-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
13-Oct-2020
ଖପ୍ରାଖୋଲ{ଗୋରେଖନାଥ ବରିହା) ବଲାଙ୍ଗିର ଜିଲା ପାଟଣାଗଡ ବ୍ଲକ ଲରମ୍ଭା ଠାରେ ଜିଲା ସ୍ବାଲାଖ ବିଂଝାଲ ସମାଜ ତରଫରୁ ମାସ୍କ ବଣ୍ଟନ ସହ କରୋନା ସଚେତନ କାର୍ଯ୍ୟକ୍ରମ ଜିଲା ସଭାପତି ତଥା ଉପଲାଟ ସଭାପତି ଚନ୍ଦ୍ରଶେଖରବାଗ ଙ୍କ ନେତୃତ୍ବ ରେ ଅନୁଷ୍ଠିତ ହୋଇଥିଲା । ବର୍ତମାନ ସାର ଦେଶରେ କରୋନାମହାମାରୀ ବିପତ୍ତିର ମୁକାବିଲା ପାଇ ସମସ୍ତେ ସଚେତନ ରହି ସାମାଜିକ ଦୂରତା ରକ୍ଷା କରିବା ,ସାବୁନ ରେ ହାତ ଧୋଇବା ,ସେନିଟାଇଜର ବ୍ୟବହାର କରିବା ,ମାସ୍କ ପିନ୍ଧିବା ଆଦି ବିଷୟ ରେ ସେଚେତନ କରାଯାଇଥିଲା । ଏହି ସଚେତନ କାର୍ଯ୍ୟକ୍ରମରେ ଜିଲା ସଂପାଦକ ଗନ୍ଧର୍ବ ବରିହା ,ବଲାଙ୍ଗିରବ୍ଲକ ସଭାପତି କୁଶ ବରିହା ,ସଂପାଦକ ଯୁଗଳକିଶୋର ବରିହା ,ଯୁବ ସଂଗଠକ ତଥା ଲୋଇସିଂହା ସଂପାଦକ ଭକ୍ତ ବରିହା ,ସାମ୍ବାଦିକ ଚନ୍ଦ୍ରଶେଖରବରିହା ,ଗୋରେଖନାଥ ବରିହା କଂ ସମେତ ଅନ୍ୟ କର୍ମକର୍ତା ମାନେ ଉପସ୍ଥିତ ଥିଲେ ।