-+91-9937148622 |

prerana_bgr@rediffmail.com |

  Saturday 9th May 2026 |

| | | |

R.N.I. Regd No. ODIODI/2010/46693

Breaking News

ବାଲିଅନ୍ତା ଘଟଣାକୁ ୪୮ ଘଣ୍ଟା ନ ପୁରୁଣୁ ବାଲି ପାଟଣାରେ ପୁଣି ମର୍ଡର    (09-May-2026)       ||      ବାଲିଅନ୍ତା ଘଟଣାକୁ ୪୮ ଘଣ୍ଟା ନ ପୁରୁଣୁ ବାଲି ପାଟଣାରେ ପୁଣି ମର୍ଡର    (09-May-2026)       ||      *ଜାମୁଗୁଡା ଠରେ ବିଶ୍ଵଶାନ୍ତି ମହାଯଜ୍ଞ ଏବଂ ଅଷ୍ଟମ ସାମ୍ବତ୍ସରିକ ନାମଯଜ୍ଞ ଅନୁଷ୍ଠିତ*   (09-May-2026)       ||      ଡ. ସଂଗୀତା ମିଶ୍ରଙ୍କୁ ଓଡିଶା ଗୌରବ ସମ୍ମାନ   (09-May-2026)       ||      ପିକେଏସ୍ ଫାଉଣ୍ଡେସନ୍ ର ବାର୍ଷିକୋତ୍ସବ♦️ ଡଃ. ମଞ୍ଜୁବାଳା ପଣ୍ଡା ଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ: ସମାଜରେ ଉଦାରବାଦୀ ଲୋକଙ୍କର ଆବଶ୍ୟକତା ରହିଛି- ଲିଙ୍ଗରାଜ    (09-May-2026)       ||      *ନବରଙ୍ଗପୁର ଜିଲ୍ଲାରେ କେନ୍ଦୁପତ୍ର ଦେଉଛି ଆଦିବାସୀ ଲୋକଙ୍କୁ ରୋଜଗାର*   (09-May-2026)       ||      ଲୋକ ମାଳ ମାଳ ମଦ ପ୍ରବଳ , ଜଗତସିଂହପୁର ଥାନା କବଜାରେ ପୁଣି ବଡ଼ ମଦ ବେପାରୀ    (09-May-2026)       ||      Mm   (09-May-2026)       ||      ପଞ୍ଚାୟତ ସମିତି ବୈଠକରେ ତରଭାକୁ ଉପଖଣ୍ଡ ମାନ୍ୟତା ଦାବୀ ଉଠିଲା    (09-May-2026)       ||      ରାଜ୍ୟ ସରକାର ନିୟମକୁ ଫୁ କରି ଯନ୍ତ୍ରୀ,ଠିକାଦାର ଶ୍ରମିକଙ୍କୁ ଦ୍ୱିପ୍ରହରରେ କାମ କରାଉଛନ୍ତି ♦️ଏବେ ଶ୍ରମିକ ଛାତରୁ ପଡ଼ି ମୃତ୍ୟୁ ହେବା ପଛରେ ଦାୟୀ କିଏ ?   (09-May-2026)       ||      ବଲାଙ୍ଗିର ଜିଲ୍ଲାସ୍ତରୀୟ ବିଶ୍ୱ ରେଡକ୍ରସ ଦିବସ ପାଳିତ   (08-May-2026)       ||      ମଣ୍ଟେସୋରୀ ପବ୍ଲିକ ସ୍କୁଲରେ ରେଡ୍ କ୍ରସ ଦିବସ ପାଳିତ   (08-May-2026)       ||      ମା ଛେଲିଆପାଟ ସେବା ସଂଗଠନ ପକ୍ଷରୁ ନିଆରା ପ୍ରୟାସ, ପଶୁପକ୍ଷୀ ଙ୍କ ପାଇଁ ଜଲଛତ୍ର ର ସୁ ବ୍ୟବସ୍ଥା    (08-May-2026)       ||      ରଥଯାତ୍ରାର ପ୍ରଥମ ସମନ୍ବୟ ବୈଠକ ଅନୁଷ୍ଠିତ   (08-May-2026)       ||      ଧାନ ମଣ୍ଡିକୁ ଆସିଲା ମାତ୍ରେ କିଣାଯାଉ   (08-May-2026)       ||      ସ୍ୱାସ୍ଥ୍ୟ ସେବା ସମ୍ପର୍କିତ ସମୀକ୍ଷା ବୈଠକରେ ଯୋଗ ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ♦️ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଯୋଜନାର ସଫଳ ରୂପାୟନ ଓ କାର୍ଯ୍ୟକାରିତା ବିଷୟରେ ଆଲୋଚନା   (08-May-2026)       ||      ବିଜେପି ଆଇଟି ସେଲ ସଂଯୋଜକ ନିଳାଞ୍ଚଳ ଦରୁଆନଙ୍କୁ ରାତି ଅଧରେ ଘରୁ ଉଠାଇ ନେଇ ମରଣାନ୍ତକ ଆକ୍ରମଣ: ପୁଣି ବିରୋଧ ରେ ଲେଖିଲେ ମାରି ଦେବାର ଧମକ    (08-May-2026)       ||      ହିଆଁଲ କ୍ଳଷ୍ଟର ସ୍ତରୀୟ ବିଶ୍ବ ରେଡକ୍ରସ ଦିବସ ପାଳିତ   (08-May-2026)       ||      ଲୋଇସିଂହା ଥାନା ଅଭ୍ୟର୍ଥନା ଗୃହରେ ଭରଚୁଆଲ ଜରିଆରେ ଜୁଭେଂଟିକା ସଚେତନତା କାର୍ଯ୍ୟକ୍ରମ    (08-May-2026)       ||      *ଜାତୀୟ ପର୍ବତାରୋହଣ ପ୍ରଶିକ୍ଷଣ ଶିବିରରେ ରୌପ୍ୟ ପଦକ ହାସଲ*   (08-May-2026)       ||     

HOME   ଜିଲ୍ଲା

*ଚାଷୀ ଙ୍କ ୧୦ ଘଣ୍ଟା ଧାରଣା ଓ ବିକ୍ଷୋଭ ସ୍ଥଳ ରେ ପହଞ୍ଚିଲେ ଓ ୧୦ ମିନିଟ ରେ ସମାଧାନ କଲେ ଜିଲ୍ଲାପାଳ*

23-Mar-2026



- ସୁବର୍ଣ୍ଣପୁର  (ମନୋରଞ୍ଜନ ତ୍ରିପାଠୀ )
 ତରଭା ବ୍ଲକ ମରାଡୋ ଗୋଛା ପ୍ୟାକ୍ସ ରେ ସଂପାଦକ, ପିଅନ ଓ ରାତ୍ରି ଜଗୁଆଳି ଭାବେ ନୂତନ ନିଯୁକ୍ତି ଦେବାକୁ ଓ  ଡି ଆର ସି ଏସ ଙ୍କୁ ନିଲମ୍ବନ କରିବା, ପ୍ୟାକ୍ସ ର ପରିଚାଳନା ବୋର୍ଡ କୁ ବାତିଲ କରିବା , ଚାଷୀ ଙ୍କ ପାଇଁ ପ୍ୟାକ୍ସ ରେ ଉତ୍ତମ ସେବା ପ୍ରଦାନ ସହ ତାଙ୍କ ସୁରକ୍ଷା ଇତ୍ୟାଦି ଦାବୀ ନେଇ  ସ୍ଥାନୀୟ ସରପଞ୍ଚ ମନ ମୋହନ ସାହୁ ଙ୍କ ନେତୃତ୍ୱ ରେ ସୁବର୍ଣ୍ଣପୁର ଡି ଆର ସି ଏସ ଅଫିସ୍ କାର୍ଯ୍ୟାଳୟ ଆଗରେ ଧାରଣା ରେ  ବସିଥିଲେ ଏ ଅଞ୍ଚଳ ର ଶତାଧିକ ଚାଷୀ l ସକାଳୁ ସନ୍ଧ୍ୟା ଯାଏ ଦୀର୍ଘ ୧୦ ଘଣ୍ଟା ଧାରଣା ରେ ବସିଥିବା ଶତାଧିକ ଚାଷୀ ଙ୍କ ସମସ୍ୟା ବୁଝିବାକୁ ହଠାତ୍ ଜିଲ୍ଲାପାଳ ସନ୍ଧ୍ୟାରେ ପହଞ୍ଚି ଚାଷୀ ଙ୍କ ସହ ତଳେ ବସି ଆଲୋଚନା କରିଥିଲେ l ଓ ୧୦  ଘଣ୍ଟା ର ଧାରଣା କୁ ଆନ୍ଦୋଳନ କୁ  ଚାଷୀ ଙ୍କୁ ସ୍ପଷ୍ଟ ଭାବେ ବୁଝାଇ  ୧୦  ମିନିଟ୍ ରେ ଚଟାପଟ ସମାଧାନ ର ରାସ୍ତା ବିଷୟରେ ବୁଝାଇ ଥିଲେ ଜିଲ୍ଲାପାଳ l ସ୍ୱେଚ୍ଛାକୃତ ଅବସର ନେଇଥିବା ସଂପାଦକ ଓ ଜାଲିଆତି କରି ନୂଆ ନିଯୁକ୍ତି ଦେଇଥିବା ପିଅନ, ରାତ୍ରୀ ଜଗୁଆଳି ଙ୍କ ବିରୁଦ୍ଧରେ ଓ ଡି ଆର ସି ଏସ ଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚାଷୀ ଙ୍କୁ ଦୃଢ଼ ପ୍ରତିଶୁତି ଦେଇ ରବି ଧାନ ର ପଞ୍ଜୀକରଣ କରିବାକୁ ସମସ୍ତ ଚାଷୀ ଙ୍କୁ ବୁଝାଇ ଥିଲେ l ଓ ଜିଲ୍ଲା ପ୍ରଶାସନ ଉପରେ ଆପଣ ମାନେ ପୁରା ଭରଷା ରଖିବାକୁ ଚାଷୀ ଙ୍କୁ ଅନୁରୋଧ କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ବାଲିଅନ୍ତା ଘଟଣାକୁ ୪୮ ଘଣ୍ଟା ନ ପୁରୁଣୁ ବାଲି ପାଟଣାରେ ପୁଣି ମର୍ଡର   09-May-2026
  ଜିଲ୍ଲା  
ବାଲିଅନ୍ତା ଘଟଣାକୁ ୪୮ ଘଣ୍ଟା ନ ପୁରୁଣୁ ବାଲି ପାଟଣାରେ ପୁଣି ମର୍ଡର   09-May-2026
  ଜିଲ୍ଲା  
*ଜାମୁଗୁଡା ଠରେ ବିଶ୍ଵଶାନ୍ତି ମହାଯଜ୍ଞ ଏବଂ ଅଷ୍ଟମ ସାମ୍ବତ୍ସରିକ ନାମଯଜ୍ଞ ଅନୁଷ୍ଠିତ*   09-May-2026
  ଜିଲ୍ଲା  
ଡ. ସଂଗୀତା ମିଶ୍ରଙ୍କୁ ଓଡିଶା ଗୌରବ ସମ୍ମାନ   09-May-2026
  ଜିଲ୍ଲା  
ପିକେଏସ୍ ଫାଉଣ୍ଡେସନ୍ ର ବାର୍ଷିକୋତ୍ସବ♦️ ଡଃ. ମଞ୍ଜୁବାଳା ପଣ୍ଡା ଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ: ସମାଜରେ ଉଦାରବାଦୀ ଲୋକଙ୍କର ଆବଶ୍ୟକତା ରହିଛି- ଲିଙ୍ଗରାଜ   09-May-2026
  ଜିଲ୍ଲା  
*ନବରଙ୍ଗପୁର ଜିଲ୍ଲାରେ କେନ୍ଦୁପତ୍ର ଦେଉଛି ଆଦିବାସୀ ଲୋକଙ୍କୁ ରୋଜଗାର*   09-May-2026
  ଜିଲ୍ଲା  
ଲୋକ ମାଳ ମାଳ ମଦ ପ୍ରବଳ , ଜଗତସିଂହପୁର ଥାନା କବଜାରେ ପୁଣି ବଡ଼ ମଦ ବେପାରୀ    09-May-2026
  ଜିଲ୍ଲା  
Mm   09-May-2026
  ଜିଲ୍ଲା  
ପଞ୍ଚାୟତ ସମିତି ବୈଠକରେ ତରଭାକୁ ଉପଖଣ୍ଡ ମାନ୍ୟତା ଦାବୀ ଉଠିଲା   09-May-2026
  ରାଜ୍ୟ  
ରାଜ୍ୟ ସରକାର ନିୟମକୁ ଫୁ କରି ଯନ୍ତ୍ରୀ,ଠିକାଦାର ଶ୍ରମିକଙ୍କୁ ଦ୍ୱିପ୍ରହରରେ କାମ କରାଉଛନ୍ତି ♦️ଏବେ ଶ୍ରମିକ ଛାତରୁ ପଡ଼ି ମୃତ୍ୟୁ ହେବା ପଛରେ ଦାୟୀ କିଏ ?   09-May-2026
  ଜିଲ୍ଲା  
ବଲାଙ୍ଗିର ଜିଲ୍ଲାସ୍ତରୀୟ ବିଶ୍ୱ ରେଡକ୍ରସ ଦିବସ ପାଳିତ   08-May-2026
  ଜିଲ୍ଲା  
ମଣ୍ଟେସୋରୀ ପବ୍ଲିକ ସ୍କୁଲରେ ରେଡ୍ କ୍ରସ ଦିବସ ପାଳିତ   08-May-2026

You Might Also Like

                           
  ଜିଲ୍ଲା  

Mm