-+91-9937148622 |
prerana_bgr@rediffmail.com |
Wednesday 24th June 2026 |
R.N.I. Regd No. ODIODI/2010/46693
Breaking News
03-Jun-2021
କାଲିମେଳା,(ପ୍ରେରଣା ଖବର) : ଆନ୍ଧ୍ରକୁ ବେଆଇନ ଭାବରେ ଶ୍ରମିକ ଚାଲାଣ କରିବା ମାମଲାରେ ଆଜି କାଲିମେଳା ପୁଲିସ ଦୁଇ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଦୁଇ ଅଭିଯୁକ୍ତ ହେଲେ ଭେଜାଙ୍ଗିୱାଡ଼ା ଅଞ୍ଚଳର ଅଭିମନ୍ୟୁ ମଣ୍ଡଳଙ୍କ ପୁଅ ଅଜିତ ମଣ୍ଡଳ ଓ ଆନ୍ଧ୍ରପ୍ରଦେଶ ସିଲେରୁ ଥାନା ଅନ୍ତର୍ଗତ ଦାରାକୋଣ୍ଡା ଗ୍ରାମର ଟି.କ୍ରୀଷ୍ଣା ଦୋରା । ପୂର୍ବରୁ କାଲିମେଳା ପୁଲିସ ଭେଜାଙ୍ଗିୱାଡ଼ା ଗ୍ରାମର ରାମଚନ୍ଦ୍ର ପାତ୍ରଙ୍କ ପୁଅ ଦେବରାଜ ପାତ୍ର ।