-+91-9937148622 |
prerana_bgr@rediffmail.com |
Thursday 25th June 2026 |
R.N.I. Regd No. ODIODI/2010/46693
Breaking News
08-Feb-2021
ସାନଖେମୁଣ୍ଡି(ପ୍ରେରଣା ଖବର) ଦୋକାନ ଭିତରକୁ ପଶିଗଲା କାର। ପାଟପୁର ଥାନା ଅନ୍ତର୍ଗତ ଉଷ୍ଣ ପ୍ରସବଣ ତପ୍ତପାଣି ଘାଟି ସମ୍ମୁଖରେ ଥିବା ଦୋକାନ ଭିତରେ କାରଟି ପଶି ଯାଇଛି। ମିଳିଥିବା ସୂଚନା ମୁତାବକ, ରାୟଗଡ଼ାରୁ ଭୁବନେଶ୍ବର ଅଭିମୁଖେ ଯିବା ରାସ୍ତାରେ ଏହି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୩ ଆହତ ହୋଇଥିବା ସୂଚନା ମିଳିଛି। ପୋଡାମାରି ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ୧୦୮ ଆମ୍ବୁଲାନ୍ସ ଯୋଗେ ଆହତଙ୍କୁ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରିଛି।