-+91-9937148622 |

prerana_bgr@rediffmail.com |

  Thursday 1st October 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗିରର ସ୍ୱାସ୍ଥ୍ୟ ଓ ଉଚ୍ଚଶିକ୍ଷା ନେଇ ବିଧାନସଭାରେ କଳିକେଶଙ୍କ ପ୍ରଶ୍ନ ଔଷଧ ଓ ଚିକିତ୍ସା ଉପକରଣ ପାଇଁ ₹୪.୩୭ କୋଟିରୁ ଅଧିକ ଅନୁମୋଦନ; ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ନାମରେ ୫୦.୪୩୭ ଏକର ଜମି   (30-Sep-2026)       ||      କ୍ରୀଡ଼ା ଶିକ୍ଷକ ଅର୍ଜୁନ ଜୟ ପଣ୍ଡାଙ୍କୁ ବିଦାୟ ସମ୍ବର୍ଦ୍ଧନା   (30-Sep-2026)       ||      ଟିଟଲାଗଡ ରେଳ ଷ୍ଟେସନ ପ୍ଲାଟଫର୍ମ ନମ୍ବର ୩ ରୁ ୬ ଯୁବତୀଙ୍କ ଠାରୁ ଗଞ୍ଜେଇ ଜବତ    (30-Sep-2026)       ||      ଟିଟିଲାଗଡ ଉପଖଣ୍ଡସ୍ତରୀୟ ଡାକ୍ତରଖାନାର ପ୍ରସ୍ଥାନ ଗେଟ ଖୋଲିବାକୁ ଦାବି    (30-Sep-2026)       ||      ଉଠା ଜଳସେଚନ ବିଭାଜନର ଅଧିକ୍ଷଣ ଯନ୍ତ୍ରୀ ଇଂ ସଚ୍ଚିଦାନନ୍ଦ ଦଳାଇ ଙ୍କ ପଦୋନ୍ନତି ଓ ଅବସରକାଳୀନ ବିଦାୟ କାଳୀନ ସମ୍ବର୍ଦ୍ଧନା    (30-Sep-2026)       ||      ପାପଡାହାଣ୍ଡି ଠାରେ ଜିଲ୍ଲା ସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତା ଉଦଘାଟନ,   (30-Sep-2026)       ||      ବରପାଲି ମହାବିଦ୍ୟାଳୟ ରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଅନୁଷ୍ଠିତ |   (30-Sep-2026)       ||      ଘେଁସ ରେ ନୂଆଁଖାଇ ଭେଟଘାଟ ଅବସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ,   (30-Sep-2026)       ||      ବରପାଲି ରେ ନାବ୍ୟା ସିଲିଣ୍ଡର ର ଉନ୍ମୋଚନ   (30-Sep-2026)       ||      ପ୍ରେରଣା ନ୍ୟୁଜ୍ ପୋର୍ଟାଲର ଷଷ୍ଠ ପ୍ରତିଷ୍ଠା ଦିବସ ଅବସରରେ ବିଭିନ୍ନ ପ୍ରତିଯୋଗିତା     (30-Sep-2026)       ||      ୩୫ କେଜି ୬୮୦ ଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ ,   (30-Sep-2026)       ||      ଜିଲ୍ଲା ସ୍ତରୀୟ ଲୋକନୃତ୍ୟ ଓ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ମାୟାବର୍ହା ଉଚ୍ଚ ବିଦ୍ୟାଳୟ ପୁରସ୍କୃତ   (30-Sep-2026)       ||      ବୃନ୍ଦାବନ ଧାମ ଦର୍ଶନ କଲେ କୁଟୁମଡୋଳା ଗୁପ୍ତେଶ୍ୱର କୀର୍ତ୍ତନ ମଣ୍ଡଳୀର ୬୮ ଭକ୍ତ   (30-Sep-2026)       ||      ପ୍ରବାସୀ ଶ୍ରମିକ ପ୍ରଥା ହ୍ରାସ ପାଇଁ ବିଭାଗୀୟ ପଦକ୍ଷେପ ବଢ଼ାଇବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ   (30-Sep-2026)       ||      ଜଗବନ୍ଧୁ ଦାସ ସ୍ନାତକ ମହିଳା ମହାବିଦ୍ୟାଳୟରେ ହିନ୍ଦୀ ଦିବସ   (30-Sep-2026)       ||      "ଆତ୍ମହତ୍ୟା କୌଣସି ସମସ୍ୟାର ସମାଧାନ ନୁହେଁ, ମନକଥା କୁହ, ଜୀବନ ବଞ୍ଚାଅ"   (30-Sep-2026)       ||      ଓଡ଼ିଶା ବେଷ୍ଟ ଇଞ୍ଜିନିୟର ଆୱାର୍ଡ଼ରେ ସମ୍ମାନିତ ହେଲେ ଟିଟିଲାଗଡର ଅନ୍ୱେଷ ଷଡଙ୍ଗୀ    (30-Sep-2026)       ||      ଚୁଡାପାଲିରେ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରାଙ୍କ ୮୮ତମ ପ୍ରଜାମେଳିର ସ୍ମୃତି କୁ ମନେ ପକାଇଲେ ଗ୍ରାମବାସୀ   (29-Sep-2026)       ||      କାଶିପାଲି ରେ ଆଙ୍ଗନ୍ କା ଉତ୍ସବ ଉଦଯାପିତ    (29-Sep-2026)       ||      କୋକସରା ବ୍ଲକ ରେ ୧୬୮ ଅଙ୍ଗନ ବାଡି କେନ୍ଦ୍ର ରେ ପାଳିତ ହେଲା ଆଙ୍ଗନ କା ଉତ୍ସବ    (29-Sep-2026)       ||     

HOME   ଜିଲ୍ଲା

କୋଦଳା ତହସିଲରେ ବଢ଼ୁଛି ବେଆଇନ ଇଟାଭାଟି: ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବେ ଅଞ୍ଚଳବାସୀ 

07-Mar-2021



କୋଦଳା, (ଉମା ମହାରଣା) : ଦିନକୁ ଦିନ ବିଭିନ୍ନ ସ୍ଥାନରେ ଖୁଲମଖୁଲା ବେଆଇନ ଇଟାଭାଟି ମାନ ଗଢ଼ି ଉଠୁଛି। ତା ସହ ମଧ୍ୟ ରାଜସ୍ୱ ଫାଙ୍କି ହେଉଥିବା ଦେଖିବାକୁ ମିଳୁଛି। ଠିକ ସେହିପରି ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ଆଇନକୁ ଅମାନ୍ୟ କରି ଗଞ୍ଜାମ ଜିଲ୍ଲା କୋଦଳା ତହସିଲ ଅଞ୍ଚଳର ପ୍ରାୟ ସ୍ଥାନରେ ଇଟା ପୋଡା ଆରମ୍ଭ ହୋଇଛି। ମାଲିକ ମାନେ ମଧ୍ୟ ସ୍ଥାନୀୟ ତହସିଲକୁ ରାଜସ୍ୱ ଫାଙ୍କି ମାଲାମାଲ ହେଉଛନ୍ତି। କେତେକ ଭାଟିରେ ଇଟା ସଂଖ୍ୟା କମ୍ ଦେଖାଇ ମଧ୍ୟ ରାଜସ୍ୱ ଫାଙ୍କୁଛନ୍ତି। ସୂଚନା ଅନୁଯାୟୀ ଜାତୀୟ ଗ୍ରୀନ ଟିବ୍ୟୁନାଲ ଇଟାଭାଟିକୁ ସମ୍ପୂର୍ଣ୍ଣ ବେଆଇନ ଦର୍ଶାଇ ବନ୍ଦ କରିବାକୁ ନିର୍ଦେଶ ଦେଇଥିଲେ। ଏଥିସହ ରାଜ୍ୟ ସରକାର ବେଆଇନ ଇଟା ଭାଟି ଉପରେ ଚଢ଼ାଉ କରି ବନ୍ଦ ନିର୍ଦେଶ ଦେଇଥିଲେ ମଧ୍ୟ ପ୍ରଶାସନିକ ଅଧିକାରୀ ଓ ଇଟାଭାଟି ମାଲିକଙ୍କ ସଲାସୁତୁରା ପାଇଁ ତାହା ସମ୍ଭବପର ହେଉନାହିଁ ଓ  ଆଇନ ଉଲଂଘନ ହେଉଥିବା ଦେଖିବାକୁ ମିଳୁଛି। କୋଦଳା ଓ ବେଗୁନିଆପଡା ଅଞ୍ଚଳରେ ବିଭିନ୍ନ ନଦୀପଠା, ଚାଷ ଜମିରେ ଗଢ଼ି ଉଠିଛି ୩୦ ରୁ ଅଧିକ ବେଆଇନ ଇଟାଭାଟି l ଜଣ ଜଣ ମାଲିକ ମାନଙ୍କର ୩ ରୁ ଅଧିକ ଲେଖାଏଁ ବେଆଇନ ପୋଡ଼ା ଇଟାଭାଟି ଥିବାର ବିଶେଷ ସୂତ୍ରରୁ ପ୍ରକାଶ l ଏବଂ ସିମେଣ୍ଟ ଇଟା କୌଣସି କାର୍ଯ୍ୟରେ ଲାଗୁନଥିବା ଜଣାଯାଇଛି l ବେଆଇନ ମାଟି ଇଟା ପୋଡି ଦଲାଲମାନେ ଲକ୍ଷାଧିକ ଟଙ୍କା ରୋଜଗାର କରି ସଫଳ ହେଉଥିବା ଅନୁମାନ କରାଯାଇଛି l ସେହି ଇଟାଭାଟି ମାନଙ୍କରେ କାମ କରୁଥିବା ଶ୍ରମିକମାନଙ୍କୁ କି କି ସୁରକ୍ଷା ବ୍ୟବସ୍ଥା ପ୍ରଦାନ କରାଯାଇଛି ତାହା ମଧ୍ୟ ତଦନ୍ତ ସାପେକ୍ଷ l ଏବଂ କୁନି କୁନି ପିଲା ମଧ୍ୟ କାମ କରୁଥିବାର କେତେକ ଇଟାଭାଟି ମାନଙ୍କରେ ଦୃଶ୍ୟମାନ ହେଉଛି l ଏ ବାବଦରେ ଆମ ପ୍ରତିନିଧି କୋଦଳା ତହସିଲଦାର ଶ୍ରୀ ଅବନୀ କୁମାର ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଇଟାଭାଟି ମାନଙ୍କରେ ଶିଶୁ ଶ୍ରମିକମାନେ କେବଳ ସେଠାରେ ଉପସ୍ଥିତ ଥିବାର ଦେଖିଛୁ କିନ୍ତୁ କାର୍ଯ୍ୟରେ ଲିପ୍ତ ଥିବାର ଦେଖିନାହୁଁ। ଏ ପରିପ୍ରେକ୍ଷୀରେ ଅଳ୍ପ କିଛି ଫାଇନ ଆଦାୟ ହେଉଥିବା ଜଣାଯାଇଛି l ଏଭଳି ସ୍ଥଳେ ରାଜସ୍ବକୁ କ୍ଷତି ପହଞ୍ଚାଉଛି l ଏଣୁ ସାଧାରଣରେ ଅନେକ ପ୍ରଶ୍ନ ଉଠୁଛି, କିଛି ଦୁର୍ଘଟଣା ଘଟିଲେ ଏଠାରେ କାମ କରୁଥିବା ଶ୍ରମିକମାନେ ସୁରକ୍ଷିତ ରହିବେ ତ l ଏବଂ ବେଆଇନ ଇଟାଭାଟି ଫଳରେ ଜମିର ଉର୍ବରତା ହ୍ରାସ ପାଇବା, ବେଆଇନ ଶ୍ରମିକ ନିୟୋଜିତ ହେବା,ନାବାଳକଙ୍କୁ କାମରେ ଲଗାଇବା, ପରିବେଶ ପ୍ରଦୂଷଣ ସହ ଧାରା ୨୧ ଓ ଜଳ ପ୍ରଦୂଷଣର ଧାରା ୨୬ ପିସିପି ୧୯୭୪ ସମ୍ପୂର୍ଣ୍ଣ ଉଲଂଘନ ହେବ ଆଦି। ଇଟାଭାଟିରୁ ବାହାରୁଥିବା ଧୂଆଁ ପ୍ରଭାଵରେ ଲୋକେ ବିଭିନ୍ନ ଚର୍ମ ରୋଗ,କାଶ,ଆଖିରୁ ଲୁହ ବାହାରିବା ଓ ପେଟ ଯନ୍ତ୍ରଣା ଭଳି ବିଭିନ୍ନ ରୋଗମାନ ଆକ୍ରାନ୍ତ ହେବାର ସମ୍ଭାବନା ରହୁଛି। ଏବଂ ଏଭଳି ବେଆଇନ ଇଟାଭାଟି ଉପରେ ସ୍ଥାନୀୟ ପ୍ରଶାସନର ଆଦୌ ଦୃଷ୍ଟି ପଡୁନଥିବା 

ଅଭିଯୋଗ ହେଉଛି l ଏଣୁ ଏ ଦିଗରେ ଗଞ୍ଜାମ ଜିଲ୍ଲାପାଳ ଦୃଷ୍ଟି ଦେଇ ବେଆଇନ ଇଟାଭାଟି ବନ୍ଦ କରିବା ସହ ମାଲିକ ମାନଙ୍କ ଉପରେ ଆଇନ ଗତ କାର୍ଯ୍ୟନୁଷ୍ଠାନ ନେବା ପାଇଁ ସ୍ଥାନୀୟ ଜନସାଧାରଣ ଦାବି ହୋଇଛି l


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗିରର ସ୍ୱାସ୍ଥ୍ୟ ଓ ଉଚ୍ଚଶିକ୍ଷା ନେଇ ବିଧାନସଭାରେ କଳିକେଶଙ୍କ ପ୍ରଶ୍ନ ଔଷଧ ଓ ଚିକିତ୍ସା ଉପକରଣ ପାଇଁ ₹୪.୩୭ କୋଟିରୁ ଅଧିକ ଅନୁମୋଦନ; ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ନାମରେ ୫୦.୪୩୭ ଏକର ଜମି   30-Sep-2026
  ଜିଲ୍ଲା  
କ୍ରୀଡ଼ା ଶିକ୍ଷକ ଅର୍ଜୁନ ଜୟ ପଣ୍ଡାଙ୍କୁ ବିଦାୟ ସମ୍ବର୍ଦ୍ଧନା   30-Sep-2026
  ଜିଲ୍ଲା  
ଟିଟଲାଗଡ ରେଳ ଷ୍ଟେସନ ପ୍ଲାଟଫର୍ମ ନମ୍ବର ୩ ରୁ ୬ ଯୁବତୀଙ୍କ ଠାରୁ ଗଞ୍ଜେଇ ଜବତ   30-Sep-2026
  ଜିଲ୍ଲା  
ଟିଟିଲାଗଡ ଉପଖଣ୍ଡସ୍ତରୀୟ ଡାକ୍ତରଖାନାର ପ୍ରସ୍ଥାନ ଗେଟ ଖୋଲିବାକୁ ଦାବି   30-Sep-2026
  ଜିଲ୍ଲା  
ଉଠା ଜଳସେଚନ ବିଭାଜନର ଅଧିକ୍ଷଣ ଯନ୍ତ୍ରୀ ଇଂ ସଚ୍ଚିଦାନନ୍ଦ ଦଳାଇ ଙ୍କ ପଦୋନ୍ନତି ଓ ଅବସରକାଳୀନ ବିଦାୟ କାଳୀନ ସମ୍ବର୍ଦ୍ଧନା   30-Sep-2026
  ଜିଲ୍ଲା  
ପାପଡାହାଣ୍ଡି ଠାରେ ଜିଲ୍ଲା ସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତା ଉଦଘାଟନ,   30-Sep-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟ ରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଅନୁଷ୍ଠିତ |   30-Sep-2026
  ଜିଲ୍ଲା  
ଘେଁସ ରେ ନୂଆଁଖାଇ ଭେଟଘାଟ ଅବସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ,   30-Sep-2026
  ଜିଲ୍ଲା  
ବରପାଲି ରେ ନାବ୍ୟା ସିଲିଣ୍ଡର ର ଉନ୍ମୋଚନ   30-Sep-2026
  ଜିଲ୍ଲା  
ପ୍ରେରଣା ନ୍ୟୁଜ୍ ପୋର୍ଟାଲର ଷଷ୍ଠ ପ୍ରତିଷ୍ଠା ଦିବସ ଅବସରରେ ବିଭିନ୍ନ ପ୍ରତିଯୋଗିତା    30-Sep-2026
  ଜିଲ୍ଲା  
୩୫ କେଜି ୬୮୦ ଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ ,   30-Sep-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଲୋକନୃତ୍ୟ ଓ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ମାୟାବର୍ହା ଉଚ୍ଚ ବିଦ୍ୟାଳୟ ପୁରସ୍କୃତ   30-Sep-2026

You Might Also Like