-+91-9937148622 |
prerana_bgr@rediffmail.com |
Saturday 26th September 2026 |
R.N.I. Regd No. ODIODI/2010/46693
Breaking News
06-Feb-2021
ବଲାଙ୍ଗିର, ଓଡିଶା ଅଭିଭାବକ ମହାସଂଘ ନିର୍ଦ୍ଦେଶ ଅନୁସାରେ ବଲାଙ୍ଗିର ଜିଲ୍ଲା ଅଭିଭାବକ ମହାସଂଘ ର ସଂଯୋଜକ ଚକ୍ରପାଣି ମିଶ୍ର ଙ୍କ ସଭାପତିତ୍ବରେ ଆଜି ବଲାଙ୍ଗିର ଏମ୍ . ବି. ଧର୍ମଶାଳା ଠାରେ ବଲାଙ୍ଗୀର ଲିଟିଲ୍ ଫ୍ଲାୱର୍ ସ୍କୁଲ ର ଅଭିଭାବକ ମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା.. ଏଲଏଫଏସ ରେ ଛାତ୍ରଛାତ୍ରି ମାନକଂ ସହ ହେଉଥିବା ବିଭିନ୍ନ ସମସ୍ୟା ବିଷୟରେ ଆଲୋଚାନ ହେବା ସହ ଅଭିଭାବକମାନେ ନିଜନିଜର ମତ ରଖିଥିଲେ.. ପରେ ଏକ ୧୫ଜଣିଆଁ କମିଟି ଗଠନ କରାଯାଇଥିଲା ଏବଂ ଏହି କମିଟି ବହୁ ଶିଘ୍ର ସ୍କୁଲ କତୃପକ୍ଷକଂ ସହ ଆଲୋଚନାକରି ସମାଧାନର ବାଟ କଢାଯିବାକୁ ନିଷ୍ପତ୍ତି ହୋଇଥିଲା ।