-+91-9937148622 |
prerana_bgr@rediffmail.com |
Monday 27th April 2026 |
R.N.I. Regd No. ODIODI/2010/46693
Breaking News
27-Apr-2026
(ରଂଜିତ ମହାନ୍ତି )
ବରୀ, ଓଡ଼ିଶା କ୍ରିକେଟ୍ ଆସୋସିଏସନରେ ଓଡ଼ିଶା କ୍ରିକେଟ୍ ଅମ୍ପାୟାର ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ବରୀର ବିଶ୍ବଜିତ ପତି I ବିଶ୍ବଜିତ ଅନ୍ୟାସୀପୁର ଗ୍ରାମର ବିଦ୍ୟାଧର ପତିଙ୍କ ପୁଆ ୨୦୨୫ ମସିହା ଅଗଷ୍ଟ ମାସରେ ଏଥିପାଇଁ ସେ ପରୀକ୍ଷା ଦେଇଥିଲେ | ଓଡ଼ିଶାରୁ ମୋଟ ୧୩୬ ଜଣ ପରୀକ୍ଷା ଦେଇଥିବା ବେଳେ ଏ ଗ୍ରେଡ୍ରେ ପ୍ରଥମ ୨୦ ଜଣ ମଧ୍ୟରେ ୧୧ ନମ୍ବର ରହି ବିଶ୍ଵଜିତ୍ ଯୋଗ୍ୟ ବିବେଚିତ ହୋଇଛନ୍ତି। ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ବିଭିନ୍ନ ମହଲରୁ ତାଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଛି।