-+91-9937148622 |

prerana_bgr@rediffmail.com |

  Saturday 4th July 2026 |

| | | |

R.N.I. Regd No. ODIODI/2010/46693

Breaking News

କଟକ ଚାଉଳିଆଗଞ୍ଜ ଥାନା ଅଧିକାରୀ ବିୟୁଟି ମହାନ୍ତିଙ୍କ ଆତ୍ମହତ୍ୟା ଏବେ ସନ୍ଧେହ ଘରରେ ?   (04-Jul-2026)       ||      କଟକ ଚାଉଳିଆଗଞ୍ଜ ଥାନା ଅଧିକାରୀ ବିୟୁଟି ମହାନ୍ତିଙ୍କ ଆତ୍ମହତ୍ୟା ଏବେ ସନ୍ଧେହ ଘରରେ ?   (04-Jul-2026)       ||      ପ୍ରତ୍ୟେକ ଯୋଗ୍ୟ ପରିବାରକୁ ପକ୍କା ଘର♦️ ବାରିପଦାରେ ୬୧ ଜଣ ହିତାଧିକାରୀଙ୍କୁ PMAY-U 2.0 କାର୍ଯ୍ୟାଦେଶ ପ୍ରଦାନ   (04-Jul-2026)       ||      କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ କେନ୍ଦ୍ରର ସ୍ୱୀକୃତି : ଭାରତ ସରକାରଙ୍କୁ ବରଗଡ଼ ସାଂସଦଙ୍କ କୃତଜ୍ଞତା   (04-Jul-2026)       ||      ନିର୍ଦ୍ଧାରିତ ଦର ଠାରୁ ଅଧିକ ପାର୍କିଂ ଦେୟ ନେଉଥିବା ଅଭିଯୋଗ ପରେ ବରପାଲି ରେଳ ପାର୍କିଂ ଠିକାଦାର କ୍ଷମା ପ୍ରାର୍ଥନା କଲେ    (04-Jul-2026)       ||      ଖରସ୍ରୋତା ମହାବିଦ୍ୟାଳୟରେ ‘ଭାରତୀୟ ଜ୍ଞାନ ପରମ୍ପରାରେ ପରିବେଶ ବିଜ୍ଞାନ’ ଉପରେ ରାଜ୍ୟସ୍ତରୀୟ ଆଲୋଚନାଚକ୍ର   (04-Jul-2026)       ||      ସୌଭିକଙ୍କ ସପକ୍ଷରେ ବାହାରିଲା ଓଡ଼ିଶା କ୍ରାନ୍ତି ମଞ୍ଚ ନିମକ ହାରାମିକୁ ଉଚିତ ଜବାବ ଦିଆଯିବ ।   (04-Jul-2026)       ||      ପିଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ ପାଳିତ:ଶପଥ ପାଠ ଓ କୁଇଜ ମାଧ୍ୟମରେ ସଚେତନତା    (03-Jul-2026)       ||      ମାୟାବର୍ହ୍। ଉଚ୍ଚ ବିଦ୍ୟାଳୟ ଠାରେ ବନମହୋତ୍ସବ ସପ୍ତାହ ପାଳିତ ପ୍ରକୃତି ମିତ୍ର ସ୍କୁଲ ଭାବରେ ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକ ଗର୍ବିତ   (03-Jul-2026)       ||      ମାୟାବର୍ହ୍। ଉଚ୍ଚ ବିଦ୍ୟାଳୟ ଠାରେ ବନମହୋତ୍ସବ ସପ୍ତାହ ପାଳିତ ପ୍ରକୃତି ମିତ୍ର ସ୍କୁଲ ଭାବରେ ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକ ଗର୍ବିତ   (03-Jul-2026)       ||      କୁତୁର୍ଲା ପେକ୍ସ ପରିଦର୍ଶନ କଲେ ନରସିଂହ♦️ ଧାନ ବିକ୍ରିର ଶେଷ ଦିନରେ ମଧ୍ୟ ଉଠିପାରୁନାହିଁ ଚାଷୀଙ୍କ ଧାନ♦️୧୮ ଜଣ ଚାଷୀଙ୍କ ଆସିନାହିଁ ଟୋକନ, ଚାଷୀ ହତାଶ   (03-Jul-2026)       ||      ଭାରତ ନିର୍ବାଚନ ଆୟୋଗଙ୍କ ଦ୍ଵାରା ଗଣମାଧ୍ୟମ ଏବଂ ସମ୍ପର୍କିତ ସମ୍ମିଳନୀ♦️ ଓଡ଼ିଶାରୁ ସୂଚନା ଓ ଲୋକସମ୍ପର୍କ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ୧୩ଜଣ ଡିଆଇପିଆରଓ ଙ୍କ ଯୋଗଦାନ    (03-Jul-2026)       ||      ଶ୍ରୀ ଶ୍ରୀ ଦଧିବାମନଙ୍କ ରଥଯାତ୍ରା ପାଇଁ ପ୍ରଶାସନିକ ପ୍ରସ୍ତୁତି: ଆସନ୍ତା ୧୬ରେ ଶ୍ରୀଗୁଣ୍ଡିଚା ଏବଂ ୨୫ରେ ବାହୁଡା଼ ଯାତ୍ରା   (03-Jul-2026)       ||      ଓଡ଼ିଶାରେ ଭୋଟର ତାଲିକା ର ସ୍ୱତନ୍ତ୍ର ସଘନ ସଂଶୋଧନ ପାଇଁ ୧୦ ଜଣ ବରିଷ୍ଠ  ଆଇ ଏ ଏସ ଅଧିକାରୀ ଭୋଟର ତାଲିକା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ    (03-Jul-2026)       ||      ଜାପାନୀ ସଂସ୍ଥା ସହ ଐତିହାସିକ ଚୁକ୍ତି, ଗ୍ରୀନ୍ ଏନର୍ଜି କ୍ଷେତ୍ରରେ ଜାପାନୀ ବ୍ୟବସାୟୀକ ନେତୃବୃନ୍ଦଙ୍କ ସହ ସହଭାଗିତା, ରାଜ୍ୟରେ ହେବ ବ୍ୟାପକ ପୁଞ୍ଜିନିବେଶ   (03-Jul-2026)       ||      କମଗାଁ ମହାବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରେମାନନ୍ଦ ପଟେଲଙ୍କ ସେବା ନିବୃତ୍ତ,   (03-Jul-2026)       ||      ଅବସରନେଲେ ମୁଖ୍ୟମନ୍ତ୍ରୀ ପୁରସ୍କାରପ୍ରାପ୍ତ ପ୍ରଧାନଶିକ୍ଷକ ଦିଲ୍ଲୀପ ମହାନ୍ତି    (03-Jul-2026)       ||      ମାୟାବର୍ହ୍। ହାଇସ୍କୁଲରେ ଜାତୀୟ ବିଦ୍ୟୁତ୍ ସୁରକ୍ଷା ସପ୍ତାହ ପାଳିତ   (03-Jul-2026)       ||      ଝରୀଗାଁ ତହସିଲଦାର ଙ୍କ ବିରଦ୍ଧରେ ଥାନରେ ଲିଖିତ ଅଭିଯୋଗ*   (03-Jul-2026)       ||      ଭି.ବି.-ଜି ରାମ ଜି (VB-G RAM G) ଅଧିନିୟମ–୨୦୨୫’ର ସଫଳ କାର୍ଯ୍ୟକାରିତା ଏବଂ ଏହା ସମ୍ପର୍କରେ ବ୍ୟାପକ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଶୁଭାରମ୍ଭ କାର୍ଯ୍ୟକ୍ରମ    (02-Jul-2026)       ||     

HOME   ଜିଲ୍ଲା

ରଜକ ସେବା ସଂଘର ବାର୍ଷିକ ସମ୍ମିଳନୀ: ଶିକ୍ଷା, ସଂକୃତି, ଅର୍ଥନୀତି ସୁଧାର ହେଲେ ସମାଜର ଉନ୍ନତି ହେବ

30-Mar-2026



ତରଭା(କପିଳାସ ସେଠ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ଆର ଏମ ସି ପରିସରରେ ପଶ୍ଚିମ ଓଡିଶା ରଜକ ସେବା ସଂଘର ବାର୍ଷିକ ସମ୍ମିଳନୀ ୨ ଦିନ ଧରି ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ପଶ୍ଚିମ ଓଡିଶାର ୯ ଗୋଟି ଜିଲ୍ଲାର ରଜକ ସମାଜର  ହଜାର ହଜାର ରଜକ ମହିଳା ଓ ପୁରୁଷ ସାମିଲ ହୋଇଥିଲା । ରଜକ ସମାଜ ବାର୍ଷିକ ସମ୍ମିଳନୀର ଦ୍ୱିତୀୟ ଦିନରେ କଳାହାଣ୍ଡି ଜିଲ୍ଲା ରଜକ ସମାଜ ସଭାପତି ବସନ୍ତ ସେଠୀ ଙ୍କ ଅଧକ୍ଷତା ରେ ଭାରତୀୟ ପ୍ରଶାସନିକ ସେବା ପୂର୍ବତନ ଅଧୁକାରୀ ତଥା ପୂର୍ବତନ ପଶ୍ଚିମ ଓଡିଶା ବିକାଶ ପରିଷଦ ସିଇଓ, ପ୍ରେମାନିଧି ସେଠ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ରଜକ ସମାଜର ଶିକ୍ଷା, ଓଅର୍ଥନୀତି ସ୍ଥିତି ସୁଧାର ଆଣିବା, ଶିକ୍ଷା, ସଂସ୍କାର,  ସଂସ୍କୃତି ରହିଲେ ସମାଜ ର ଉନ୍ନତି ହେବ  I ନିଶା ମୁକ୍ତ, କୁସଂସ୍କାର ଲୋପ ର ଆବଶ୍ୟତା ରହିଛି I ଏଥି ପାଇଁ ସମାଜର ମା ବାପା ଙ୍କ ଭୂମିକା ଅତି ଗରୁତ୍ୱ ପୂର୍ଣ୍ଣ ଭୂମିକା ରହିଛି I  ସମାଜର ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ସୁଦୃଢ କରିବା ସହ  ସମାଜକୁ ରାଜ୍ୟ ଓ ଦେଶରେ ବିକାଶର ଧାରା ସହିତ ସମସ୍ତ ରଜକ ଭାଇ ଭଉଣୀ ଉଦ୍ୟମ କରିବାରେ ସହଭାଗିତା ନିତାନ୍ତ ଆବଶ୍ୟକରହିଛି। ପଶ୍ଚିମ ଓଡିଶାର ରଜକ ସମାଜରେ ନିକଟସ୍ଥ ବୌଦ୍ଧ ଜିଲ୍ଲାର ରଜକ ସମାଜକୁ ସାମିଲ କରିବା ପାଇଁ ପ୍ରେମନିଧି ସେଠ ପରାମର୍ଶ ଦେଇଥିଲେ I ଏହି ଅବସରେ କେନ୍ଦ୍ରୀୟ କମିଟି ସଭାପତି ରାଜେଶ ସେଠ, ସମ୍ପଦକ ଜୟକୃଷ୍ଣ ସେଠ, ସମ୍ବଲପୁର ରଜକ ସମାଜ ସଭାପତି ରମେଶ ଚନ୍ଦ୍ର ସେଠ,ବରଗଡ଼ ସଭାପତି ଉମେଶ ଚନ୍ଦ୍ର ସେଠ, ଝାରସୁଗୁଡା ସଭାପତି ଚନ୍ଦ୍ରମଣି ସେଠ, ବଲାଙ୍ଗୀର ଜିଲ୍ଲା ସମ୍ପାଦକ ଶେଖର ସେନ  ସେଠ, ସୁନ୍ଦରଗଡ଼ ଜିଲ୍ଲା ସଭାପତି ପ୍ରତାପ କୁମାର ବେଜି,ଉପସଭାପତି ପ୍ରଭାସିନୀ ସେଠ,କେନ୍ଦ୍ରୀୟ ସମ୍ପାଦକ କୁଲଦୀପ ସେଠ, ସମୀକ୍ଷକ ବ୍ରଜ କିଶୋର ସେଠ,ଦୟାସାଗର ସେଠ,କିଶୋର ଚନ୍ଦ୍ର ସେଠ, ନୂଆ ପଡା ଜିଲ୍ଲା ସଭାପତି ଲୋକନାଥ ସେଠୀ, ସୁବର୍ଣ୍ଣପୁର ଜିଲ୍ଲା ସମ୍ପାଦକ କପିଳାସ ସେଠ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦାନ କରି ମଞ୍ଚାସୀନ ହୋଇ ଥିଲେ I ଏହି ଅବସରରେ ରଜକ ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ  ମୁଖ୍ୟ ଅତିଥି ପ୍ରେମକ୍ଷନିଧୂ ସେଠ, ଏମସିଡିଜି  ସଂଜୀବ କୁମାର ସେଠି, ପ୍ରଶାସନିକ ଅଧିକାରୀ ରଜନୀ କାନ୍ତ ସେଠ, ଡ଼ ଆଦର୍ଶ ସେଠି, ଡ଼ ଆରତୀ ସେଠି, ଡ଼ ଜନ୍ମେଜୟ ସେଠ, କ୍ରିଷ୍ଣା ମୟୀ ସେଠ,  ବୈକୁଣ୍ଠ ନାଥ ସେଠ, ହରିଶ କୁମାର ସେଠୀ, ଉଦୟ କୁମାର ସେଠୀ, ମାନସ କୁମାର ସେଠୀ ଭୁବନା ନନ୍ଦ ସେଠୀ, ଭକ୍ତ ବନ୍ଧୁ ସେଠୀ, ଏବଂ ବେଷ୍ଟ ସମ୍ପାଦକ ଭାବରେ ଜୟକୃଷ୍ଣ ସେଠ ଙ୍କୁ  ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା ।  

    ଏହି ଅବସରରେ ପୂର୍ଵ ରୁ ମହିଳା ମାନଙ୍କ ଦ୍ବାରା ହୁଳହୁଳି, ହାଣ୍ଡି ଫଟା,  ଝୁଟିକଟା , ଚୌକିବସା, ରଙ୍ଗୋଲି, ସହ ଯୁବକ ମାନଙ୍କୁ ନେଇ କ୍ରିକେଟ ସହ ବିଭିନ୍ନ ପ୍ରତିଯୋଗିତା ର କୃତି ପ୍ରତିଯୋଗୀ  ମାନଙ୍କୁ ଅତିଥି ମାନଙ୍କ ପୁରସ୍କୃତ  କରାଯାଇଥିଲା । ସମ୍ବଲପୁର, ବରଗଡ, ସୁନ୍ଦରଗଡ଼, ବଲାଙ୍ଗୀର, ଝାରସୁଗୁଡା, ନୂଆପଡା, କଳାହାଣ୍ଡି ଜିଲ୍ଲା ଓ କଳାହାଣ୍ଡି ଜିଲ୍ଲା ର ବିଭିନ୍ନ ବ୍ଲକ, ପଞ୍ଚାୟତ ପ୍ରତିନିଧ୍, କର୍ମ କର୍ତ୍ତା ଯୋଗଦାନ କରିଥିଲେ । ଶେଷରେକଳାହାଣ୍ଡି ରଜକ ସମାଜ ର ବରିଷ୍ଠ  ସଭ୍ୟ ସୁକାନ୍ତ ସେଠୀ ଧନ୍ୟବାଦ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ କୁ ଗୋବିନ୍ଦ ଚନ୍ଦ୍ର ସେଠ ସଂଯୋଜନା ଓ ପରିଚାଳନା କରିଥିଲେ   I  ସାଂସ୍କୃତିକ କାର୍ଯ୍ୟକ୍ରମକୁ କୈଳାସ ସେଠ ପରିଚାଳନା କରି ଥିଲେ I ସମ୍ମିଳନୀ ଉଦଘାଟନ ଉତ୍ସବରେ  ରଜକ ଶତାଧୂକ ମହିଳା ପୁରୁଷ କର୍ମକର୍ତା ଙ୍କୁ ନେଇ ଜୁନାଗଡ଼  ସମୀଅ  ବନ୍ଧ ପଡା ନିତେଇ ଧୋବଣୀ ମନ୍ଦିର ଠାରୁ ଏକ ବିଶାଳଶୋଭାଯାତ୍ରା ବାହାରି ସହର ପରିକ୍ରମା କରି କରି ଆରଏମସି ପରିସର ସଭାସ୍ଥଳରେ ପହଂଚିଥିଲେ। ଉଦଘାଟନି ସମାରୋହରେ କଳାହାଣ୍ଡି ଜିଲ୍ଲା ରଜକ ସେବା ସଂଘ ସଭାପତି ବସନ୍ତ ସେଠୀ ନେତୃତ୍ୱରେ ସମ୍ମିଳନୀରେ ପଶ୍ଚିମଓଡିଶାର ୯ଟି ଜିଲ୍ଲାରରଜକ  ସମାଜର  ହଜାର ହଜାର ରଜକ ମହିଳା ଓ ପୁରୁଷ ସାମିଲ ହୋଇଥିଲା I 


News Comment




Photo in News

Advertisment
Lastest News
  ଜିଲ୍ଲା  
କଟକ ଚାଉଳିଆଗଞ୍ଜ ଥାନା ଅଧିକାରୀ ବିୟୁଟି ମହାନ୍ତିଙ୍କ ଆତ୍ମହତ୍ୟା ଏବେ ସନ୍ଧେହ ଘରରେ ?   04-Jul-2026
  ଜିଲ୍ଲା  
କଟକ ଚାଉଳିଆଗଞ୍ଜ ଥାନା ଅଧିକାରୀ ବିୟୁଟି ମହାନ୍ତିଙ୍କ ଆତ୍ମହତ୍ୟା ଏବେ ସନ୍ଧେହ ଘରରେ ?   04-Jul-2026
  ମହାନଗର  
ପ୍ରତ୍ୟେକ ଯୋଗ୍ୟ ପରିବାରକୁ ପକ୍କା ଘର♦️ ବାରିପଦାରେ ୬୧ ଜଣ ହିତାଧିକାରୀଙ୍କୁ PMAY-U 2.0 କାର୍ଯ୍ୟାଦେଶ ପ୍ରଦାନ   04-Jul-2026
  ଜିଲ୍ଲା  
କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ କେନ୍ଦ୍ରର ସ୍ୱୀକୃତି : ଭାରତ ସରକାରଙ୍କୁ ବରଗଡ଼ ସାଂସଦଙ୍କ କୃତଜ୍ଞତା   04-Jul-2026
  ଜିଲ୍ଲା  
ନିର୍ଦ୍ଧାରିତ ଦର ଠାରୁ ଅଧିକ ପାର୍କିଂ ଦେୟ ନେଉଥିବା ଅଭିଯୋଗ ପରେ ବରପାଲି ରେଳ ପାର୍କିଂ ଠିକାଦାର କ୍ଷମା ପ୍ରାର୍ଥନା କଲେ   04-Jul-2026
  ଜିଲ୍ଲା  
ଖରସ୍ରୋତା ମହାବିଦ୍ୟାଳୟରେ ‘ଭାରତୀୟ ଜ୍ଞାନ ପରମ୍ପରାରେ ପରିବେଶ ବିଜ୍ଞାନ’ ଉପରେ ରାଜ୍ୟସ୍ତରୀୟ ଆଲୋଚନାଚକ୍ର   04-Jul-2026
  ଜିଲ୍ଲା  
ସୌଭିକଙ୍କ ସପକ୍ଷରେ ବାହାରିଲା ଓଡ଼ିଶା କ୍ରାନ୍ତି ମଞ୍ଚ ନିମକ ହାରାମିକୁ ଉଚିତ ଜବାବ ଦିଆଯିବ ।   04-Jul-2026
  ଜିଲ୍ଲା  
ପିଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ ପାଳିତ:ଶପଥ ପାଠ ଓ କୁଇଜ ମାଧ୍ୟମରେ ସଚେତନତା   03-Jul-2026
  ଜିଲ୍ଲା  
ମାୟାବର୍ହ୍। ଉଚ୍ଚ ବିଦ୍ୟାଳୟ ଠାରେ ବନମହୋତ୍ସବ ସପ୍ତାହ ପାଳିତ ପ୍ରକୃତି ମିତ୍ର ସ୍କୁଲ ଭାବରେ ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକ ଗର୍ବିତ   03-Jul-2026
  ଜିଲ୍ଲା  
ମାୟାବର୍ହ୍। ଉଚ୍ଚ ବିଦ୍ୟାଳୟ ଠାରେ ବନମହୋତ୍ସବ ସପ୍ତାହ ପାଳିତ ପ୍ରକୃତି ମିତ୍ର ସ୍କୁଲ ଭାବରେ ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକ ଗର୍ବିତ   03-Jul-2026
  ଜିଲ୍ଲା  
କୁତୁର୍ଲା ପେକ୍ସ ପରିଦର୍ଶନ କଲେ ନରସିଂହ♦️ ଧାନ ବିକ୍ରିର ଶେଷ ଦିନରେ ମଧ୍ୟ ଉଠିପାରୁନାହିଁ ଚାଷୀଙ୍କ ଧାନ♦️୧୮ ଜଣ ଚାଷୀଙ୍କ ଆସିନାହିଁ ଟୋକନ, ଚାଷୀ ହତାଶ   03-Jul-2026
  ଜିଲ୍ଲା  
ଭାରତ ନିର୍ବାଚନ ଆୟୋଗଙ୍କ ଦ୍ଵାରା ଗଣମାଧ୍ୟମ ଏବଂ ସମ୍ପର୍କିତ ସମ୍ମିଳନୀ♦️ ଓଡ଼ିଶାରୁ ସୂଚନା ଓ ଲୋକସମ୍ପର୍କ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ୧୩ଜଣ ଡିଆଇପିଆରଓ ଙ୍କ ଯୋଗଦାନ   03-Jul-2026

You Might Also Like