*ହର ପଟ୍ଟନାୟକ(ଜନ୍ମ: ୧୨ ଅକ୍‌ଟୋବର‌୍‌ ୧୯୫୮; ମୃତ୍ୟୁ:  ୧୩ ଜାନୁଆରି ୨୦୧୫) ଥିଲେ ଏକ ସଙ୍ଗେ ଅଭିନେତା, ଚିତ୍ରନାଟ୍ୟକାର ଓ ନିର୍ଦ୍ଦେଶକ। ଷାଠିଏଟି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ଏବ˚ ଊଣେଇଶଟିର ନିର୍ଦେଶନା ଦେଇଥିଲେ। ଅନୁଭବ ମହାନ୍ତି, ସବ୍ୟସାଚୀ ମିଶ୍ର ଓ ବାବୁଶାନ ଆଦିଙ୍କୁ ସେ ରୁପେଲି ପରଦାକୁ ଆଣିଥିଲେ। ମାତ୍ର ଛପନ ବର୍ଷ ବୟସରେ କର୍କଟାକ୍ରାନ୍ତ ହୋଇ, ତାଙ୍କର ଜୀବନ-ଦୀପ ଲିଭିଯାଇଥିଲା। ‘ଜୀବନ ସ˚ଗ୍ରାମ’ ଥିଲା ହର ଅଭିନୀତ ପ୍ରଥମ ଚଳଚ୍ଚିତ୍ର। ‘ସହରୀ ବାଘ’, ‘ସୁନା ଚଢେ଼ଇ’, ‘କୁରୁକ୍ଷେତ୍ର’, ‘ଛାତି ଚିରିଦେଲେ ତୁ’, ‘ପାଗଳ ପ୍ରେମୀ’, ‘ଅଗ୍ନି ପରୀକ୍ଷା’, ‘ଅର୍ଜୁନ’, ‘ବର୍ଷା ମାଇଁ ଡାର୍ଲି˚’, ‘ସିନ୍ଦୂର ନୁହେଁ ଖେଳ ଘର’, ‘କାଳଚକ୍ର’, ‘ମୋ କୋଳ ତୋ ଝୁଲଣା’ ଆଦି ହର ଅଭିନୀତ କିଛି ସଫଳ ଚଳଚ୍ଚିତ୍ର। ୧୯୯୦ରେ ତାଙ୍କର ପେସାଦାର ନିର୍ଦେଶକ ଜୀବନ ଆରମ୍ଭ ହୋଇଥିଲା। ନିର୍ଦେଶକ ଭାବେ ପ୍ରଥମ ଫିଲ୍ମ ଥିଲା- ‘ଦଇବ ଦଉଡ଼ି’। ତାହା ପରେ ‘କପାଳ ଲିଖନ’, ‘ଭାଗ୍ୟ ହାତେ ଡୋରି’, ‘ପୁଅ ମୋର ଭୋଳା ଶଙ୍କର’, ‘ପରଦେଶୀ ବାବୁ’, ‘ସାଥୀରେ’, ‘ବର୍ଷା ମାଇଁ ଡାର୍ଲି˚’, ‘ଅର୍ଜୁନ’ ଆଦି ଫିଲ୍ମ। ‘ଓମ ସାଇ ରାମ’ (୨୦୧୨) ନିର୍ଦେଶକ ଭାବେ ଶେଷ ଫିଲ୍ମ। ଅଭିନେତା ବନିବା ପୂର୍ବରୁ ସେ ନିର୍ଦେଶକ ଶିଶିର ମିଶ୍ରଙ୍କ ସହକାରୀ ଭାବେ କାମ କରିଥିଲେ; ଫିଲ୍ମଟି ଥିଲା ‘ସୁନା ସ˚ସାର’(୧୯୭୭)। ଅଭିନେତା ଜୀବନର ଅଧିକା˚ଶ ଫିଲ୍ମରେ ହର ଖଳନାୟକ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ। ‘ସାଥୀରେ’ ଥିଲା ଏକ ବ୍ୟତିକ୍ରମ; ଏଥିରେ ସେ ଚରିତ୍ର ଅଭିନେତା ଭାବେ ଅଭିନୟ କରି ସମସ୍ତଙ୍କୁ ଚମକାଇଦେଇଥିଲେ। ଏହାର ଏକ ସ˚ଳାପ- ‘ନାହିଁ ନାହିଁ ଆମ ଓଡ଼ିଶାରେ ଏମିତି ହୁଏନାହିଁ’ ବେଶ୍‌ ଲୋକପ୍ରିୟ ହୋଇଥିଲା। ‘ଉତ୍କଳ ସ˚ଗୀତ ମହାବିଦ୍ୟାଳୟ’ର ସେ ପ୍ରାକ୍ତନ ଛାତ୍ର। ‘ଶତାବ୍ଦୀର କଳାକାର’ ସହ ସ˚ପୃକ୍ତ ଥିଲେ।

  "/>

-+91-9937148622 |

prerana_bgr@rediffmail.com |

  Thursday 6th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଦୀର୍ଘଦିନର ଅବହେଳା ଓ ପାତରଅନ୍ତର ନୀତି ବିରୋଧରେ ଶିକ୍ଷକଙ୍କ କ୍ଷୋଭ: ଆସନ୍ତା ୧୬ରେ ଭୁବନେଶ୍ୱରରେ ମହାଆନ୍ଦୋଳନ, ଅତାବିରାରେ ବିଡିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର   (06-Aug-2026)       ||      ଭାଲୁପାଲି ଛକରେ ସଡ଼କ ଦୁର୍ଘଟଣା: ସାମ୍ବାଦିକା ଜସ୍ମିନ ମିଶ୍ରଙ୍କ ମୃତ୍ୟୁ   (05-Aug-2026)       ||      ଶିକ୍ଷକଙ୍କ ନ୍ୟାୟସଙ୍ଗତ ଦାବୀ ନେଇ ବଲାଙ୍ଗୀର ବିଡ଼ିଓ ଙ୍କ ଦ୍ୱାରସ୍ଥ ହେଲା ଓଷ୍ଟା ବଲାଙ୍ଗୀର ବ୍ଲକ ଶାଖା    (05-Aug-2026)       ||      ଖବର ଆଜିର♦️ ତାରିଖ:୦୫/୦୮/୨୬, ବୁଧବାର    (05-Aug-2026)       ||      ସ୍ୱାଧୀନତା ଦିବସ ଅବସରରେ ଜିଲ୍ଲାସ୍ତରୀୟ  ଓଡ଼ିଆ ବକ୍ତୃତା ପ୍ରତିଯୋଗିତା, ଆସନ୍ତାକାଲି ହେବ ଇଂରାଜୀ ବକ୍ତୃତା ପ୍ରତିଯୋଗିତା    (05-Aug-2026)       ||      ସମ୍ବଲପୁରରେ ଆଗାମୀ ଅଗଷ୍ଟ ୯ ରୁ ୧୭ ଯାଏଁ ବ୍ୟାପକ ଭାବେ ପାଳିତ ହେବ "ଘରେ ଘରେ ତିରଙ୍ଗା-୨୦୨୬" ଅଭିଯାନ, ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି    (05-Aug-2026)       ||      ସମ୍ବଲପୁରରେ ବେଆଇନ ଏଲପିଜି ସିଲିଣ୍ଡର ଜବତ, ୨ଟି ଦୋକାନ ଉପରେ ଚଢ଼ାଉ   (05-Aug-2026)       ||      ବରଗଡ଼ରେ ପଶ୍ଚିମ ଓଡ଼ିଶା ୱେବ୍ ମିଡିଆ ଆସୋସିଏସନର ଷଷ୍ଠ ବାର୍ଷିକ ଉତ୍ସବ ପାଳିତ   (05-Aug-2026)       ||      *ସୋନପୁର ଡାକ୍ତରଖାନାରେ ଚିକିତ୍ସା ଅବହେଳା ରୁ ଯୁବକ ଙ୍କ ମୃତ୍ୟୁ ଅଭିଯୋଗ ଘଟଣା*- *ସାମ୍ୱାଦିକ ଙ୍କୁ ଡାକ୍ତରଙ୍କ ଅଶୋଭନୀୟ ଆଚରଣ ପ୍ରଦର୍ଶନ ବିରୁଦ୍ଧ ରେ ଏସପି ଓ ସିଡିଏମଓ ଙ୍କୁ ଭେଟିଲେ ସାମ୍ବାଦିକ*- .   (05-Aug-2026)       ||      ସ୍ୱାଧୀନତା ଦିବସ-୨୦୨୬ ପାଳନ ସଂପର୍କରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରସ୍ତୁତି ବୈଠକ   (05-Aug-2026)       ||      ଓଡିଶା ଭରସା ଲେପ୍ରା ପ୍ରୋଜେକ୍ଟ ତରଫରୁ ପୋଷଣ ଖାଦ୍ୟ ବଣ୍ଟନ   (05-Aug-2026)       ||      ବିନିକା ବ୍ଲକ ଓ ନଗର କଂଗ୍ରେସର ସାଙ୍ଗଠନିକ ବୈଠକ   (05-Aug-2026)       ||      ମୁଦିପଡ଼ାରେ ପ୍ରଶାସନର ମିଳିତ ଉଚ୍ଛେଦ ଓ ସଫେଇ ଅଭିଯାନ: ଡ୍ରେନ୍‌ରୁ ଜବରଦଖଲ ହଟିବା ସହ ଜଳନିଷ୍କାସନ ବ୍ୟବସ୍ଥା ସୁଦୃଢ଼   (05-Aug-2026)       ||      ଓଏସଆରଟିସି (OSRTC) ସମ୍ବଲପୁର ଡିଭିଜନ ପକ୍ଷରୁ ସମ୍ବଲପୁର-ବିଶାଖାପାଟଣା ମଧ୍ୟରେ ନୂତନ ସିଧାସଳଖ ବସ୍ ସେବା ଆରମ୍ଭ   (05-Aug-2026)       ||      * *ଜିଲ୍ଲା ସ୍ତରୀୟ ଆଣ୍ଟି ଡେଙ୍ଗୁ ମାସ ଓ ଭେକ୍ଟର ବାହିତ ରୋଗ ଟାସ୍କ ଫୋର୍ସ ଉପରେ ସମୀକ୍ଷା ବୈଠକ*- -   (05-Aug-2026)       ||      *ବିଶ୍ବ ଯେତେବେଳେ ବି ଦିଗହରା ହୋଇଛି ବ୍ରାହ୍ମଣ ସମାଜ ର ହିଁ ମାର୍ଗଦର୍ଶନ ଲୋଡିଛି*- *ବକ୍ତା*-   (05-Aug-2026)       ||      ଲାଞ୍ଚ ଗ୍ରହଣ ଅଭିଯୋଗରେ ବରିଷ୍ଠ ରାଜସ୍ୱ ସହାୟକ ନିଲମ୍ବିତ   (05-Aug-2026)       ||      ସେବା,ସହଯୋଗ ଓ ମାନବିକତାର ବାର୍ତ୍ତା ନେଇ ଆରମ୍ଭ ହେଲା ଜୁନିଅର ରେଡ଼କ୍ରସ ତାଲିମ ଶିବିର"   (04-Aug-2026)       ||      କୁଷ୍ଠ ରୋଗ ଚି଼ହ୍ନଟି କରଣ ଅଭିଯାନ ପାଇଁ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି କାର୍ଯ୍ୟକ୍ରମ ଅନୁଷ୍ଠିତ   (04-Aug-2026)       ||      *ସୋନପୁର ଠାରେ ହାପ୍ ଡେଲି ଷ୍ଟୋର ର ଶୁଭ ଉଦ୍ଘାଟନ*-   (04-Aug-2026)       ||     

HOME   ମନୋରଞ୍ଜନ

ଆଜି ମନେ ପଡନ୍ତି ଅଭିନେତା, ଚିତ୍ରନାଟ୍ୟକାର ଓ ନିର୍ଦ୍ଦେଶକ ହର ପଟ୍ଟନାୟକ

12-Oct-2020

*ହର ପଟ୍ଟନାୟକ(ଜନ୍ମ: ୧୨ ଅକ୍‌ଟୋବର‌୍‌ ୧୯୫୮; ମୃତ୍ୟୁ:  ୧୩ ଜାନୁଆରି ୨୦୧୫) ଥିଲେ ଏକ ସଙ୍ଗେ ଅଭିନେତା, ଚିତ୍ରନାଟ୍ୟକାର ଓ ନିର୍ଦ୍ଦେଶକ। ଷାଠିଏଟି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ଏବ˚ ଊଣେଇଶଟିର ନିର୍ଦେଶନା ଦେଇଥିଲେ। ଅନୁଭବ ମହାନ୍ତି, ସବ୍ୟସାଚୀ ମିଶ୍ର ଓ ବାବୁଶାନ ଆଦିଙ୍କୁ ସେ ରୁପେଲି ପରଦାକୁ ଆଣିଥିଲେ। ମାତ୍ର ଛପନ ବର୍ଷ ବୟସରେ କର୍କଟାକ୍ରାନ୍ତ ହୋଇ, ତାଙ୍କର ଜୀବନ-ଦୀପ ଲିଭିଯାଇଥିଲା। ‘ଜୀବନ ସ˚ଗ୍ରାମ’ ଥିଲା ହର ଅଭିନୀତ ପ୍ରଥମ ଚଳଚ୍ଚିତ୍ର। ‘ସହରୀ ବାଘ’, ‘ସୁନା ଚଢେ଼ଇ’, ‘କୁରୁକ୍ଷେତ୍ର’, ‘ଛାତି ଚିରିଦେଲେ ତୁ’, ‘ପାଗଳ ପ୍ରେମୀ’, ‘ଅଗ୍ନି ପରୀକ୍ଷା’, ‘ଅର୍ଜୁନ’, ‘ବର୍ଷା ମାଇଁ ଡାର୍ଲି˚’, ‘ସିନ୍ଦୂର ନୁହେଁ ଖେଳ ଘର’, ‘କାଳଚକ୍ର’, ‘ମୋ କୋଳ ତୋ ଝୁଲଣା’ ଆଦି ହର ଅଭିନୀତ କିଛି ସଫଳ ଚଳଚ୍ଚିତ୍ର। ୧୯୯୦ରେ ତାଙ୍କର ପେସାଦାର ନିର୍ଦେଶକ ଜୀବନ ଆରମ୍ଭ ହୋଇଥିଲା। ନିର୍ଦେଶକ ଭାବେ ପ୍ରଥମ ଫିଲ୍ମ ଥିଲା- ‘ଦଇବ ଦଉଡ଼ି’। ତାହା ପରେ ‘କପାଳ ଲିଖନ’, ‘ଭାଗ୍ୟ ହାତେ ଡୋରି’, ‘ପୁଅ ମୋର ଭୋଳା ଶଙ୍କର’, ‘ପରଦେଶୀ ବାବୁ’, ‘ସାଥୀରେ’, ‘ବର୍ଷା ମାଇଁ ଡାର୍ଲି˚’, ‘ଅର୍ଜୁନ’ ଆଦି ଫିଲ୍ମ। ‘ଓମ ସାଇ ରାମ’ (୨୦୧୨) ନିର୍ଦେଶକ ଭାବେ ଶେଷ ଫିଲ୍ମ। ଅଭିନେତା ବନିବା ପୂର୍ବରୁ ସେ ନିର୍ଦେଶକ ଶିଶିର ମିଶ୍ରଙ୍କ ସହକାରୀ ଭାବେ କାମ କରିଥିଲେ; ଫିଲ୍ମଟି ଥିଲା ‘ସୁନା ସ˚ସାର’(୧୯୭୭)। ଅଭିନେତା ଜୀବନର ଅଧିକା˚ଶ ଫିଲ୍ମରେ ହର ଖଳନାୟକ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ। ‘ସାଥୀରେ’ ଥିଲା ଏକ ବ୍ୟତିକ୍ରମ; ଏଥିରେ ସେ ଚରିତ୍ର ଅଭିନେତା ଭାବେ ଅଭିନୟ କରି ସମସ୍ତଙ୍କୁ ଚମକାଇଦେଇଥିଲେ। ଏହାର ଏକ ସ˚ଳାପ- ‘ନାହିଁ ନାହିଁ ଆମ ଓଡ଼ିଶାରେ ଏମିତି ହୁଏନାହିଁ’ ବେଶ୍‌ ଲୋକପ୍ରିୟ ହୋଇଥିଲା। ‘ଉତ୍କଳ ସ˚ଗୀତ ମହାବିଦ୍ୟାଳୟ’ର ସେ ପ୍ରାକ୍ତନ ଛାତ୍ର। ‘ଶତାବ୍ଦୀର କଳାକାର’ ସହ ସ˚ପୃକ୍ତ ଥିଲେ।

News Comment

Photo in News

Advertisment
Lastest News
  ଜିଲ୍ଲା  
ଦୀର୍ଘଦିନର ଅବହେଳା ଓ ପାତରଅନ୍ତର ନୀତି ବିରୋଧରେ ଶିକ୍ଷକଙ୍କ କ୍ଷୋଭ: ଆସନ୍ତା ୧୬ରେ ଭୁବନେଶ୍ୱରରେ ମହାଆନ୍ଦୋଳନ, ଅତାବିରାରେ ବିଡିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର   06-Aug-2026
ଭାଲୁପାଲି ଛକରେ ସଡ଼କ ଦୁର୍ଘଟଣା: ସାମ୍ବାଦିକା ଜସ୍ମିନ ମିଶ୍ରଙ୍କ ମୃତ୍ୟୁ   05-Aug-2026
  ଜିଲ୍ଲା  
ଶିକ୍ଷକଙ୍କ ନ୍ୟାୟସଙ୍ଗତ ଦାବୀ ନେଇ ବଲାଙ୍ଗୀର ବିଡ଼ିଓ ଙ୍କ ଦ୍ୱାରସ୍ଥ ହେଲା ଓଷ୍ଟା ବଲାଙ୍ଗୀର ବ୍ଲକ ଶାଖା   05-Aug-2026
  ଜିଲ୍ଲା  
ଖବର ଆଜିର♦️ ତାରିଖ:୦୫/୦୮/୨୬, ବୁଧବାର   05-Aug-2026
  ଜିଲ୍ଲା  
ସ୍ୱାଧୀନତା ଦିବସ ଅବସରରେ ଜିଲ୍ଲାସ୍ତରୀୟ  ଓଡ଼ିଆ ବକ୍ତୃତା ପ୍ରତିଯୋଗିତା, ଆସନ୍ତାକାଲି ହେବ ଇଂରାଜୀ ବକ୍ତୃତା ପ୍ରତିଯୋଗିତା    05-Aug-2026
  ଜିଲ୍ଲା  
ସମ୍ବଲପୁରରେ ଆଗାମୀ ଅଗଷ୍ଟ ୯ ରୁ ୧୭ ଯାଏଁ ବ୍ୟାପକ ଭାବେ ପାଳିତ ହେବ "ଘରେ ଘରେ ତିରଙ୍ଗା-୨୦୨୬" ଅଭିଯାନ, ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି   05-Aug-2026
  ଜିଲ୍ଲା  
ସମ୍ବଲପୁରରେ ବେଆଇନ ଏଲପିଜି ସିଲିଣ୍ଡର ଜବତ, ୨ଟି ଦୋକାନ ଉପରେ ଚଢ଼ାଉ   05-Aug-2026
  ଜିଲ୍ଲା  
ବରଗଡ଼ରେ ପଶ୍ଚିମ ଓଡ଼ିଶା ୱେବ୍ ମିଡିଆ ଆସୋସିଏସନର ଷଷ୍ଠ ବାର୍ଷିକ ଉତ୍ସବ ପାଳିତ   05-Aug-2026
  ଜିଲ୍ଲା  
*ସୋନପୁର ଡାକ୍ତରଖାନାରେ ଚିକିତ୍ସା ଅବହେଳା ରୁ ଯୁବକ ଙ୍କ ମୃତ୍ୟୁ ଅଭିଯୋଗ ଘଟଣା*- *ସାମ୍ୱାଦିକ ଙ୍କୁ ଡାକ୍ତରଙ୍କ ଅଶୋଭନୀୟ ଆଚରଣ ପ୍ରଦର୍ଶନ ବିରୁଦ୍ଧ ରେ ଏସପି ଓ ସିଡିଏମଓ ଙ୍କୁ ଭେଟିଲେ ସାମ୍ବାଦିକ*- .   05-Aug-2026
  ଜିଲ୍ଲା  
ସ୍ୱାଧୀନତା ଦିବସ-୨୦୨୬ ପାଳନ ସଂପର୍କରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରସ୍ତୁତି ବୈଠକ   05-Aug-2026
  ଜିଲ୍ଲା  
ଓଡିଶା ଭରସା ଲେପ୍ରା ପ୍ରୋଜେକ୍ଟ ତରଫରୁ ପୋଷଣ ଖାଦ୍ୟ ବଣ୍ଟନ   05-Aug-2026
  ଜିଲ୍ଲା  
ବିନିକା ବ୍ଲକ ଓ ନଗର କଂଗ୍ରେସର ସାଙ୍ଗଠନିକ ବୈଠକ   05-Aug-2026

You Might Also Like

  ମନୋରଞ୍ଜନ  

Jj

  ମନୋରଞ୍ଜନ  

Nnm