-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||     

HOME   ଜିଲ୍ଲା

*ମହାନଦୀ ଧାରା ର ଅଭ୍ୟୁଦୟ କାର୍ଯ୍ୟ କ୍ରମ*- *ଟପ୍ ଇଲେଭେନ ଛାତ୍ର ଛାତ୍ରୀ ଙ୍କୁ ସମ୍ବର୍ଧନା* - *ଯୋଗ ଦେଲେ ଜିଲ୍ଲାପାଳ*-

26-May-2026



ସୁବର୍ଣ୍ଣପୁର( ମନୋରଞ୍ଜନ ତ୍ରିପାଠୀ ) ମହାନଦୀ ଧାରା ଶିକ୍ଷାନୁଷ୍ଠାନ ସୋନପୁର   ପ୍ୟାଲେସ ଗାର୍ଡେନ ଅଫିସ୍ କାର୍ଯ୍ୟାଳୟ ଠାରେ "ଅଭ୍ୟୁଦୟ  ଉତ୍ସଵ" ପାଳନ କରା ଯାଇଛି l ଏହି ଉତ୍ସବ ରେ ୨୦୨୫/୨୬  ଚଳିତ ବର୍ଷ ର ଯୁକ୍ତ ଦୁଇ କଳା ପରୀକ୍ଷାର ଟପ୍ ଇଲେଭେନ ଛାତ୍ର ଛାତ୍ରୀ ଙ୍କୁ ସମ୍ବର୍ଧିତ କରା ଯାଇଛି l ଏଥିରେ ଅତିଥି ଭାବରେ ସୋନପୁର କଲେଜ୍ ର ପ୍ରାକ୍ତନ ଅଧ୍ୟକ୍ଷ ଡଃ ସନ୍ତୋଷ ପାଢ଼ୀ ଓ ପ୍ରଧ୍ୟାପକ ଉମାକାନ୍ତ ନାଗ ଯୋଗ ଦେଇ ଟପ୍ ଇଲେଭେନ୍ ଛାତ୍ର ଛାତ୍ରୀ ଙ୍କୁ ସମ୍ବର୍ଧିତ କରି ଛାତ୍ର ଛାତ୍ରୀ ଙ୍କ ସାମଗ୍ରିକ ବିକାଶ ହେଲେ ଶିକ୍ଷା ର ବିକାଶ ହେବ ବୋଲି କହିଥିଲେ l ଅନୁଷ୍ଠାନ ର ନିର୍ଦ୍ଦେଶକ ପ୍ଲାବନ ମହାପାତ୍ର ଙ୍କ ସଂଯୋଜନା ରେ ଅନୁଷ୍ଟିତ ଏହି ଉତ୍ସଵ ର ଶେଷ ଭାଗରେ ନିମନ୍ତ୍ରିତ ଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼. ନୃପ ରାଜ ସାହୁ ଯୋଗ ଦେଇ ମହାନଦୀ ଧାରା ର ଏ ସମ୍ବର୍ଧନା ଛାତ୍ର ଛାତ୍ରୀ ଙ୍କୁ ଖୁବ୍ ଆଗକୁ ନେବ ବୋଲି ଉତ୍ସାହିତ କରି ଅନୁଷ୍ଠାନ ର ସଫଳତା କୁ ପ୍ରଶଂଶା କରିଥିଲେ l ଏବଂ ଏ ଛାତ୍ର ଛାତ୍ରୀ ସଧାରଣ ବେଗ ରାଉଣ୍ଡ ରୁ ଆସି ସଫଳତା ର ଶୀର୍ଷ କୁ  ଆସିଛନ୍ତି  ବୋଲି ଡ଼.ସାହୁ ମତ ପ୍ରକାଶ କରିଥିଲେ l  ଅଧ୍ଯକ୍ଷା ଆଭା ପୂଜାହାରୀ ଧନ୍ଯବାଦ ଅର୍ପଣ କରିଥିଲେ l ୯୨% 552 ମାର୍କ ରଖିଥିବା ଅନୁଷ୍ଠାନ ର ଓମ୍ ପ୍ରକାଶ ଝାଙ୍କର, 91.33% ମାର୍କ ରଖି ଥିବା ଅନୁଷ୍ଠାନ ର ଶ୍ରୁତି ମିଶ୍ର, 90.  .67% ମାର୍କ ରଖି ଥିବା ଲଳିତା କର୍ମୀ, 89.83% ମାର୍କ ରଖି ଥିବା ରିତେଶ ରଥ, 88.17% ମାର୍କ ରଖି ଥିବା ଅର୍ପିତା ମିଶ୍ର, 88% ମାର୍କ ରଖି ଥିବା ପାୟଲ ମେହେର, 87.83% ମାର୍କ ରଖି ଥିବା ଲିଜାରାନି ବାରିକ, 86.17% ମାର୍କ ରଖି ଥିବା ପ୍ରବୀଣ ପଧାନ, 84.67% ମାର୍କ ରଖି ଥିବା ଉଭୟ ଛାତ୍ରୀ ସାଇନା ପ୍ରଧାନ, ଓ ପ୍ରିୟମ୍ବଦା ସାହୁ, ଓ 84% ମାର୍କ ରଖି ଥିବା ଅନୁଷ୍ଠାନ ର ସୋନାଲି ପ୍ରଧାନ ଙ୍କୁ ଅତିଥି ଙ୍କ ଦ୍ୱାରା ସମ୍ବର୍ଧନା ଜ୍ଞାପନ କରାଯାଇଛି l  ପ୍ରକାଶ ଥାଉ କି ଯେ ଏ ବର୍ଷ ଏହି ଅନୁଷ୍ଠାନ ରୁ  ଯୁକ୍ତ ଦୁଇ କଳା ପରୀକ୍ଷାରେ 73 ଜଣ ଛାତ୍ର ଛାତ୍ରୀ ପ୍ରଥମ ଶ୍ରେଣୀ ରେ ଉତ୍ତୀର୍ଣ୍ଣ ହୋଇ ଥିବା ବେଳେ 4 ଜଣ ଛାତ୍ର ଛାତ୍ରୀ 90% ରୁ ଉର୍ଦ୍ଧ୍ବ ମାର୍କ ରଖି ଅନୁଷ୍ଠାନ ତଥା ସୁବର୍ଣ୍ଣପୁର  ଜିଲ୍ଲା ର ଗୌରଵ ବୃଦ୍ଧି କରିଛନ୍ତି l ଏବଂ ଗତ ବର୍ଷ 2024/25 କଳା ପରୀକ୍ଷାରେ ଏ ମହାନଦୀ ଧାରା ଶିକ୍ଷା ଅନୁଷ୍ଠାନ ରୁ 94.33% ମାର୍କ ରଖି ଦେବେନ୍ଦ୍ର ଖମାରୀ ଓଡ଼ିଶା ଟପ୍ପର, ଓ 92.33% ମାର୍କ ରଖି ପ୍ରିତିମୟୀ ମିଶ୍ର ଓଡ଼ିଶା ରେ ୬ ନମ୍ବର ସ୍ଥାନ ଅଧିକାର କରି ଅନୁଷ୍ଠାନ ତଥା ଜିଲ୍ଲା ର ଗୌରଵ ବୃଦ୍ଧି କରିଥିଲେ l ଆଜିର ଏହି କାର୍ଯ୍ୟକ୍ରମରେ ସମସ୍ତ ସାମ୍ୱାଦିକ ଓ ଅନେକ ବୁଦ୍ଧିଜୀବୀ ଯୋଗ ଦେଇଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026

You Might Also Like