-+91-9937148622 |
prerana_bgr@rediffmail.com |
Friday 15th May 2026 |
R.N.I. Regd No. ODIODI/2010/46693
Breaking News
11-Mar-2021
ବଲାଙ୍ଗିର (ସନ୍ତୋଷ କୁମାର ଠାକୁର) : ଗତ କିଛି ଦିନ ହେଲା ବଲାଙ୍ଗିର ଜିଲା ରେ ସଂକ୍ରମିତ ଙ୍କ ସଂଖ୍ୟା ଏକ ରୁ ଶୁନ୍ ଭିତରେ ରହୁଛି l
ଦ୍ୱିତୀୟ ପର୍ଯ୍ୟାୟ କରୋନା ଟୀକାକରଣ ଆମ ରାଜ୍ୟରେ ଚାଲିଥିବା ବେଳେ ଆଜି ମଧ୍ୟ ବଲାଙ୍ଗିର ଜିଲ୍ଲା ପାଇଁ ଆସିଛି ଏକ ଖୁସି ଖବର l ଆଜି ବଲାଙ୍ଗିର ଜିଲ୍ଲାରେ କରୋନା ସଂକ୍ରମଣ ନିଲ୍ ରହିଛି l
ସୂଚନlଯୋଗ୍ୟ, ଆଜି ପର୍ଯ୍ୟନ୍ତ ଜିଲ୍ଲାରେ ମୋଟ 8854 ଜଣା ପଜିଟିଭ ଚିହ୍ନଟ ହୋଇଥିବ ବେଳେ 1 ଟି ଆକ୍ଟିଭ କେଶ୍ ରହିଛି ଓ ମୋଟ 8811 ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି l