-+91-9937148622 |

prerana_bgr@rediffmail.com |

  Tuesday 22nd September 2026 |

| | | |

R.N.I. Regd No. ODIODI/2010/46693

Breaking News

ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ    (21-Sep-2026)       ||      ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||      ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   (21-Sep-2026)       ||      *ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||      ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||     

HOME   ଜିଲ୍ଲା

ପଞ୍ଚାୟତ ସମିତି ବୈଠକ ରେ ତରଭା କୁ ଉପ ଖଣ୍ଡ ମାନ୍ୟତା ଦାବି ଉଠିଲା

09-May-2026



ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ ) ତରଭା ପଞ୍ଚାୟତ ସମିତି ବୈଠକ ରେ ପଞ୍ଚାୟତ ମାନଙ୍କ ରେ ଲାଗି ରହିଥିବା  ଉନ୍ନତି ମୂଳକ କାର୍ଯ୍ୟ, ପାଣି, ବିଦ୍ୟୁତ ସହ  ବିଭିନ୍ନ ସମସ୍ୟା ସମାଧାନ ହେଉ ନ ଥିବା ଯୋଗୁଁ ନିର୍ବାଚିତ ଜନ ପ୍ରତିନିଧି ଙ୍କ ଅସନ୍ତୋଷପ୍ରକାଶ ପାଇଥିଲା I  ତରଭା ଥାନା ଅଞ୍ଚଳ କୁ ନେଇ ତରଭା ଉପଖଣ୍ଡ ମାନ୍ୟତା ଦାବି ଉଠିବା ସହ ପ୍ରସ୍ତାବ ଗୃହୀତ ହୋଇ ଥିଲା I ପଞ୍ଚାୟତ ସମିତି ସଭା ଗୃହ ରେ ବ୍ଲକ ଅଧ୍ୟକ୍ଷ ସରୋଜ କମ୍ପ ଙ୍କ ଅଧକ୍ଷତାରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇ ଥିଲା  i ଏହି ବୈଠକ ରେ ତରଭା ବ୍ଲକ ର ଜିଲ୍ଲା ପରିଷଦ ସଭ୍ୟା  ଅଞ୍ଜଳି କମ୍ପ, ଶକୁନ୍ତଳା ପୃଷ୍ଟି, ବ୍ଲକ ଉପାଧ୍ୟାକ୍ଷା ଦ୍ୱାଦଶୀ କୁଅଁର, ବଲାଙ୍ଗୀର ସାଂସଦ ପ୍ରତିନିଧି ବିମଳ ମିଶ୍ର, ସୋନପୁର ବିଧାୟକ ପ୍ରତିନିଧି ଦଶରଥ ସାହୁ ମଞ୍ଚାସିନ ହୋଇ ଥିଲେ I ତରଭା ବ୍ଲକ ର ସମସ୍ତ ସରପଞ୍ଚ, ସମିତି ସଭ୍ୟ ନିଜ ପଞ୍ଚାୟତ ରେ ରହି ଥିବା  ସମସ୍ୟା ର ସମାଧାନ, ବ୍ଲକ ର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ପନ୍ଥା ଦୃଷ୍ଟି ଆକର୍ଷଣ କରି ମତ ରଖିଥିଲେ I  ବିଭିନ୍ନ ପଞ୍ଚାୟତ ମାନଙ୍କରେ ବିଭିନ୍ନ ସ୍ଥାନ ରେ ସରପଞ୍ଚ ମାନଙ୍କ ବିନା ଜ୍ଞାତ ସାର ରେ ବଲବ ଲଗାଯାଉଛି ଗୋଟିଏ ସଂସ୍ଥା, ବିଲ ନେଉଛି ଗୋଟିଏ ସଂସ୍ଥା, ଲାଇନ ଦେଉଛି ଗୋଟିଏ ସଂସ୍ଥା, ହେଲେ ଏହାର ମରାମତି ପାଇଁ କୌଣସି ସଂସ୍ଥା ଦାୟିତ୍ୱ ନିର୍ବାହ କରୁନାହାନ୍ତି I ହେଲେ  ବିଲ୍ ନେଲା ବେଳେ ସରପଞ୍ଚ ଙ୍କତଣ୍ଟି  ଚିପୁଛନ୍ତି  ବିଦ୍ୟୁତ ବିଭାଗ ବୋଲି ସରଗଜ ସରପଞ୍ଚ ନର୍ମଦା ମିଶ୍ର ଯୁକ୍ତି କରିଥିଲେ I  ଅନେକ  ସ୍ଥାନ ରେ ବଲବ ଜଳୁ ନାହିଁ କିନ୍ତୁ ବିଲ୍ ଦେବା କୁ ପଡୁଛି, ଅନେକ ସ୍ଥାନରେ ମିଟର ମଧ୍ୟ୍ୟ ଲଗାଯାଉ ନାହିଁ,  ଆସନ୍ତା ବର୍ଷ ରୁ ବିଲ୍ ଦିଆଯିବ ନାହିଁ ବୋଲି ସରପଞ୍ଚ ମାନେ ମତ ରଖିଥିଲେ I  ଚୂଡ଼ା ଖାଇପାହାଡ଼, ବାରପାହାଡ଼ ଅଞ୍ଚଳ ରେ ବନ ବିଭାଗ ପକ୍ଷରୁଅଧିକ ଗଛ ଲଗାନ୍ତୁ ବୋଲି ପ୍ରସ୍ତାବ ଦିଆଯାଇଥିଲା I ଶେଷରେ ସରଗଜ ସରପଞ୍ଚ ନର୍ମଦା ମିଶ୍ର ତରଭା କୁ ଉପଖଣ୍ଡ ମାନ୍ୟତା ଦିଆଯାଉ ବୋଲିସମିତି ବୈଠକ ରେ  ଏକ ପ୍ରସ୍ତାବ ଗୃହୀତ କରା ଯିବା ପାଇଁ ଦାବି  ଆଗତ କରିଥିଲେ I ଏହି  ପ୍ରସ୍ତାବ ଉପରେ ସରପଞ୍ଚ ଅଶ୍ୱନୀ ବିଶି, ସମିତି ସଭ୍ୟ ରାମ ସାହୁ ସମର୍ଥନ କରିଥିଲେ I ଏହି ବୈଠକ ରେ ପୂର୍ବ ବୈଠକର ବିବରଣୀ ପଠନ ଓ ଦୃଢୀକରଣ, ବିଭିନ୍ନ ଉନ୍ମୟନ ମୂଳକ କାର୍ଯ୍ୟକ୍ରମନେଇ ଆଲୋଚନା, ସ୍ବାସ୍ଥ୍ୟ ବିଭାଗ,କୃଷି ବିଭାଗ ଏବଂ ଉଦ୍ୟାନ କୃଷି ବିଭାଗ,ପାନୀୟ ଜଳ ଯୋଗାଣ ଓ ଜଳ ପରିମଳ
 ମୂଭିକା ସଂରକ୍ଷଣ ଓ ଜଳ ବିଭାଜିକା, ବିଦ୍ୟୁତ୍ ବିଭାଗ,ଜଙ୍ଗଲ ବିଭାଗ,ପ୍ରାଣୀଧନ ଚିକିତ୍ସା ବିଭାଗ, ଶିଶୁ ବିକାଶ ଓ ମହିଳା ସଶକ୍ତି କରଣ ବିଭାଗ,ସାଧାରଣ ବଣ୍ଟନ ବ୍ୟବସ୍ଥା,ସାମାଜିକ ସୁରକ୍ଷା ଓ ଭିନ୍ନ‌କ୍ଷମ ସଶକ୍ତିକରଣ ବିଭାଗ, ଶିକ୍ଷା ବିଭାଗ
 ଅନ୍ୟାନ୍ୟକାର୍ଯ୍ୟ ଉପରେ ଆଲୋଚନାହୋଇ ଥିଲା  I ନିର୍ବାଚିତ ପ୍ରତିନିଧି  ଘନଶ୍ୟାମ ଡାଙ୍ଗ,ମୁଜଲିଲିମମହମ୍ମଦ ,ମନମୋହନ ସାହୁ , ସୁରୁବାବୁଦେହେରି , ରାମ ସାହୁ, ମନୋଜ ପଣ୍ଡା,ଅଶ୍ୱନୀ ବିଶି, ସୁଦାମ ଦୀପ, ଙ୍କ ସହ ସହ କାରିଯନ୍ତ୍ରୀ ସବୁ ନାଥ ମାଝୀ, ବିଭିଓ,ହରିହର ଧରୁଆ,ସତ୍ୟ ନାରାୟଣ ମହାପାତ୍ର, ସମସ୍ତ ପିଇଓ,, ଏବଂ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ I ତରଭା ବିଡ଼ିଓ ଶିବା ନନ୍ଦ କର୍ମୀ ଧନ୍ୟବାଦ ଦେଇଥିଲେ I


News Comment




Photo in News

Advertisment
Lastest News
  ଜିଲ୍ଲା  
ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ   21-Sep-2026
  ଜିଲ୍ଲା  
ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   21-Sep-2026
  ଜିଲ୍ଲା  
ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   21-Sep-2026
  ଜିଲ୍ଲା  
ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   21-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   21-Sep-2026
  ଜିଲ୍ଲା  
ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   21-Sep-2026
  ଜିଲ୍ଲା  
ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   21-Sep-2026
  ଜିଲ୍ଲା  
ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   21-Sep-2026
  ଜିଲ୍ଲା  
ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   21-Sep-2026
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026

You Might Also Like