-+91-9937148622 |

prerana_bgr@rediffmail.com |

  Monday 30th March 2026 |

| | | |

R.N.I. Regd No. ODIODI/2010/46693

Breaking News

ବରପାଲି ଶ୍ରୀରାମ ମନ୍ଦିରରେ ବୈଦିକ ରୀତିରେ ସୀତା ବିବାହ ସଂପନ୍ନ   (30-Mar-2026)       ||      ଓଡ଼ିଶା ଖଦି ମେଳା – ୨୦୨୬ ଉଦ୍‌ଯାପିତ, ଗ୍ରାମୀଣ ରୋଜଗାରର ଶକ୍ତି ହେଉଛି ଖଦି ଓ ଗ୍ରାମୋଦ୍ୟୋଗ : ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ    (30-Mar-2026)       ||      "ସିନାପାଲି ବ୍ଲକ ଯାଦବ ସମାଜ ପକ୍ଷରୁ ମାନ୍ୟବର ବିଧାୟକଙ୍କୁ ଭବ୍ୟ ସ୍ୱାଗତସମ୍ବର୍ଦ୍ଧନା "   (30-Mar-2026)       ||      ଶହୀଦ ଲକ୍ଷ୍ମଣ ନାଏକଙ୍କ ସ୍ମୃତିରେ ଗରିମାମୟ ରାଜ୍ୟସ୍ତରୀୟ ସମାରୋହ ♦️ “ଜନଜାତି ଅସ୍ମିତା ଓ ଦେଶପ୍ରେମର ପ୍ରତୀକ ଶହୀଦ ଲକ୍ଷ୍ମଣ ନାଏକ”   (30-Mar-2026)       ||      ରାମପୁର ଓକିଲ ସଂଘ ନିର୍ବଚନ♦️ ସଭାପତି ଭାବେ ଆନନ୍ଦ କୁମାର ପାଢ଼ୀ, ଉପସଭାପତି ଫ୍ରଫୁଲ୍ଲ ମେହେର ଏବଂ ସମ୍ପାଦକ ଭାବେ ନାରାୟଣ ଭୋଇ ନିର୍ବାଚିତ   (29-Mar-2026)       ||      ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ   (29-Mar-2026)       ||      *ଦେଓଲା ଗ୍ରାମରେ ସହିଦ୍ ଲକ୍ଷ୍ମଣ ନାୟଙ୍କ ବଳିଦାନ୍ ଦିବସ ପାଳନ*   (29-Mar-2026)       ||      ଶିଶୁ ବିକାଶ ବିଦ୍ୟା ମନ୍ଦିରର ନବମ ବାର୍ଷିକ ଉତ୍ସବ   (29-Mar-2026)       ||      *ଡ଼. ନୃପ ରାଜ ସାହୁ ଙ୍କ ରଚିତ ବହୁ ଚର୍ଚ୍ଚିତ ନାଟକ ବୃତ୍ତି ପରିବେଷିତ*- *ସୁବର୍ଣ୍ଣପୁର ଠାରେ ବିଶ୍ୱ ନାଟ୍ୟ ଦିବସ ପାଳିତ*-   (29-Mar-2026)       ||      କଣ୍ଟାମାଳରେ ବିଶ୍ଵନାଟ୍ୟ ଦିବସ ପାଳିତ    (29-Mar-2026)       ||      ଡାବୁଗାଁ ଠାରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ଆରମ୍ଭ   (29-Mar-2026)       ||      ସଂସଦରେ ବୀର ସୁରେନ୍ଦ୍ର ସାଏଙ୍କ ପ୍ରସଙ୍ଗ ଉଠାଇଲେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ   (29-Mar-2026)       ||      ଚିତ୍ତ ଜ୍ଞାନୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ମେଗା ସ୍ବାସ୍ଥ୍ୟ ଚିକିତ୍ସା ଶିବିର   (29-Mar-2026)       ||      ମହିଳା ସ୍ୱାସ୍ଥ୍ୟ କର୍ମୀ ମାନଙ୍କ ପଦୋନ୍ନତିରେ ବିଳମ୍ବ ଯୋଗୁଁ ଅସନ୍ତୋଷ ବୃଦ୍ଧି, ହାଇକୋର୍ଟ ରାୟକୁୁ ଅବମାନନା କରିଛନ୍ତି ଜିଲ୍ଲା ପ୍ରଶାସନ   (29-Mar-2026)       ||      ସନରାଇଜ ପବ୍ଲିକ ସ୍କୁଲ ର ବାର୍ଷିକ ଉତ୍ସବ   (29-Mar-2026)       ||      ଗାଡି ଧକ୍କାରେ ମୃତ୍ୟୁ , କ୍ଷତିପୂରଣ ଦାବିରେ ରାସ୍ତା ରୋକ୍   (29-Mar-2026)       ||      ବରୀ ବାର ଓକିଲ ସଂଘ ର କର୍ମକର୍ତ୍ତା ନିର୍ବାଚନ   (29-Mar-2026)       ||      ବରୀ ବାର ଓକିଲ ସଂଘ ର କର୍ମକର୍ତ୍ତା ନିର୍ବାଚନ   (29-Mar-2026)       ||      କୁସଙ୍ଗ କଲେଜ ଅଧ୍ୟକ୍ଷ ଙ୍କୁ ଗ୍ରାମବାସୀ ଙ୍କ ପକ୍ଷରୁ ସମ୍ବର୍ଦ୍ଧନା   (28-Mar-2026)       ||      *ପୌର ପରିଷଦ ଠାରେ ଅଗ୍ନି ନିରାପତ୍ତା ସଚେତନତା ଓ ତାଲିମ କାର୍ଯ୍ୟକ୍ରମ*- *ଡେମୋ ଦେଖାଇଲେ ଏ ଡି ଏମ୍ ଅଞ୍ଜଳୀନା ପଧାନ*-   (28-Mar-2026)       ||     

HOME   ଜିଲ୍ଲା

ବରପାଲି ଶ୍ରୀରାମ ମନ୍ଦିରରେ ବୈଦିକ ରୀତିରେ ସୀତା ବିବାହ ସଂପନ୍ନ

30-Mar-2026



ବରପାଲି (ସୁଦାମ ଦୀପ)
ବରଗଡ ଜିଲ୍ଲା ବରପାଲି ଶ୍ରୀରାମ ମନ୍ଦିରରେ ୧୩୭ ତମ ରାମ ନବମୀ ତଥା ସୀତା ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଗତ ୨୬ ତାରିଖ ସନ୍ଧ୍ୟାରେ କଳସ ଶୋଭାଯାତ୍ରା ପରେ ୨୭ ତାରିଖରେ ରାମ ନବମୀ ପାଳିତ ହୋଇଥିଲା । ୨୮ ତାରିଖ ଶନିବାର ରାତ୍ରରେ ଶ୍ରୀରାମଙ୍କ ବରାନୁଗମନ ଶୋଭାଯାତ୍ରା ମନ୍ଦିରରୁ ବାହାରି ସହର ପରିକ୍ରମା ପୂର୍ବକ ରାମ ମନ୍ଦିରରେ ପହଞ୍ଚିବା ପରେ ସୀତା-ରାମଙ୍କ ବୈଦିକ ରୀତିରେ ବୈବାହିକ କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ବରାନୁଗମନ ଶୋଭାଯାତ୍ରା ରେ ଦୁଲ୍‌ଦୁଲି ବାଦ୍ୟ, ଡିଜେ, ଘଣ୍ଟ ବାଦ୍ୟ ଆଦି ସାମିଲ ହୋଇଥିଲେ । ବରଯାତ୍ରୀ ରାମ ମନ୍ଦିରରେ ପହଞ୍ଚିବା ପରେ କନ୍ୟା ପକ୍ଷରୁ ବାଟ ବରଣ ଆଦି କାର୍ଯ୍ୟ ସମାପନ ପରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଚଳିତ ବର୍ଷ ସୁଧୀର ଦାଶ ଓ ବିଜୟ ଲକ୍ଷ୍ମୀ ଦାଶ କନ୍ୟା ପିତାମାତା ଦାୟିତ୍ଵ ନିର୍ବାହ କରିଥିବା ବେଳେ ସୁନିଲ ଦାଶ ଓ ସୁମତି ଦାଶ ବର ପିତାମାତା ଦାୟିତ୍ଵ ନିର୍ବାହ କରିଥିଲେ। ବାରାନୁଗମନ ଶୋଭାଯାତ୍ରା ରେ ବହୁ ଭକ୍ତ ସାମିଲ ହୋଇଥିଲେ। ବିବାହ ମଣ୍ଡପ ରେ ଶ୍ରୀରାମ ସୀତା ଭକ୍ତଙ୍କୁ ଦର୍ଶନ ଦେଇଥିଲେ । ଆସନ୍ତା ବୁଧବାର ଦେବ ଦମ୍ପତିଙ୍କ ମନ୍ଦିର ପ୍ରବେଶ ହେବାକୁ ସ୍ଥିରୀକୃତ ହୋଇଛି। ପ୍ରତ୍ୟହ ସନ୍ଧ୍ୟାରେ ଭଜନ, କୀର୍ତ୍ତନ, ପ୍ରବଚନ ଆଦି କାର୍ଯକ୍ରମ ଅନୁଷ୍ଠିତ ହେଉଛି। ଦର୍ଶନ ପାଇଁ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି । ଏହି ସମସ୍ତ କାର୍ଯକ୍ରମକୁ ଶ୍ରୀରାମ ମନ୍ଦିରର ଶ୍ରୀରାମ ଯୁବକ ସଂଘର ସମସ୍ତ କର୍ମକର୍ତ୍ତା, ସଭ୍ୟ ତଥା ବରପାଲି ନଗରବାସୀ ପରିଚାଳନା କରୁଛନ୍ତି


News Comment




Photo in News

Advertisment
Lastest News
  ଜିଲ୍ଲା  
ବରପାଲି ଶ୍ରୀରାମ ମନ୍ଦିରରେ ବୈଦିକ ରୀତିରେ ସୀତା ବିବାହ ସଂପନ୍ନ   30-Mar-2026
  ରାଜ୍ୟ  
ଓଡ଼ିଶା ଖଦି ମେଳା – ୨୦୨୬ ଉଦ୍‌ଯାପିତ, ଗ୍ରାମୀଣ ରୋଜଗାରର ଶକ୍ତି ହେଉଛି ଖଦି ଓ ଗ୍ରାମୋଦ୍ୟୋଗ : ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ   30-Mar-2026
  ଜିଲ୍ଲା  
"ସିନାପାଲି ବ୍ଲକ ଯାଦବ ସମାଜ ପକ୍ଷରୁ ମାନ୍ୟବର ବିଧାୟକଙ୍କୁ ଭବ୍ୟ ସ୍ୱାଗତସମ୍ବର୍ଦ୍ଧନା "   30-Mar-2026
  ରାଜ୍ୟ  
ଶହୀଦ ଲକ୍ଷ୍ମଣ ନାଏକଙ୍କ ସ୍ମୃତିରେ ଗରିମାମୟ ରାଜ୍ୟସ୍ତରୀୟ ସମାରୋହ ♦️ “ଜନଜାତି ଅସ୍ମିତା ଓ ଦେଶପ୍ରେମର ପ୍ରତୀକ ଶହୀଦ ଲକ୍ଷ୍ମଣ ନାଏକ”   30-Mar-2026
  ଜିଲ୍ଲା  
ରାମପୁର ଓକିଲ ସଂଘ ନିର୍ବଚନ♦️ ସଭାପତି ଭାବେ ଆନନ୍ଦ କୁମାର ପାଢ଼ୀ, ଉପସଭାପତି ଫ୍ରଫୁଲ୍ଲ ମେହେର ଏବଂ ସମ୍ପାଦକ ଭାବେ ନାରାୟଣ ଭୋଇ ନିର୍ବାଚିତ   29-Mar-2026
  ଜିଲ୍ଲା  
ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ   29-Mar-2026
  ଜିଲ୍ଲା  
*ଦେଓଲା ଗ୍ରାମରେ ସହିଦ୍ ଲକ୍ଷ୍ମଣ ନାୟଙ୍କ ବଳିଦାନ୍ ଦିବସ ପାଳନ*   29-Mar-2026
  ଜିଲ୍ଲା  
ଶିଶୁ ବିକାଶ ବିଦ୍ୟା ମନ୍ଦିରର ନବମ ବାର୍ଷିକ ଉତ୍ସବ   29-Mar-2026
  ଜିଲ୍ଲା  
*ଡ଼. ନୃପ ରାଜ ସାହୁ ଙ୍କ ରଚିତ ବହୁ ଚର୍ଚ୍ଚିତ ନାଟକ ବୃତ୍ତି ପରିବେଷିତ*- *ସୁବର୍ଣ୍ଣପୁର ଠାରେ ବିଶ୍ୱ ନାଟ୍ୟ ଦିବସ ପାଳିତ*-   29-Mar-2026
  ଜିଲ୍ଲା  
କଣ୍ଟାମାଳରେ ବିଶ୍ଵନାଟ୍ୟ ଦିବସ ପାଳିତ   29-Mar-2026
  ଜିଲ୍ଲା  
ଡାବୁଗାଁ ଠାରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ଆରମ୍ଭ   29-Mar-2026
  ଜିଲ୍ଲା  
ସଂସଦରେ ବୀର ସୁରେନ୍ଦ୍ର ସାଏଙ୍କ ପ୍ରସଙ୍ଗ ଉଠାଇଲେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ   29-Mar-2026

You Might Also Like