-+91-9937148622 |
prerana_bgr@rediffmail.com |
Wednesday 17th June 2026 |
R.N.I. Regd No. ODIODI/2010/46693
Breaking News
07-Jun-2026
କଟକ (ତପନ ମହାନ୍ତି ): କଟକରେ ଅଚାନକ ବଜ୍ରପାତ ଓ କାଳବୈଶାଖୀ କାରଣରୁ ଯେଉଁ OPSC ପରୀକ୍ଷାର୍ଥୀମାନେ ନିଜ ଘରକୁ ଫେରିପାରିନାହାନ୍ତି, ସେମାନଙ୍କ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକ ନେତାଜୀ ବସ ଟର୍ମିନାଲରେ ଆଶ୍ରୟ ବ୍ୟବସ୍ଥା କରାଯାଇଛି।ପରୀକ୍ଷାର୍ଥୀଙ୍କ ସୁରକ୍ଷା ଓ ସୁବିଧାକୁ ଦୃଷ୍ଟିରେ ରଖି ଏହି ବ୍ୟବସ୍ଥା କରାଯାଇଥିବା ବେଳେ, ସହାୟତା ଓ ସମନ୍ୱୟ ପାଇଁ କଟକ ଉନ୍ନୟନ କର୍ତୃପକ୍ଷ ଟିମ୍ ନିୟୋଜିତ ଅଛନ୍ତି ।