-+91-9937148622 |
prerana_bgr@rediffmail.com |
Saturday 7th March 2026 |
R.N.I. Regd No. ODIODI/2010/46693
Breaking News
14-Oct-2020
ଦଶପଲ୍ଲା,ନୟାଗଡ଼,14/10- ଲଘୁଚାପ ଜନିତ ବର୍ଷା ଯୋଗୁ ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକର ଡିହଗାଁ ଗ୍ରାମରେ ଦୁଇଜଣ ବଜ୍ରପାତ ରେ ମୃତ୍ୟୁବରଣ କରିଛନ୍ତି | ମୃତ ଦୁଇଜଣ ଙ୍କ ମଧ୍ୟରୁ ଜଣେ ମହିଳା ଏବଂ ଆଉଜଣେ ପୁରୁଷ | ପ୍ରକାଶଥାଉକି ଉଭୟ ଙ୍କ ନାମ ଉଦୟନାଥ ପ୍ରଧାନ ଏବଂ ଆଶାଲତା ସାହୁ | ବଜ୍ରପାତ ରେ ଉଭୟଙ୍କ ଅକାଳ ବିୟୋଗ ହେତୁ ଗ୍ରାମରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି |