-+91-9937148622 |
prerana_bgr@rediffmail.com |
Saturday 7th March 2026 |
R.N.I. Regd No. ODIODI/2010/46693
Breaking News
27-Oct-2020
ଅନୁଗୁଳ - ବିଷାକ୍ତ ମଦ ପିଇ 4 ଜଣ ମୃତ୍ୟୁ ହେବା ଘଟଣା । ବେଆଇନ ଭାବେ ମଦ ପ୍ରସ୍ତୁତ କରି ପିଇବାକୁ ଦେଇଥିବା ଦୁଇଜଣଙ୍କୁ ଚିହ୍ନଟ କଲା ପୁରୁଣାକୋଟ ପୋଲିସ । ମୁଖ୍ୟ ଅଭିଯୁକ୍ତ କାଳିଆ ଦେହୁରୀଙ୍କୁ ପୋଲିସ ଗିରଫ କରିଛି । ଅନ୍ୟ ଅଭିଯୁକ୍ତ ବସନ୍ତ ଦେହୁରୀ ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି।