-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
02-Jun-2021
କଣ୍ଟାବାଞ୍ଜି,( ଆନନ୍ଦ ମୋଟେ): କମେଡିଆନ ଡୋଲୁଙ୍କ ବିୟୋଗରେ ରୁକୁ ସୁନା ଅଫିସିଏଲ ପ୍ରଡକସନ ପକ୍ଷରୁ ଏକ ଭର୍ଦୁଆଲ ଶୋକସଭା ଅନୁଷ୍ଠିତ ହୋଇଛି। ଏଥିରେ ପ୍ରକଡସନର ମୁଖ୍ୟ ରୁକୁ ସୁନା ସମେତ ଅନ୍ୟମାନେ ଯୋଗଦେଇ ଡୋଲୁ ଖୁବ କମ ଦିନରେ ଅଧିକ ଲୋକପ୍ରିୟତା ହାସଲ କରିଥିଲେ ବୋଲି କହିଥିଲେ। ଏହି ଶୋକସଭାରେ ଅନ୍ୟମାନଙ୍କ ମଧ୍ୟରେ ମ୍ୟାନେଜର ଲକ୍ଷ୍ମଣ ନନ୍ଦ, ପ୍ରକଡକସନ ମ୍ୟାନେଜର ଜଗମୋହନ ତାଣ୍ଡି, ଗୀତିକାର ଶୋଭିତ ତାଣ୍ଡି, ଅରବିନ୍ଦ ତାଣ୍ଡି ସମେତ ଅନ୍ୟମାନେ ଯୋଗଦେଇଥିଲେ ।