-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
26-Oct-2020
ମାଲକାନଗିରି(ପ୍ରେରଣା ଖବାର)ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳର ଯୋଡ଼ାଆମ୍ବ ଥାନା ଅନ୍ତର୍ଗତ ଗୋରାସେତୁ, ବେଜିଂ, ମୁକଡୀପାଲି ଆଦି ସ୍ଥାନରେ ଏସ ଓ ଜି ଓ ବିଏସଏଫ ଯବାନଙ୍କ ମିଳିତ ସର୍ଚ୍ଚ ଅପରେସନ ବେଳେ ଜଙ୍ଗଲ ମଧ୍ୟରେ ବ୍ୟପକ ମାଓ ସାମଗ୍ରୀ ଓ ଅସ୍ତ୍ରଶସ୍ତ୍ର ଥିବା ଜଣା ପଡିଥିଲା । ଘଟଣା ସ୍ଥଳରେ ଅଧିକ ଖୋଜାଖୋଜି କରିବାରୁ ଗୋଟିଏ ହାତ ତିଆରି ବନ୍ଧୁକ, ଡିଟୋନେଟର, ବାରୁଦ ସହ ଅନେକ ମାଓ ସାମଗ୍ରୀ ଜବତ ହୋଇଥିଲା । ଏହି ସବୁ ସାମଗ୍ରୀ କୌଣସି ଏକ ବଡ଼ ଧରଣର ଅଘଟଣ ଘଟାଇବା ପାଇଁ ମାଓବାଦୀ ମାନେ ଲୁଚାଇ ରଖିଥିବା ଅନୁମାନ କରଯାଉଛି !