-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
30-May-2026
ନର୍ଲା (ଚିନ୍ତାମଣି ନାଏକ )
ନର୍ଲା ସ୍ଥିତ ଯୁକ୍ତ ତିନି କଳା ପଞ୍ଚୟତ ସମିତି ଡିଗ୍ରୀ କଲେଜ ପ୍ରାଙ୍ଗଣରେ ବିଦାୟ କାଳୀନ ସମର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା ଉକ୍ତ କାର୍ଯ୍ୟକ୍ରମରେ କଲେଜ୍ ଅଧକ୍ଷ ସୁଶାନ୍ତ କୁମାର ସାହୁ ଙ୍କ ନେତୃତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅଟିଥି ଭାବେ କଲେଜ୍ ପ୍ରତିଷ୍ଠାତା ଅଶୋକ କୁମାର ଚାନ୍ଦ ଓ ପୂର୍ବତନ ସରପଞ୍ଚ ଅନିରୁଦ୍ଧ ବିଶ୍ଵାଳ ମଞ୍ଚାସିନ ଥିଲେ । ଦୀର୍ଘ ବର୍ଷ ଧରି ଯୁକ୍ତ ତିନି କଲେଜ ପାଇଁ ଇଂରାଜୀ ଅଧ୍ୟାପିକା ଶ୍ରୀମତୀ ବାସନ୍ତୀ ସାହୁ ଅହରହ ଚିନ୍ତନ କରିଥିବା ଓ ଅନେକ ଛାତ୍ର ଛାତ୍ରୀ ଙ୍କୁ ଶିକ୍ଷା କ୍ଷେତ୍ରରେ ଭବିଶ୍ଵତ୍ ଗଠନ ରେ ମାର୍ଗ ଦର୍ଶକ ଦେଇଥିବା ଶ୍ରୀମତୀ ସାହୁ ଙ୍କୁ ସ୍ଵାଗତ ସମାର୍ଦ୍ଧନା ସହିତ ବିଦାୟ ଦିଆଯାଇଥିଲା ତତ ସହିତ ବରିଷ୍ଠ କିରାଣୀ ସନ୍ତୋଷ ନାୟକ ଙ୍କୁ ମଧ୍ଯ ସ୍ବାଗତ ସମର୍ଧନା ଜ୍ଞାପନ କରଯାଇଥିଲା ଉକ୍ତ କାର୍ଯ୍ୟକ୍ରମରେ ମୃତ୍ୟୁଞ୍ଜୟ ଚାନ୍ଦ, ରାଜେଶ ଚାନ୍ଦ ଦୀପୁ ପାତ୍ର ସମେତ ଶତାଧିକ ଛାତ୍ର ଛାତ୍ରୀ ଉପସ୍ଥିତ ରହିଥିଲେ