-+91-9937148622 |

prerana_bgr@rediffmail.com |

  Saturday 10th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଇକୋ କ୍ଲବ୍ ପକ୍ଷରୁ ୭୨ ତମ ବିଶ୍ଵ ବନ୍ୟପ୍ରାଣୀ ସପ୍ତାହ ପାଳିତ   (10-Oct-2026)       ||      ଟିଟଲାଗଡ ବ୍ଲକ ସିଲୁଆଁ ଗ୍ରାମ୍ ବାସିନ୍ଦା ତିନି ମାସ ହେଲାଣି ପାଇ ନାହାନ୍ତି ପିଇବା ପାଣି ? ଶେଷରେ ଗ୍ରାମବାସୀ ନିଜେ କରୁଛନ୍ତି ବ୍ୟବସ୍ଥା    (10-Oct-2026)       ||      ଟିଟଲାଗଡ ବ୍ଲକ ସିଲୁଆଁ ଗ୍ରାମ୍ ବାସିନ୍ଦା ତିନି ମାସ ହେଲାଣି ପାଇ ନାହାନ୍ତି ପିଇବା ପାଣି ? ଶେଷରେ ଗ୍ରାମବାସୀ ନିଜେ କରୁଛନ୍ତି ବ୍ୟବସ୍ଥା    (10-Oct-2026)       ||      ଦେଓଗାଁ ଡିଗ୍ରୀ କଲେଜରେ ‘ନିଶାମୁକ୍ତ ଯୁବା, ବିକଶିତ ଭାରତ’ ଅଭିଯାନ ଅନ୍ତର୍ଗତ ଯୁବ ସଂବାଦ ମେଳା ଅନୁଷ୍ଠିତ   (10-Oct-2026)       ||      ଦେଓଗାଁ ଡିଗ୍ରୀ କଲେଜରେ ‘ନିଶାମୁକ୍ତ ଯୁବା, ବିକଶିତ ଭାରତ’ ଅଭିଯାନ ଅନ୍ତର୍ଗତ ଯୁବ ସଂବାଦ ମେଳା ଅନୁଷ୍ଠିତ   (10-Oct-2026)       ||      ସମିତି ସଭ୍ୟ ଅଚ୍ୟୁତାନନ୍ଦ ନାୟକ ହତ୍ୟାକୁ ମାସେ ପୁରିଲା ପୁଲିସ ହାତ ଖାଲି    (10-Oct-2026)       ||      ପିଏମ୍ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବରଗଡ଼ରେ ‘ଜୁଭେଣ୍ଟିକା’ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ   (09-Oct-2026)       ||      ଛାତ୍ର ସଂସଦ ନିର୍ବାଚନ: ସରିଲା ନାମାଙ୍କନ♦️ କଣ୍ଟାମାଳ କଲେଜ ରୁ ୧୮ଜଣ କଲେ ନାମାଙ୍କନ ୫ଜଣ ନିର୍ଦ୍ୱନ୍ଦ୍ୱ ରେ ନିର୍ବାଚିତ, ଜଣଙ୍କ ପ୍ରାର୍ଥୀପତ୍ର ନାକଚ    (09-Oct-2026)       ||      ବାଦ୍ ପଡ଼ିଥିବା ଏବଂ ପ୍ରଥମ ଥର/ଯୁବ ଭୋଟରଙ୍କ ନାମ ପଞ୍ଜୀକରଣ ପାଇଁ ସ୍ୱତନ୍ତ୍ର ଅଭିଯାନ   (09-Oct-2026)       ||      ବରଗଡ଼ର ଇତିହାସ, ସଂସ୍କୃତି ଓ ପ୍ରତ୍ନତତ୍ତ୍ୱର ଦଲିଲୀକରଣ ପାଇଁ ଜାତୀୟ ଆଲୋଚନାଚକ୍ର   (09-Oct-2026)       ||      ସାମାଜିକ ଗଣମାଧ୍ୟମରେ ଉଦୀୟମାନ ଧାରା ଉପରେ ପ୍ରଥମ ଅଧିବେଶନ - ସରକାରୀ ସଂଚାରରେ ନୂତନ ପ୍ରଯୁକ୍ତି, ତଥ୍ୟର ସତ୍ୟତା ଓ ଜନସହଭାଗିତା ଉପରେ ଗୁରୁତ୍ୱ   (09-Oct-2026)       ||      ୭୧ତମ ରାଜ୍ୟ ପୁଲିସ ବୃତ୍ତିଗତ ପ୍ରତିଯୋଗିତା ଉଦ୍‌ଯାପିତ   (09-Oct-2026)       ||      ଓଡ଼ିଶା ସୂଚନା ସେବା (OIS) ଅଧିକାରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ: ସୋସିଆଲ ମିଡିଆ ଟ୍ରେଣ୍ଡ ଏବଂ AI-ଆଧାରିତ ସଂଚାର ଉପରେ ଆଲୋଚନା   (09-Oct-2026)       ||      *ଝରୀଗୁଡା ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା: ଗଛରେ ପିଟିଲା ଅଲଟୋ କାର୍, ସ୍ୱାମୀ-ସ୍ତ୍ରୀ ମୃତ*   (09-Oct-2026)       ||      ସୁଦୀପ କୁମାର ତ୍ରିପାଠୀ♦️ ମାନବିକତାର ଜ୍ୱଳନ୍ତ ଉଦାହରଣ - ୩୨ ଦିନର ଶିଶୁକୁ ରକ୍ତ ଦେଇ ଜୀବନ ବଞ୍ଚାଇଲେ    (09-Oct-2026)       ||      ସିରୋଲ କ୍ଲଷ୍ଟରରେ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ଅନୁଷ୍ଠିତ   (09-Oct-2026)       ||      ବିଜେପୁର ଆଞ୍ଚଳିକ ସାଧନ କେନ୍ଦ୍ରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୬ କାର୍ଯ୍ୟକ୍ରମ ଅନୁଷ୍ଠିତ    (09-Oct-2026)       ||      ବଲାଙ୍ଗୀର ବନଖଣ୍ଡରେ ୭୨ତମ ବନ୍ୟପ୍ରାଣୀ ସପ୍ତାହ ଉଦ୍‌ଯାପିତ   (09-Oct-2026)       ||      *ଦରଖାସ୍ତ ନଦେଇ ଫେରିଗଲେ ମହିଳାମାନେ, ଅବକାରୀ ଥାନା ରେ ପଡ଼ିଛି ତାଲା !*   (09-Oct-2026)       ||      ତୁଷୁରା କ୍ଲଷ୍ଟର ସ୍ତରୀୟ ଚତୁର୍ଥ ମାସିକ ବୈଠକ ଅନୁଷ୍ଠିତ   (09-Oct-2026)       ||     

HOME   ଜିଲ୍ଲା

ଭିଲେଜର୍ସ ଇଣ୍ଡିଆ ପାର୍ଟିର ସ୍ଥାପନା ଦିବସ ପାଳନ ଅବସରରେ ବଲାଙ୍ଗିର ଏବଂ  ଓଡିଶାର ପେଣ୍ଡିଙ୍ଗ ପ୍ରକଳ୍ପର କାର୍ଯ୍ୟକ୍ଷମ ପାଇଁ ଓଡିଶା ଗାନ୍ଧୀ ପଦଯାତ୍ରା

15-Jul-2021



ବଲାଙ୍ଗିର(ପ୍ରେରଣା ଖବର)ଆଜି ଭିଲେଜର୍ସ ଇଣ୍ଡିଆ ପାର୍ଟି ଦ୍ୱାରା ପଞ୍ଚମ ସ୍ଥାପନା ଦିବସ ବଲାଙ୍ଗିର ସ୍ଥିତ ଯାଦବ ଭବନରେ ପାଳନ କରାଯାଇଛି । ପାର୍ଟିର ଅଧ୍ୟକ୍ଷ ଡ. ବିପିନ କୁଶୁଲିଆ ଙ୍କ ସହ ଭିଆଇପି କୋଷାଧ୍ୟକ୍ଷ ଶ୍ରୀ ଅନନ୍ତ ସିଂ ବନ୍ଦକି, ରାଜ୍ୟ ସଚିବ, ବିଜୟାରାଜ ମିଶ୍ର, ରାଜ୍ୟ ସଚିବ କୁମାରୀ ଭୋଇ, ରାଜ୍ୟ ଅତିରିକ୍ତ ସଚିବ ତିଫାନ ନନ୍ଦ ଏବଂ ବିଶ୍ୱାମିତ୍ର କୁଶୁଲିଆ ରାଜ୍ୟ ସଚିବ ରାତୁ କାଲସାଏ, ଙ୍କ ସହ ଶତାଧିକ ଭିଲେଜର୍ସ ଇଣ୍ଡିଆ ପାର୍ଟି କାର୍ଯ୍ୟକର୍ତା ଜିଲ୍ଲା ଏବଂ ବ୍ଲକ ଅଧ୍ୟକ୍ଷ ବିଭିନ୍ନ ପ୍ରକୋଷ୍ଠ ଅଧ୍ୟକ୍ଷ ଉପସ୍ଥିତ ରହି ସ୍ଥାପନା ଦିବସ ପାଳନ କରିଛନ୍ତି । 
 ଡ. କୁଶୁଲିଆ କହିଛନ୍ତି - ବଲାଙ୍ଗିର ସହର ୧୪ଗୋଟି ବ୍ଲକ ତଥା ଓଡିଶା ୩୦ଗୋଟି ଜିଲ୍ଲାର ବନ୍ଦ ପଡିଥିବା ତଥା ପେଣ୍ଡିଙ୍ଗ ପ୍ରାୟ ୩୦୦ ଅସହାୟ କୃଷି ଭିତିକ ଶିଳ୍ପ, ଶୀତଳ ଭଣ୍ଡାର ଯେପରି ବଲାଙ୍ଗିର ବିଜୟାନନ୍ଦ ଚିନିକଳ, ସୁବର୍ଣ୍ଣପୁର, ବରଗଡ ସୁତା କଳ, କେସିଙ୍ଗା କଟନ ଫ୍ୟାକଟେରୀ ଏବଂ ଚିନିକଳ, ବରଗଡ ସୁତାକଳ, ଆସ୍କା ଓ ତ୍ରିତୋଳ ଚିନିକଳ, କଳିଙ୍ଗ ଇସ୍ପାତ କାରଖାନା, ବ୍ରଜରାଜ ନଗର କାଗଜ କାରଖାନା ସହ ୩୦୦ କୃଷି ଭିତିକ କୁଟୀର ଗ୍ରାମ୍ୟ ଶିଳ୍ପଆଦି ବନ୍ଦ ପଡିରହିଛି । ଗାନ୍ଧିଜୀ ଏବଂ ନେହରୁଜୀଙ୍କ ପ୍ରେରଣାରେ ଓଡିଶାରେ ବିଜୁ ପଟ୍ଟନାୟକଜୀ କୃଷି ଭିତିକ ଶିଳ୍ପ ମୁଖ୍ୟତଃ ସ୍ଥାପନ କରି କୃଷି କ୍ଷେତ୍ରରେ ଉତ୍ପାଦନ ଏବଂ ଯୁବକ ମାନଙ୍କୁ ରୋଜଗାର ଦେବା ପାଇଁ କୃଷି ଭିତିକ ଶିଳ୍ପ ଆରମ୍ଭ କରିଥିଲେ, କିନ୍ତୁ ତାହା ବର୍ତମାନ ନବୀନ ସରକାର ଦ୍ୱାରା  ୍ମାନ ନ ଦେବା ଯୋଗୁଁ  ଦାଦାନ, ଦାରିଦ୍ରତା, ବେରୋଜଗାରୀ, ଏବଂ ପଳାୟନ ତଥା ଗ୍ରାମ୍ୟ ଏବଂ କୃଷି ଆର୍ଥିକ ଅବସ୍ଥା ଭାଙ୍ଗି ପଡିଛି । ବଲାଙ୍ଗିର ଜିଲ୍ଲାରେ ହାଇକୋର୍ଟ ବେଂଚ ର ପୁନଃ ସ୍ଥାପନା ଏବଂ ବଲାଙ୍ଗିର ସହରର  ବାଇପାସ୍‌, ରୋଡ, ରିଙ୍ଗ ରୋଡ, କରଙ୍ଗା କଟାଁ ମହାରାନୀ ସାଗର ସହ ୭୦ ଗୋଟି ପୁରାତନ ପୋଖରୀର  ମାଟିକାମ ଓ ସଫେଇ ବୃକ୍ଷ ଗୁଡିକର ରକ୍ଷଣାବେକ୍ଷଣ, ନାଳ ନର୍ଦ୍ଦମା, କଚରା ସଫାଇ, ପିଇବା ନଳ ପାଣି ସୁବିଧା, ପାର୍କିଂ ବ୍ୟବସ୍ଥା, ଗରିବ ଭୂମିହୀନମାନଙ୍କୁ ଯାଗା ମିଶନ, ବସୁନ୍ଧରା, ଜଙ୍ଗଲ ଜମିନ୍ ଅଧିକାର ପଟ୍ଟା ସହ ଆବାସ ସୁବିଧା, ଅପହଂଚ ପିଇବା ପାଣି ସୁବିଧା, ସାର୍ବଜନିକ ସୁଲଭ ଶୌଚାଳୟ, ପାଇଖାନା, ଅମୃତଧାରା ପିଇବା ପାଣି ଯୋଜନା, ପ୍ରବେଶ ବନ୍ଦ ହେବାକୁ ଥିବା ଓଡିଶାର ୧୪ଗୋଟି ସରକାରୀ ବି.ଏଡ ମହାବିଦ୍ୟାଳୟ ତଥା କମ ଛାତ୍ର ଛାତ୍ରୀ ଥିବ ୧୪୫୦୦ ପ୍ରାଥମିକ ବିଦ୍ୟାଳରେ ପ୍ରବେଶ ଓଡିଶା ଉଚ୍ଚ ନ୍ୟାୟଳୟ ଆଦେଶ ମାନି ବଲାଙ୍ଗିର ଠାରେ କେନ୍ଦ୍ରିୟ ଆଦର୍ଶ ମହାବିଦ୍ୟାଳୟ, କୃଷି ବିଶ୍ୱବିଦ୍ୟାଳୟ, ଇଞ୍ଜିନିୟରିଂ ମହାବିଦ୍ୟାଳୟ, ବଲାଙ୍ଗିର ମ୍ୟୁନିିସିପାଲ କର୍ପୋରେସନ ତଥା ସ୍ମାର୍ଟ ସିଟି, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ଇଣ୍ଡୋର ଷ୍ଟାଡିୟମ, ବିଜ୍ଞାନ ପାର୍କ ସରକାରୀ ସିଭିଲ ସେବା ପ୍ରତିଯୋଗୀ ପରୀକ୍ଷା କୋଂଚି କେନ୍ଦ୍ର ସହ ରାଜେନ୍ଦ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରିୟ ସ୍କିଲ ଡେଭଲେପମେଂଟ ବିଶ୍ୱବିଦ୍ୟାଳୟ, ବିଡି କାରଖାନା, ସୁତା କଳ, କଟନ ଜେନିଂ କେନ୍ଦ୍ର, ମହୁଲ ମଦ ବୋଟଲିଙ୍ଗ କାରଖାନା ସହ ମହୁଲ ଏବଂ ଟୋଲ ଏବଂ କେନ୍ଦୁ ପତ୍ର ଠାରୁ ଜିଏସଟି ହଟାଇ ଏମଏସପି ଲାଗୁ କରାଇବା, ସୋନଗଡ ଏବଂ ତେଲ ନଦୀ ବ୍ୟାରେଜ, ଅପରଲାନ୍ଥ ନଦୀବନ୍ଧ, ସିଙ୍ଗଡୋଲ ଠାରେ ଦ୍ୱିତୀୟ ହିରାକୁଦ ନଦୀବନ୍ଧ ଯୋଜନା,  ଡବ୍ଲୁଓଡିସି ଏବଂ କେବିକେ ମିଶ୍ରଣରେ ପଶ୍ଚିମ ଓଡିଶା ସ୍ୱୟଂ ଚାଳିତ ବିକାଶ ପରିଷଦ, ବଲାଙ୍ଗିର-ଖୋର୍ଦ୍ଧା ମୁଖ୍ୟ କାର୍ଯୟାଳୟ ବଲାଙ୍ଗିର ଠାରେ ହେବା, ପାଟଣାଗଡ-ସୋନପୁର ଏବଂ ବୌଦ୍ଧ-‘ୁଲବାଣୀ ରେ ରେଳ ଯୋଗାଯୋଗ, ପ୍ରତ୍ୟେକ ଜିଲ୍ଲାରେ ପ୍ରତିଯୋଗୀ ପରୀକ୍ଷା କେନ୍ଦ୍ର, ବଲାଙ୍ଗିର ଏବଂ ତାଲଚେର ଠାରେ ୨ଗୋଟି ଇସ୍ପାତ କାରଖାନା ସ୍ଥାପନା, ଓଡିଶାକୁ ବିଶେଷ ଆର୍ଥିକ ଦର୍ଜା, କେବିକେ ଯୋଜନାର ପୁନଃ ଆରମ୍ଭ, କୋଇଲା ରୋୟାଲଟି ର ବୃଦ୍ଧି, ଏସ.ସି/ଏସ.ଟି ଛାତ୍ର ଛାତ୍ରୀମାନଙ୍କର ୨୨୦ କୋଟି ଟଙ୍କା ଛାତ୍ର ବୃତି କେନ୍ଦ୍ର ସରକାର ଦ୍ୱାରା ପୁନଃ ଆରମ୍ଭ ଦାବି, ଛତିଶ ଗଡ ପରି  ଓଡିଶାରେ ଏସ.ସି/ଏସ.ଟିଙ୍କୁ ଛାତ୍ରବୃତି ବୃଦ୍ଧି, ବଲାଙ୍ଗିର ସହରରେ ଗରିବ ଭୁମିହୀନ ବିସ୍ତାପିତ ମାନଙ୍କୁ ଅତିଶୀଘ୍ର  ଯାଗା ମିଶନ ପଟ୍ଟା ଏବଂ ଆବାସ ସୁବିଧା ଦେଇ ରିସେଟେଲମେଂଟ । ଟିଟିଲାଗଡ, କଂଟାବାଞ୍ଜି, ବଲାଙ୍ଗିର ଏବଂ ପାଟଣାଗଡ ରେ ନିର୍ମିତ ହେଉଥିବା ଅନ୍ୱେଷା ହଷ୍ଟେଲର କାର୍ଯ୍ୟକ୍ଷମ, ୧୯ଗୋଟି ଜଗଜୀବନ ରାମ ହଷ୍ଟେଲର କାର୍ଯ୍ୟକ୍ଷମ, ଏସ.ସି/ଏସ.ଟି/ ଓବିସି/ ସାଧାରଣ ବର୍ଗ ଗରିବମାନଙ୍କୁ ଆରକ୍ଷଣ ଦେବା, ଲୋୟର ସୁକତେଲ ବିସ୍ତାପିତ ମାନଙ୍କୁ ଅତିଶୀଘ୍ର ପଟ୍ଟା ଏବଂ କମ୍ପେନସେସନ ଦେଇ ରିସେଟଲ କରାଇବା । ମହାନଦୀ ରେ ଛତିଶଗଡ ଦ୍ୱାରା ନିର୍ମିତ ୨୫୦ ନଦୀବନ୍ଧ ବ୍ୟାରେଜ ଠାରୁ ଓଡିଶାର କୃଷକଙ୍କୁ ପାଣି ଯୋଗାଇବା, ଆନ୍ଧ୍ରର ପୋଲାବରମ ଡ୍ୟାମରୁ କୋରାପୁଟ କୃଷକ ମାନଙ୍କୁ ପାଣି ଯୋଗାଇବା ବଲାଙ୍ଗିର ଜିଲ୍ଲାରେ ଖାଲି ପଡିଥିବା ରାଜସ୍ୱ ଆରଆଇ ଅମିନ ପଦବୀରେ ନିଯୁକ୍ତି, ଗ୍ରାମ୍ୟ ଜିଆରଏସ ଖାଲି ପଦବୀ ର ନିଯୁକ୍ତି ଆଦି ଦାବି ଗୁଡିକ ଭିଲେଜର୍ସ ଇଣ୍ଡିଆ ପାର୍ଟି ଦ୍ୱାରା ଆସନ୍ତା ୧୯, ଜୁଲାଇ ୨୦୨୧ ଠାରୁ ସମଗ୍ର ଓଡିଶା ଗାନ୍ଧୀ ପଦଯାତ୍ରା ସହ ମୁଖ୍ୟମନ୍ତ୍ରୀ ନବୀନ 


News Comment




Photo in News

Advertisment
Lastest News
  ଜିଲ୍ଲା  
ଇକୋ କ୍ଲବ୍ ପକ୍ଷରୁ ୭୨ ତମ ବିଶ୍ଵ ବନ୍ୟପ୍ରାଣୀ ସପ୍ତାହ ପାଳିତ   10-Oct-2026
  ଜିଲ୍ଲା  
ଟିଟଲାଗଡ ବ୍ଲକ ସିଲୁଆଁ ଗ୍ରାମ୍ ବାସିନ୍ଦା ତିନି ମାସ ହେଲାଣି ପାଇ ନାହାନ୍ତି ପିଇବା ପାଣି ? ଶେଷରେ ଗ୍ରାମବାସୀ ନିଜେ କରୁଛନ୍ତି ବ୍ୟବସ୍ଥା   10-Oct-2026
  ଜିଲ୍ଲା  
ଟିଟଲାଗଡ ବ୍ଲକ ସିଲୁଆଁ ଗ୍ରାମ୍ ବାସିନ୍ଦା ତିନି ମାସ ହେଲାଣି ପାଇ ନାହାନ୍ତି ପିଇବା ପାଣି ? ଶେଷରେ ଗ୍ରାମବାସୀ ନିଜେ କରୁଛନ୍ତି ବ୍ୟବସ୍ଥା   10-Oct-2026
  ଜିଲ୍ଲା  
ଦେଓଗାଁ ଡିଗ୍ରୀ କଲେଜରେ ‘ନିଶାମୁକ୍ତ ଯୁବା, ବିକଶିତ ଭାରତ’ ଅଭିଯାନ ଅନ୍ତର୍ଗତ ଯୁବ ସଂବାଦ ମେଳା ଅନୁଷ୍ଠିତ   10-Oct-2026
  ଜିଲ୍ଲା  
ଦେଓଗାଁ ଡିଗ୍ରୀ କଲେଜରେ ‘ନିଶାମୁକ୍ତ ଯୁବା, ବିକଶିତ ଭାରତ’ ଅଭିଯାନ ଅନ୍ତର୍ଗତ ଯୁବ ସଂବାଦ ମେଳା ଅନୁଷ୍ଠିତ   10-Oct-2026
  ଜିଲ୍ଲା  
ସମିତି ସଭ୍ୟ ଅଚ୍ୟୁତାନନ୍ଦ ନାୟକ ହତ୍ୟାକୁ ମାସେ ପୁରିଲା ପୁଲିସ ହାତ ଖାଲି   10-Oct-2026
  ଜିଲ୍ଲା  
ପିଏମ୍ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବରଗଡ଼ରେ ‘ଜୁଭେଣ୍ଟିକା’ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ   09-Oct-2026
  ଜିଲ୍ଲା  
ଛାତ୍ର ସଂସଦ ନିର୍ବାଚନ: ସରିଲା ନାମାଙ୍କନ♦️ କଣ୍ଟାମାଳ କଲେଜ ରୁ ୧୮ଜଣ କଲେ ନାମାଙ୍କନ ୫ଜଣ ନିର୍ଦ୍ୱନ୍ଦ୍ୱ ରେ ନିର୍ବାଚିତ, ଜଣଙ୍କ ପ୍ରାର୍ଥୀପତ୍ର ନାକଚ   09-Oct-2026
  ରାଜ୍ୟ  
ବାଦ୍ ପଡ଼ିଥିବା ଏବଂ ପ୍ରଥମ ଥର/ଯୁବ ଭୋଟରଙ୍କ ନାମ ପଞ୍ଜୀକରଣ ପାଇଁ ସ୍ୱତନ୍ତ୍ର ଅଭିଯାନ   09-Oct-2026
  ଜିଲ୍ଲା  
ବରଗଡ଼ର ଇତିହାସ, ସଂସ୍କୃତି ଓ ପ୍ରତ୍ନତତ୍ତ୍ୱର ଦଲିଲୀକରଣ ପାଇଁ ଜାତୀୟ ଆଲୋଚନାଚକ୍ର   09-Oct-2026
  ଜିଲ୍ଲା  
ସାମାଜିକ ଗଣମାଧ୍ୟମରେ ଉଦୀୟମାନ ଧାରା ଉପରେ ପ୍ରଥମ ଅଧିବେଶନ - ସରକାରୀ ସଂଚାରରେ ନୂତନ ପ୍ରଯୁକ୍ତି, ତଥ୍ୟର ସତ୍ୟତା ଓ ଜନସହଭାଗିତା ଉପରେ ଗୁରୁତ୍ୱ   09-Oct-2026
  ଜିଲ୍ଲା  
୭୧ତମ ରାଜ୍ୟ ପୁଲିସ ବୃତ୍ତିଗତ ପ୍ରତିଯୋଗିତା ଉଦ୍‌ଯାପିତ   09-Oct-2026

You Might Also Like