-+91-9937148622 |

prerana_bgr@rediffmail.com |

  Thursday 1st October 2026 |

| | | |

R.N.I. Regd No. ODIODI/2010/46693

Breaking News

*ଡାବୁଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ସ୍ବଚ୍ଛତା ହିଁ ସେବା ୨୦୨୬ କାର୍ଯ୍ୟକ୍ରମ*   (01-Oct-2026)       ||      ବରପାଲି ଗଙ୍ଗାଧର କଳା ପରିଷଦ ତରଫରୁ ନୁଆଁ ଖାଇ ଭେଟଘାଟ କାର୍ଯ୍ୟକ୍ରମ - ୨୦୨୬   (01-Oct-2026)       ||      *ସାହାଣୀ କପ୍ ଫୁଟବଲ୍ ର ସୁବର୍ଣ୍ଣପୁର ଜୋନ୍ ର ସପ୍ତମ ଦିବସ ମ୍ୟାଚ୍ ରେ ବରଗଡ଼ ଦଳ ୬-୦ ଓ ସୁବର୍ଣ୍ଣପୁର ଦଳ ୧-୦ ରେ ଵିଜୟୀ*-   (01-Oct-2026)       ||      ବଲାଙ୍ଗିରର ସ୍ୱାସ୍ଥ୍ୟ ଓ ଉଚ୍ଚଶିକ୍ଷା ନେଇ ବିଧାନସଭାରେ କଳିକେଶଙ୍କ ପ୍ରଶ୍ନ ଔଷଧ ଓ ଚିକିତ୍ସା ଉପକରଣ ପାଇଁ ₹୪.୩୭ କୋଟିରୁ ଅଧିକ ଅନୁମୋଦନ; ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ନାମରେ ୫୦.୪୩୭ ଏକର ଜମି   (30-Sep-2026)       ||      କ୍ରୀଡ଼ା ଶିକ୍ଷକ ଅର୍ଜୁନ ଜୟ ପଣ୍ଡାଙ୍କୁ ବିଦାୟ ସମ୍ବର୍ଦ୍ଧନା   (30-Sep-2026)       ||      ଟିଟଲାଗଡ ରେଳ ଷ୍ଟେସନ ପ୍ଲାଟଫର୍ମ ନମ୍ବର ୩ ରୁ ୬ ଯୁବତୀଙ୍କ ଠାରୁ ଗଞ୍ଜେଇ ଜବତ    (30-Sep-2026)       ||      ଟିଟିଲାଗଡ ଉପଖଣ୍ଡସ୍ତରୀୟ ଡାକ୍ତରଖାନାର ପ୍ରସ୍ଥାନ ଗେଟ ଖୋଲିବାକୁ ଦାବି    (30-Sep-2026)       ||      ଉଠା ଜଳସେଚନ ବିଭାଜନର ଅଧିକ୍ଷଣ ଯନ୍ତ୍ରୀ ଇଂ ସଚ୍ଚିଦାନନ୍ଦ ଦଳାଇ ଙ୍କ ପଦୋନ୍ନତି ଓ ଅବସରକାଳୀନ ବିଦାୟ କାଳୀନ ସମ୍ବର୍ଦ୍ଧନା    (30-Sep-2026)       ||      ପାପଡାହାଣ୍ଡି ଠାରେ ଜିଲ୍ଲା ସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତା ଉଦଘାଟନ,   (30-Sep-2026)       ||      ବରପାଲି ମହାବିଦ୍ୟାଳୟ ରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଅନୁଷ୍ଠିତ |   (30-Sep-2026)       ||      ଘେଁସ ରେ ନୂଆଁଖାଇ ଭେଟଘାଟ ଅବସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ,   (30-Sep-2026)       ||      ବରପାଲି ରେ ନାବ୍ୟା ସିଲିଣ୍ଡର ର ଉନ୍ମୋଚନ   (30-Sep-2026)       ||      ପ୍ରେରଣା ନ୍ୟୁଜ୍ ପୋର୍ଟାଲର ଷଷ୍ଠ ପ୍ରତିଷ୍ଠା ଦିବସ ଅବସରରେ ବିଭିନ୍ନ ପ୍ରତିଯୋଗିତା     (30-Sep-2026)       ||      ୩୫ କେଜି ୬୮୦ ଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ ,   (30-Sep-2026)       ||      ଜିଲ୍ଲା ସ୍ତରୀୟ ଲୋକନୃତ୍ୟ ଓ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ମାୟାବର୍ହା ଉଚ୍ଚ ବିଦ୍ୟାଳୟ ପୁରସ୍କୃତ   (30-Sep-2026)       ||      ବୃନ୍ଦାବନ ଧାମ ଦର୍ଶନ କଲେ କୁଟୁମଡୋଳା ଗୁପ୍ତେଶ୍ୱର କୀର୍ତ୍ତନ ମଣ୍ଡଳୀର ୬୮ ଭକ୍ତ   (30-Sep-2026)       ||      ପ୍ରବାସୀ ଶ୍ରମିକ ପ୍ରଥା ହ୍ରାସ ପାଇଁ ବିଭାଗୀୟ ପଦକ୍ଷେପ ବଢ଼ାଇବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ   (30-Sep-2026)       ||      ଜଗବନ୍ଧୁ ଦାସ ସ୍ନାତକ ମହିଳା ମହାବିଦ୍ୟାଳୟରେ ହିନ୍ଦୀ ଦିବସ   (30-Sep-2026)       ||      "ଆତ୍ମହତ୍ୟା କୌଣସି ସମସ୍ୟାର ସମାଧାନ ନୁହେଁ, ମନକଥା କୁହ, ଜୀବନ ବଞ୍ଚାଅ"   (30-Sep-2026)       ||      ଓଡ଼ିଶା ବେଷ୍ଟ ଇଞ୍ଜିନିୟର ଆୱାର୍ଡ଼ରେ ସମ୍ମାନିତ ହେଲେ ଟିଟିଲାଗଡର ଅନ୍ୱେଷ ଷଡଙ୍ଗୀ    (30-Sep-2026)       ||     

HOME   ଜିଲ୍ଲା

ନୂତନ ବସଟର୍ମିନାଲକୁ ବସଷ୍ଟାଣ୍ଡ ସ୍ଥାନାନ୍ତର ପ୍ରସଙ୍ଗ.. ୯ଦଫା ଦାବିନେଇ ଅର୍କେଶ ସିଂଦେଓଙ୍କ ନେତୃତ୍ୱରେ ପରିବହନମନ୍ତ୍ରୀଙ୍କୁ ଭେଟିଲେ ଘରୋଇ ବସ ମାଲିକ ସଂଘ

06-Mar-2021



ବଲାଙ୍ଗୀର,(ସନ୍ତୋଷ କୁମାର ଠାକୁର): ବଲାଙ୍ଗୀରରେ ବିଜେଡିର ଯୁବନେତା ଅର୍କେଶଙ୍କ ଡ୍ରୀମପ୍ରୋଜେକ୍ଟ ଅତ୍ୟାଧୁନିକ ବସଟର୍ମିନାଲ ଶେଷ ହେବାକୁ ଯାଉଛି । ବସଟର୍ମିନାଲ କାମ ଦୃତବେଗରେ ଆଗେଇଚାଲିଛି । ଖୁବକମ ଦିନରେ ଏହା ଶେଷହୋଇ ଏଠାରେ ବଲାଙ୍ଗୀରର ସମସ୍ତ ବସରହିବ । ତେବେ ଏଠିକି ବସଷ୍ଟାଣ୍ଡ ସ୍ଥାନାନ୍ତର ନେଇ କେତେକ ସମସ୍ୟା ରହିଛି । ସେହି ସବୁ ସମସ୍ୟା ଦୂର କରିବାକୁ ଆଜି ଅର୍କେଶନାରାୟଣ ସିଂଦେଓଙ୍କ ନେତୃତ୍ୱରେ ରାଜ୍ୟ ପରିବହନମନ୍ତ୍ରୀ ପଦ୍ମନାଭ ବେହେରାଙ୍କୁ ଭୁବନେଶ୍ୱରରେ ବଲାଙ୍ଗୀର ଘରୋଇ ବସମାଲିକ ସଂଘର ଏକ ପ୍ରତିନିଧିଦଳ ଭେଟିଛନ୍ତି । ଏହି ଅବସରରେ ୯ଦଫା ସମ୍ମଲିତ ଏକ ଦାବିପତ୍ର ମନ୍ତ୍ରୀଙ୍କୁ ପ୍ରଦାନ କରିବା ସହିତ ସମାଧାନ କରିବାକୁ ଆଲୋଚନା କରିଛନ୍ତି । ମନ୍ତ୍ରୀଙ୍କ ପାଖରେ ସଂଘ ଦାବି କରିଛି ଯେ,ବଲାଙ୍ଗୀର ସହରର ଯେତେ ସ୍ଥାନରେ ବସରହୁଛି ସେ ସବୁକୁ ନୂତନ ବସଟର୍ମିନାଲରେ ରଖାଯିବା,ବସମାନଙ୍କ ପାଇଁ ଏକ ସ୍ଥିରିକୃତ ବସଷ୍ଟାଣ୍ଡ ଫି ଘରୋଇବସମାଲିକସଂଘ ସହିତ ଆଲୋଚନା କରାଯାଇ ସ୍ଥିର କରାଯିବା,ଟର୍ମିନାଲ ପରିସରରେ ଘରୋଇ ବସମାଲିକ ସଂଘର ଏକ ଉନ୍ନତ ସଂଘକାର୍ଯ୍ୟାଳୟ ଦେବା,ଯାତ୍ରୀ ଓ ସମସ୍ତଙ୍କ ସୁରକ୍ଷା ପାଇଁ ଏକ ପୋଲିସ ଆଉଟପୋଷ୍ଟ ସ୍ଥାପନ କରିବା,ବସମରାମତି,ସଫେଇ ବ୍ୟବସ୍ଥା ଓ ପ୍ରେସରର ସ୍ୱତନ୍ତ ବ୍ୟବସ୍ଥା କରାଇବା,ବର୍ତ୍ତମାନ ବସଷ୍ଟାଣ୍ଡରେ ଥିବା ଦୋକାନୀଙ୍କୁ ନୂତନ ଷ୍ଟାଣ୍ଡରେ ଥଇଥାନ କରାଯିବା,ବସମାଲିକମାନଙ୍କୁ ତାଙ୍କର କାର୍ଯ୍ୟାଳୟ ପାଇଁ ଷ୍ଟଲ ଯୋଗାଇ ଦେବା,ଷ୍ଟାଣ୍ଡର ପରିଚାଳନା ଦାୟୀତ୍ୱ ଘରୋଇ ବସମାଲିକସଂଘକୁ ଦିଆଯିବା ଦାବି ରହିଛି । ଏହି ସବୁ ସୁବିଧା ସୁଯୋଗ ସହିତ ବସଷ୍ଟାଣ୍ଡକୁ ସିଫ୍ଟକରାଗଲେ ଆଗାମୀଦିନରେ ପରିଚାଳନାଗତ ତୃଟି ଉପୁଜିବ ନାହିଁ ବୋଲି ସଂଘ ପକ୍ଷରୁ ଦାବି କରାଯାଇଛି । ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ସହିତ ଆଜିର ଆଲୋଚନା ସଫଳ ହୋଇଛି ଓ ତାଙ୍କ ନିର୍ଦ୍ଦେଶରେ ଆସନ୍ତାଦିନରେ ରାଜ୍ୟପରିବହନ ନୀଗମର ଅଧିକାରୀଙ୍କ ସହିତ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ହେବ ବୋଲି ଘରୋଇ ବସମାଲିକ ସଂଘର ସଭାପତି ହେମନ୍ତକୁମାର ପଣ୍ଡା କହିଛନ୍ତି । ଏହି ପ୍ରତିନିଧିଦଳରେ ସଂଘର ସଭାପତି ହେମନ୍ତକୁମାର ପଣ୍ଡା,ସଂପାଦକ ପ୍ରଦ୍ୟୁତ ମିଶ୍ର,ଭବାନୀ ପଟେଲ,ସଂଜୀବ ପଣ୍ଡା,ହିମାଂଶୁ ନାୟକ,ଡମ୍ବରୁଧର ଅଚାର୍ଯ୍ୟ,ଟିକେଶ୍ୱର ନନ୍ଦ,ଦେବଦତ୍ତ ବେହେରା  ପ୍ରମୁଖ ରହିଥିଲେ । ପ୍ରକାଶ୍ୟ ଯେ,ଗତ ୨୦୧୬ ମସିହାରେ ବିଜେଡିର ଯୁବନେତା ଅର୍କେଶନାରାୟଣ ସିଂଦେଓଙ୍କ ନେତୃତ୍ୱରେ ଏକ ଟିମ ତତକାଳୀନ ପରିବହନମନ୍ତ୍ରୀଙ୍କୁ ଭେଟି ବଲାଙ୍ଗୀରରେ ବସଟର୍ମିନାଲ ପାଇଁ ଦାବି କରାଯାଇଥିଲା । ଏହି ଦାବିକୁ ଗ୍ରହଣ କରି ବସଟର୍ମିନାଲ ଅନୁମୋଦନ ହୋଇଥିଲା । ସେତେବେଳର ରାଜ୍ୟସଭା ସାଂସଦ ଅନଙ୍ଗଉଦୟ ସିଂଦେଓ,ଲୋକସଭା ସାଂସଦ କଳିକେଶ ନାରାୟଣ ସିଂଦେଓ ଘରୋଇବସ ମାଲିକ ସଂଘ,ଜିଲ୍ଲାପାଳଙ୍କ ସହିତ ଆଲୋଚନା ପରେ ୨୦୧୭ ମସିହାରେ ଟର୍ମିନାଲକାମ ଆରମ୍ଭ ହୋଇଥିଲା । 


News Comment




Photo in News

Advertisment
Lastest News
  ଜିଲ୍ଲା  
*ଡାବୁଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ସ୍ବଚ୍ଛତା ହିଁ ସେବା ୨୦୨୬ କାର୍ଯ୍ୟକ୍ରମ*   01-Oct-2026
  ଜିଲ୍ଲା  
ବରପାଲି ଗଙ୍ଗାଧର କଳା ପରିଷଦ ତରଫରୁ ନୁଆଁ ଖାଇ ଭେଟଘାଟ କାର୍ଯ୍ୟକ୍ରମ - ୨୦୨୬   01-Oct-2026
  ଜିଲ୍ଲା  
*ସାହାଣୀ କପ୍ ଫୁଟବଲ୍ ର ସୁବର୍ଣ୍ଣପୁର ଜୋନ୍ ର ସପ୍ତମ ଦିବସ ମ୍ୟାଚ୍ ରେ ବରଗଡ଼ ଦଳ ୬-୦ ଓ ସୁବର୍ଣ୍ଣପୁର ଦଳ ୧-୦ ରେ ଵିଜୟୀ*-   01-Oct-2026
  ଜିଲ୍ଲା  
ବଲାଙ୍ଗିରର ସ୍ୱାସ୍ଥ୍ୟ ଓ ଉଚ୍ଚଶିକ୍ଷା ନେଇ ବିଧାନସଭାରେ କଳିକେଶଙ୍କ ପ୍ରଶ୍ନ ଔଷଧ ଓ ଚିକିତ୍ସା ଉପକରଣ ପାଇଁ ₹୪.୩୭ କୋଟିରୁ ଅଧିକ ଅନୁମୋଦନ; ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ନାମରେ ୫୦.୪୩୭ ଏକର ଜମି   30-Sep-2026
  ଜିଲ୍ଲା  
କ୍ରୀଡ଼ା ଶିକ୍ଷକ ଅର୍ଜୁନ ଜୟ ପଣ୍ଡାଙ୍କୁ ବିଦାୟ ସମ୍ବର୍ଦ୍ଧନା   30-Sep-2026
  ଜିଲ୍ଲା  
ଟିଟଲାଗଡ ରେଳ ଷ୍ଟେସନ ପ୍ଲାଟଫର୍ମ ନମ୍ବର ୩ ରୁ ୬ ଯୁବତୀଙ୍କ ଠାରୁ ଗଞ୍ଜେଇ ଜବତ   30-Sep-2026
  ଜିଲ୍ଲା  
ଟିଟିଲାଗଡ ଉପଖଣ୍ଡସ୍ତରୀୟ ଡାକ୍ତରଖାନାର ପ୍ରସ୍ଥାନ ଗେଟ ଖୋଲିବାକୁ ଦାବି   30-Sep-2026
  ଜିଲ୍ଲା  
ଉଠା ଜଳସେଚନ ବିଭାଜନର ଅଧିକ୍ଷଣ ଯନ୍ତ୍ରୀ ଇଂ ସଚ୍ଚିଦାନନ୍ଦ ଦଳାଇ ଙ୍କ ପଦୋନ୍ନତି ଓ ଅବସରକାଳୀନ ବିଦାୟ କାଳୀନ ସମ୍ବର୍ଦ୍ଧନା   30-Sep-2026
  ଜିଲ୍ଲା  
ପାପଡାହାଣ୍ଡି ଠାରେ ଜିଲ୍ଲା ସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତା ଉଦଘାଟନ,   30-Sep-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟ ରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଅନୁଷ୍ଠିତ |   30-Sep-2026
  ଜିଲ୍ଲା  
ଘେଁସ ରେ ନୂଆଁଖାଇ ଭେଟଘାଟ ଅବସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ,   30-Sep-2026
  ଜିଲ୍ଲା  
ବରପାଲି ରେ ନାବ୍ୟା ସିଲିଣ୍ଡର ର ଉନ୍ମୋଚନ   30-Sep-2026

You Might Also Like