିୟ ଅଗଲାପାଲି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଟୁର୍ଣ୍ଣାମେଣ୍ଟରେ ସାତଟି ଦଳ ଯଥାକ୍ରମେ ଅଗଲାପାଲି, କୁମୁଣ୍ଡେ, ଭାଲିଆମୁଣ୍ଡା, ଲୁହୁରାପାଲି, କର୍ଲିପାଟ, ଗୁର୍ଜିଭଟା ଓ ଛେଲବାହାଲ ଦଳ ଯୋଗ ଦେଇଥିଲେ । ଫାଇନାଲ ମ୍ୟାଚ୍ କର୍ଲିପାଟ ଓ ଅଗଲାପାଲି ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । କର୍ଲିପାଟ ଦଳ ବିଜୟୀ ହୋଇଥିଲେ। ଯୁବ ସମାଜସେବୀ ରିଲୁ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଖେଲାଳି ମାନଙ୍କୁ ଉତ୍ସାହିତ କରିବା ସହିତ ପୁରସ୍କାର ବିତରଣ କରିଥିଲେ । ରଂଜିତ, କଳିଙ୍ଗ, ଧଂଜୟ , ଅନିଲ ଅବିନାଶ, ଲିପୁ ,ଜତିନ, ସାନନ୍ଦ, ଜଗା ,ବବୁଲୁ ,ଇନ୍ଦ୍ର ,ଯୋଗୀ ଏବଂ ଟିମ କୋଚ ପ୍ରକାଶ ଭୋଇ ସହଯୋଗ କରିଥିଲେ l