-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
23-Apr-2026
(ପ୍ରିୟଦର୍ଶିନୀ ପାତ୍ର)
ନବରଙ୍ଗପୁର:ଡାବୁଗାଁ ବ୍ଲକ ର ଜଣେ ସାମ୍ବାଦିକ ତଥା ସମାଜ ସେବୀ ସୁଶାନ୍ତ ପଣ୍ଡା । ତାଙ୍କୁ ସବୁବେଳେ ସମାଜ ସେବା କରିବା ପାଇଁ ଭଲ ଲାଗେ ତାହାର ଜ୍ୱଳନ୍ତ ଉଦାହରଣ ଆଜି ଦେଖାଗଲା । ଡାବୁଗାଁ ବ୍ଲକ କୁ ଜଣେ ବୃଦ୍ଧ ବିନା କୌଣସି ସାହାରା ରେ ବସି ବସି ଆସୁଥିବା ସମୟରେ ସମାଜ ସେବୀ ସୁଶାନ୍ତ ପଣ୍ଡା ଓ ଆଇନଜୀବୀ ମିହିର ସଙ୍କର ପାତ୍ର ତାଙ୍କ ନିକଟକୁ ପହଞ୍ଚି ତାଙ୍କ ସୁବିଧା ଅସୁବିଧା ବିସୟରେ ପଚାରି ବୁଝିଥିଲେ । ପରେ ଡାବୁଗାଁ ବିଡିଓ ଙ୍କ ପାଖକୁ ଯାଇ ସେହି ବୃଦ୍ଧ ଙ୍କ ଅସୁବିଧା ବିସୟରେ କହି ତାହାର ସମସ୍ତ ପ୍ରକାର ର ସୁବିଧା କିପରୀ ହେବ ସେ ନେଇ ଆଲୋଚନା କରିଥିଲେ । ପରେ ସମାଜ ସେବି ଶ୍ରୀ ପଣ୍ଡା ଓ ବରିଷ୍ଠ ଆଇନଜୀବୀ ଶ୍ରୀ ପାତ୍ର ଏକ ଅଟୋ ସାହାଯ୍ୟରେ ବୃଦ୍ଧ ଙ୍କୁ ଘରକୁ ନେଇ ଛାଡିଥିଲ