-+91-9937148622 |

prerana_bgr@rediffmail.com |

  Thursday 1st October 2026 |

| | | |

R.N.I. Regd No. ODIODI/2010/46693

Breaking News

ମା କୁଶଙ୍ଗାଇ ଙ୍କ ଷୋହଳ ପୂଜା ପାଇଁ ପ୍ରସ୍ତୁତି ବୈଠକ   (01-Oct-2026)       ||      *ଡାବୁଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ସ୍ବଚ୍ଛତା ହିଁ ସେବା ୨୦୨୬ କାର୍ଯ୍ୟକ୍ରମ*   (01-Oct-2026)       ||      ବରପାଲି ଗଙ୍ଗାଧର କଳା ପରିଷଦ ତରଫରୁ ନୁଆଁ ଖାଇ ଭେଟଘାଟ କାର୍ଯ୍ୟକ୍ରମ - ୨୦୨୬   (01-Oct-2026)       ||      *ସାହାଣୀ କପ୍ ଫୁଟବଲ୍ ର ସୁବର୍ଣ୍ଣପୁର ଜୋନ୍ ର ସପ୍ତମ ଦିବସ ମ୍ୟାଚ୍ ରେ ବରଗଡ଼ ଦଳ ୬-୦ ଓ ସୁବର୍ଣ୍ଣପୁର ଦଳ ୧-୦ ରେ ଵିଜୟୀ*-   (01-Oct-2026)       ||      ବଲାଙ୍ଗିରର ସ୍ୱାସ୍ଥ୍ୟ ଓ ଉଚ୍ଚଶିକ୍ଷା ନେଇ ବିଧାନସଭାରେ କଳିକେଶଙ୍କ ପ୍ରଶ୍ନ ଔଷଧ ଓ ଚିକିତ୍ସା ଉପକରଣ ପାଇଁ ₹୪.୩୭ କୋଟିରୁ ଅଧିକ ଅନୁମୋଦନ; ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ନାମରେ ୫୦.୪୩୭ ଏକର ଜମି   (30-Sep-2026)       ||      କ୍ରୀଡ଼ା ଶିକ୍ଷକ ଅର୍ଜୁନ ଜୟ ପଣ୍ଡାଙ୍କୁ ବିଦାୟ ସମ୍ବର୍ଦ୍ଧନା   (30-Sep-2026)       ||      ଟିଟଲାଗଡ ରେଳ ଷ୍ଟେସନ ପ୍ଲାଟଫର୍ମ ନମ୍ବର ୩ ରୁ ୬ ଯୁବତୀଙ୍କ ଠାରୁ ଗଞ୍ଜେଇ ଜବତ    (30-Sep-2026)       ||      ଟିଟିଲାଗଡ ଉପଖଣ୍ଡସ୍ତରୀୟ ଡାକ୍ତରଖାନାର ପ୍ରସ୍ଥାନ ଗେଟ ଖୋଲିବାକୁ ଦାବି    (30-Sep-2026)       ||      ଉଠା ଜଳସେଚନ ବିଭାଜନର ଅଧିକ୍ଷଣ ଯନ୍ତ୍ରୀ ଇଂ ସଚ୍ଚିଦାନନ୍ଦ ଦଳାଇ ଙ୍କ ପଦୋନ୍ନତି ଓ ଅବସରକାଳୀନ ବିଦାୟ କାଳୀନ ସମ୍ବର୍ଦ୍ଧନା    (30-Sep-2026)       ||      ପାପଡାହାଣ୍ଡି ଠାରେ ଜିଲ୍ଲା ସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତା ଉଦଘାଟନ,   (30-Sep-2026)       ||      ବରପାଲି ମହାବିଦ୍ୟାଳୟ ରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଅନୁଷ୍ଠିତ |   (30-Sep-2026)       ||      ଘେଁସ ରେ ନୂଆଁଖାଇ ଭେଟଘାଟ ଅବସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ,   (30-Sep-2026)       ||      ବରପାଲି ରେ ନାବ୍ୟା ସିଲିଣ୍ଡର ର ଉନ୍ମୋଚନ   (30-Sep-2026)       ||      ପ୍ରେରଣା ନ୍ୟୁଜ୍ ପୋର୍ଟାଲର ଷଷ୍ଠ ପ୍ରତିଷ୍ଠା ଦିବସ ଅବସରରେ ବିଭିନ୍ନ ପ୍ରତିଯୋଗିତା     (30-Sep-2026)       ||      ୩୫ କେଜି ୬୮୦ ଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ ,   (30-Sep-2026)       ||      ଜିଲ୍ଲା ସ୍ତରୀୟ ଲୋକନୃତ୍ୟ ଓ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ମାୟାବର୍ହା ଉଚ୍ଚ ବିଦ୍ୟାଳୟ ପୁରସ୍କୃତ   (30-Sep-2026)       ||      ବୃନ୍ଦାବନ ଧାମ ଦର୍ଶନ କଲେ କୁଟୁମଡୋଳା ଗୁପ୍ତେଶ୍ୱର କୀର୍ତ୍ତନ ମଣ୍ଡଳୀର ୬୮ ଭକ୍ତ   (30-Sep-2026)       ||      ପ୍ରବାସୀ ଶ୍ରମିକ ପ୍ରଥା ହ୍ରାସ ପାଇଁ ବିଭାଗୀୟ ପଦକ୍ଷେପ ବଢ଼ାଇବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ   (30-Sep-2026)       ||      ଜଗବନ୍ଧୁ ଦାସ ସ୍ନାତକ ମହିଳା ମହାବିଦ୍ୟାଳୟରେ ହିନ୍ଦୀ ଦିବସ   (30-Sep-2026)       ||      "ଆତ୍ମହତ୍ୟା କୌଣସି ସମସ୍ୟାର ସମାଧାନ ନୁହେଁ, ମନକଥା କୁହ, ଜୀବନ ବଞ୍ଚାଅ"   (30-Sep-2026)       ||     

HOME   ଜିଲ୍ଲା

ସମାଜିକ ସୁରକ୍ଷା ବିଭାଗର ବଣ୍ଟନ ଶିବିର : ଭିନ୍ନକ୍ଷମଙ୍କୁ ଉପକରଣ ଓ ଭତ୍ତା ବଣ୍ଟନ କଲେ ନରସିଂହ

06-Mar-2021



ବଲାଙ୍ଗିର,(ସନ୍ତୋଷ କୁମାର ଠାକୁର) ଦେଶର ସମ୍ବିଧାନ ଦେଶବାସୀଙ୍କୁ ସମ୍ମାନର ସହ  ଜୀବନ ଜିଇଁବାର ଅଧିକାର ଦେଇଛି । ଏହା ସାଧାରଣ ଲୋକଙ୍କର ମୌଳିକ ଅଧିକାର ଅଟେ । ତାହା କାର୍ଯ୍ୟକାରୀ କରିବା ସରକାରମାନଙ୍କ ର କର୍ତ୍ତବ୍ୟ । ଏମିତି କେହିବି ସାଧାରଣ ଲୋକ ହେଉ ବା ଭିନ୍ନକ୍ଷମ ହୁଅନ୍ତୁ ଯେମିତ ଏହି ଅଧିକାରରୁ ବଞ୍ଚିତ ନହେବେ ତାହ ଜଗିବାର କାମ ସରକାର ଏବଂ ସରକାରୀ ଅଧିକାରୀମାନଙ୍କର । ତେଣୁ ଆଜି ଭିନ୍ନକ୍ଷମ ତଥା ବିପିଏଲ ଶ୍ରେଣୀର ବରିଷ୍ଟ ନାଗରିକ ଓ କିନ୍ନର ମାନଙ୍କୁ ଭତ୍ତା ତଥା ଉପକରଣ ପ୍ରଦାନ କରି ସରକାର ଦୟା କରୁନାହାନ୍ତି ବରଂ ସମ୍ବଧାନ ଅନୁସାରେ ଏହା ହିତାଧିକାରୀ ମାନଙ୍କ ମୌଳିକ ଅଧିକାର ଅଟେ ବୋଲି ଭାରତ ସରଜକାରଙ୍କ ଏଡପିଆଇ ଓ ଆରଭିୱାଇ ଏବଂ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ଦ୍ୱାରା ଆୟୋଜିତ ଉପକରଣ,ବିକଳାଙ୍ଗ ଉପକରଣ ଓ ଭତ୍ତା ପ୍ରଦାନ ମେଳାରେ ମାନ୍ୟବର ବଲାଙ୍ଗିର ବିଧାୟକ ମୂଖ୍ୟ ଅତିଥି ରୁପେ ଯୋଗ ଦେଇ ନିଜ ବକ୍ତବ୍ୟ ରେ କହିଛନ୍ତି । ସ୍ଥାନୀୟ କଳାମଣ୍ଡଳ ପଡିଆରେ ଆୟୋଜିତ ଏହି ଭତ୍ତା ପ୍ରଦାନ ଉତ୍ସବରେ ଶ୍ରୀ ମିଶ୍ର ଏହା ମଧ୍ୟ କହିଥିଲେ ଯେ, ଭିନ୍ନକ୍ଷମ, ବରିଷ୍ଠ ନାଗରିକ ଓ ଗରିବଙ୍କ ସେବା ହେଉଛି ଭଗବାନଙ୍କ ସେବା । ଯେହେତୁ ଏମାନେ ବୟଷାଧିକ କାରଣରୁ ହେଉ ବା ଭୀନ୍ନକ୍ଷମତା ଯୋଗୁଁ ହେଉ ନିଜର ଅଧିକାର ସାବ୍ୟସ୍ତ ତଥ ସରକାରୀ ସୁବିଧା ପାଇବା ପାଇଁ  ସରକାରୀ କାର୍ଯ୍ୟଳୟକୁ ବାରମ୍ବା ଯିବା ଅସମ୍ଭବ ହୋଇ ପଡିଥାଏ । ତେଣୁ ଏସଂକ୍ରନ୍ତିୟ ବିଭାଗୀୟ ଅଧୀକାରୀ ମାନେ ତାଙ୍କ ପାଖକୁ ପହଞ୍ଚି  ସରକାରୀ ସହାୟତା ଯୋଗାଇ ଦେଇ ପାରିଲେ ଏହି କାର୍ଯ୍ୟକ୍ରମ ସଫଳତା ମିଳିବ । ବିଭାଗୀୟ ଜିଲ୍ଲା ଅଧୀକାରୀ ଠିକ ରୂପେ କାର୍ଯ୍ୟକରୁଛନ୍ତି ବୋଲି ସେ ଜିଲ୍ଲା ସାମାଜିକ ଅଧିକାରୀଙ୍କୁ ପ୍ରଶଂସା କରିଥିଲେ । ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ଅଧିକାରୀ ନବକୃଷ୍ଣ ସାହୁଙ୍କ ସଂଯୋଜନାରେ ଅୟୋଜିତ ଏହି କାଯ୍ୟକ୍ରମରେ ପୌର ନିର୍ବାହୀ ଅଧିକାରୀ ବିପୀନ ଦୀପ, ବଲାଙ୍ଗିର ବିଡିଓ ରାମଦତ୍ତ ଭୋଇଙ୍କ ସହିତ ଆରସିଟି ମେନେଜର, ଡଆଇସି  ଜେନେରାଲ ମେନେଜର ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ । ଏହି ମେଳାରେ ବଲାଙ୍ଗିର ପୌରାଞ୍ଚଳ ଓ ବଲାଙ୍ଗିର ବ୍ଲକ ର ୨୦୨ ଜଣ ହିତାଧିକାରୀଙ୍କୁ ପ୍ରାୟ ୨ଲକ୍ଷ ଟଙ୍କାର ଉପକରଣ ଯୋଗାଇ ଦିଆ ଯାଇଥିଲା । ଯେଉଁଥିରେ ଟ୍ରାଇସାଇକିଲ,ହ୍ୱୁଇଲଚେଆର,ଆଶାବାଡି,ହିଅରିଂ ଏଡ, ସ୍ମାର୍ଟ କେନ, ଏମଏସଆଇଡି କିଟ ଓ ମୋବାଇଲ ଫୋନ ରହିଥିଲା । ଏହା ସହ ୬ଜଣ କିନ୍ନରଙ୍କୁ ୫୦୦ ଟଙ୍କା ଭତ୍ତା ପ୍ରଦାନ କରିବା ସହ ୫୦ ଜଣଙ୍କୁ ବୈଷୟୀକ ତାଲିମ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିବା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ସାହୁ ସୂଚନା ଦେଇଥିଲେ । ଏହି ମେଳାରେ ବିଧାୟକ ଶ୍ରୀ ମିଶ୍ର ପ୍ରତ୍ୟେକ ହିତାଧିକାରୀଙ୍କୁ ନିଜ ହାତରେ ସହୟତା ରାଷୀ ଓ ଉପକରଣ ପ୍ରଦାନ କରିବା ସହ ସେମାନଙ୍କ ସୁବିଧା ଅସୁବିଧା ବୁଝିବା ଦେଖା ଯାଇଥିଲା ।    


News Comment




Photo in News

Advertisment
Lastest News
  ଜିଲ୍ଲା  
ମା କୁଶଙ୍ଗାଇ ଙ୍କ ଷୋହଳ ପୂଜା ପାଇଁ ପ୍ରସ୍ତୁତି ବୈଠକ   01-Oct-2026
  ଜିଲ୍ଲା  
*ଡାବୁଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ସ୍ବଚ୍ଛତା ହିଁ ସେବା ୨୦୨୬ କାର୍ଯ୍ୟକ୍ରମ*   01-Oct-2026
  ଜିଲ୍ଲା  
ବରପାଲି ଗଙ୍ଗାଧର କଳା ପରିଷଦ ତରଫରୁ ନୁଆଁ ଖାଇ ଭେଟଘାଟ କାର୍ଯ୍ୟକ୍ରମ - ୨୦୨୬   01-Oct-2026
  ଜିଲ୍ଲା  
*ସାହାଣୀ କପ୍ ଫୁଟବଲ୍ ର ସୁବର୍ଣ୍ଣପୁର ଜୋନ୍ ର ସପ୍ତମ ଦିବସ ମ୍ୟାଚ୍ ରେ ବରଗଡ଼ ଦଳ ୬-୦ ଓ ସୁବର୍ଣ୍ଣପୁର ଦଳ ୧-୦ ରେ ଵିଜୟୀ*-   01-Oct-2026
  ଜିଲ୍ଲା  
ବଲାଙ୍ଗିରର ସ୍ୱାସ୍ଥ୍ୟ ଓ ଉଚ୍ଚଶିକ୍ଷା ନେଇ ବିଧାନସଭାରେ କଳିକେଶଙ୍କ ପ୍ରଶ୍ନ ଔଷଧ ଓ ଚିକିତ୍ସା ଉପକରଣ ପାଇଁ ₹୪.୩୭ କୋଟିରୁ ଅଧିକ ଅନୁମୋଦନ; ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ନାମରେ ୫୦.୪୩୭ ଏକର ଜମି   30-Sep-2026
  ଜିଲ୍ଲା  
କ୍ରୀଡ଼ା ଶିକ୍ଷକ ଅର୍ଜୁନ ଜୟ ପଣ୍ଡାଙ୍କୁ ବିଦାୟ ସମ୍ବର୍ଦ୍ଧନା   30-Sep-2026
  ଜିଲ୍ଲା  
ଟିଟଲାଗଡ ରେଳ ଷ୍ଟେସନ ପ୍ଲାଟଫର୍ମ ନମ୍ବର ୩ ରୁ ୬ ଯୁବତୀଙ୍କ ଠାରୁ ଗଞ୍ଜେଇ ଜବତ   30-Sep-2026
  ଜିଲ୍ଲା  
ଟିଟିଲାଗଡ ଉପଖଣ୍ଡସ୍ତରୀୟ ଡାକ୍ତରଖାନାର ପ୍ରସ୍ଥାନ ଗେଟ ଖୋଲିବାକୁ ଦାବି   30-Sep-2026
  ଜିଲ୍ଲା  
ଉଠା ଜଳସେଚନ ବିଭାଜନର ଅଧିକ୍ଷଣ ଯନ୍ତ୍ରୀ ଇଂ ସଚ୍ଚିଦାନନ୍ଦ ଦଳାଇ ଙ୍କ ପଦୋନ୍ନତି ଓ ଅବସରକାଳୀନ ବିଦାୟ କାଳୀନ ସମ୍ବର୍ଦ୍ଧନା   30-Sep-2026
  ଜିଲ୍ଲା  
ପାପଡାହାଣ୍ଡି ଠାରେ ଜିଲ୍ଲା ସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତା ଉଦଘାଟନ,   30-Sep-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟ ରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଅନୁଷ୍ଠିତ |   30-Sep-2026
  ଜିଲ୍ଲା  
ଘେଁସ ରେ ନୂଆଁଖାଇ ଭେଟଘାଟ ଅବସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ,   30-Sep-2026

You Might Also Like