-+91-9937148622 |
prerana_bgr@rediffmail.com |
Friday 23rd October 2026 |
R.N.I. Regd No. ODIODI/2010/46693
Breaking News
23-Oct-2026
ଡୁଙ୍ଗୁରିପାଲି(ଅରବିନ୍ଦ ମିଶ୍ର) -ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ବୈଦୁପାଲି ଗ୍ରାମରେ ସୁବର୍ଣ୍ଣପୁର ବିଧାୟକ ନିରଞ୍ଜନ ପୂଜାରୀଙ୍କ ଅନୁଦାନ ରେ ନବ ନିର୍ମିତ ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ ହୋଇଯାଇଛି l ଏହି ଉଦଘାଟନ
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ମିନତୀ ସା, ସମ୍ମାନିତ ଅତିଥି ସମାଜ ପ୍ରତନିଧି ରତ୍ନାକର ସେଠ, ପୂର୍ବତନ ଚେରୁପାଲି ସମିତିସଭ୍ୟ ଲୀଳାମୟ ବେହେରା, ମନୋରଞ୍ଜନ ପଧାନ, ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘ ସଭାପତି ଯୋଗେନ୍ଦ୍ର ଭୋଇ, ବ୍ଲକ ସଭାପତି ଶ୍ୟାମ ସୁନ୍ଦର ଭୋଇ, ଅବଧୂତ ଆଡବାଙ୍କ, ମନୋଜ ଦିଶ୍ରୀ, ଆଦିବାସୀ କ୍ଲବ ସଭାପତି, ସମ୍ପାଦକ ଓ ସଦସ୍ୟ ମାନେ ଉପସ୍ଥିତ ଥିଲେ l