-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||      ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||     

HOME   ଜିଲ୍ଲା

ଦୀର୍ଘ ଦିନ ର ପ୍ରତୀକ୍ଷା ପରେ ନିର୍ମାଣ ଧୀନ ରେଳ ଓଭର ବ୍ରିଜ ସାଧାରଣ ଙ୍କୁ କେତେ ସହାୟକ ହେବ ସେ ନେଇ ପ୍ରଶ୍ନବାଚୀ ?

04-Apr-2021



ଟିଟିଲାଗଡ଼ (ପ୍ରେରଣା ଖବର) :ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ ରେଳ ଜଙ୍କସନ ରୁ ଭାରତ ର ପ୍ରତ୍ୟେକ ସ୍ଥାନକୁ ଯିବା ପାଇଁ ସୁବିଧା ଥିବା ରୁ ଅନେକ ଗୁଡିଏ ରେଳ ଚଳାଚଳ କରୁଥିବା ବେଳେ ଟିଟିଲାଗଡ ର ହାଟପଦା ବଜାର ନିକଟରେ ଏକ ରେଳ ଫାଟକ ରହିବା ଓ ସଦା ବନ୍ଦ ରହିବା ଯୋଗୁଁ ସାଧାରଣ ଅସୁବିଧା ର ଶିକାର ହେଉଥିଲେ । ଏପରି କି ଆମ୍ବୁଲାନ୍ସ ରୁ ଅନ୍ୟ ସମସ୍ତ ପ୍ରକାର ଜାନ ବାହାନ ଅଟକି ରହି ରୋଗୀ ଙ୍କ ଜୀବନ ଚାଲିଯାଉଥିବା ଓ ବିଭିନ୍ନ ଜାନ ବାହାନ ରେ ସନ୍ତାନ ପ୍ରସବ ପରି ଘଟଣା ଯୋଗୁଁ ରେଳ ଓଭର ବ୍ରିଜ ନିତାନ୍ତ ଜରୁରୀ ହୋଇପଡିଥିଲା । ଦୀର୍ଘ ବର୍ଷ ଧରି ଏହି ଓଭର ବ୍ରିଜ କାର୍ଯ୍ୟକାରିତା ନେଇ ସାଧାରଣ ଅପେକ୍ଷା ରେ ଥିଲେ, ହେଲେ ଏହି ବ୍ରିଜ ନିର୍ମାଣ ଚାଲିବା ମଧ୍ୟରେ ସହର ମଧ୍ୟଭାଗରେ ଏକ ରେଳ ଅଣ୍ଡରବ୍ରିଜ ବା ଭୂତଳ ପୋଲ ନିର୍ମାଣ କରାଯାଇଥିଲା । ଉକ୍ତ ବ୍ରିଜ ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ରେଳ ଫାଟକ ଉପରେ ଆଉ ସାଧାରଣ ନିର୍ଭର ନ କରିବା ଦେଖାଯାଇଛି । ଯାହାକି ସ୍ୱଳ୍ପ ସମୟରେ ନିର୍ମାଣ ହୋଇପାରିଥିଲା । ଏଣୁ ଉକ୍ତ ରେଳ ଓଭର ବ୍ରିଜ ର ଆଉ ବିଶେଷ ଜରୁରୀ ନ ଥିବା ଓ ତାହା କାର୍ଯ୍ୟକ୍ଷମ ହେଲେ ଯେଉଁ ସୁବିଧା ମିଳିବା ସାଧାରଣ ଆଶା କରିଥିଲେ ତାହା କାର୍ଯ୍ୟକାରିତା ହୋଇ ନ ପାରିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ଇତି ମଧ୍ୟରେ ଉକ୍ତ ନିର୍ମାଣ କାର୍ଯ୍ୟ ସମ୍ପାଦନ ହୋଇସାରିଥିବା ବ୍ରିଜ କୁ ଉଦଘାଟନ କରାଯିବା ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି । ପରିତାପର ବିଷୟ ଏହା ଯେ ଉକ୍ତ ଓଭର ବ୍ରିଜ କାର୍ଯ୍ୟକାରୀ ହେଲେ ଟିଟିଲାଗଡ ଡିଏଭି ମହା ବିଦ୍ୟାଳୟ ଠାରୁ  ଟିଟିଲାଗଡ ଥାନା ପର୍ଯ୍ୟନ୍ତ ଚଳା, ଚଳ ହେବ । ସହର ମଧ୍ୟରେ ଏହି ବ୍ରିଜ ଶେଷ ହେଉଥିବା ବେଳେ ଟ୍ରାଫିକ ସମସ୍ୟା ଅସମ୍ଭାଳ ହୋଇ ପଡିବ । ସହର ବାହାର ବା ଶେଷ ମୁଣ୍ଡ ପର୍ଯ୍ୟନ୍ତ ଏହି ବ୍ରିଜ ନିର୍ମାଣ ହୋଇଥିଲେ ସହର ରେ ଟ୍ରାଫିକ ବ୍ୟବସ୍ଥା ସୃଷ୍ଟି ହେବା ସମ୍ଭାବନା କୁ ଏଡାଇ ଦିଆଯାଇଥାନ୍ତା । ସେହିପରି ପୁନଃ ସମ୍ପ୍ରସାରଣ ତଥା ବାଇପାସ ବ୍ୟବସ୍ଥା କରା ନ ଯାଏ ତେବେ ଟ୍ରାଫିକ ଅବ୍ୟବସ୍ଥା ଲାଗି ରହିବା ସାର ହେବ ।

ଉକ୍ତ ସମୟରେ ଏହି ରେଳ ଫାଟକ କୁ ଦୃଷ୍ଟି ରେ ରଖି ଏହି ନିର୍ମାଣ କରାଯାଇଥିବା ବ୍ରିଜ ର ସମ୍ପ୍ରସାରଣ ଆବଶ୍ୟକ ବୋଲି ସାଧାରଣରେ ଆଲୋଚନା ହେଉଛି । ଏ ନେଇ ବିଭାଗୀୟ ଶାସନ ସଚିବ ଉପଯୁକ୍ତ ବ୍ୟବସ୍ଥା ଗ୍ରହଣ କରିବା କୁ ଦାବି ହେଉଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   25-Sep-2026
  ଜିଲ୍ଲା  
ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   25-Sep-2026
  ଜିଲ୍ଲା  
ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   25-Sep-2026
  ଜିଲ୍ଲା  
*ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   25-Sep-2026
  ଜିଲ୍ଲା  
ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   25-Sep-2026
  ଜିଲ୍ଲା  
ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   25-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   25-Sep-2026
  ଜିଲ୍ଲା  
ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   25-Sep-2026
  ଜିଲ୍ଲା  
ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   25-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ   25-Sep-2026
  ଜିଲ୍ଲା  
ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   25-Sep-2026
  ରାଜନୀତି  
ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   25-Sep-2026

You Might Also Like