-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||      ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   (19-Sep-2026)       ||      ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ    (19-Sep-2026)       ||      ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   (19-Sep-2026)       ||      ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   (19-Sep-2026)       ||      ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   (19-Sep-2026)       ||      ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   (19-Sep-2026)       ||      କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   (19-Sep-2026)       ||      ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   (19-Sep-2026)       ||      ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା    (19-Sep-2026)       ||      *ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   (19-Sep-2026)       ||      ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର    (19-Sep-2026)       ||      "ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||     

HOME   ଜିଲ୍ଲା

*ଫିଟ୍ ନେସ ଏମ୍ପାୟାର କ୍ରୀକ ଫେଷ୍ଟ ୨୦୨୬ ଉଦଯାପିତ* - *ଜିଲ୍ଲା ପୋଲିସ ଦଳ ଚମ୍ପିୟାନ*- -

16-Mar-2026



ସୋନପୁର (ମନୋରଞ୍ଜନ ତ୍ରିପାଠୀ )
 ସୋନପୁର ଗାନ୍ଧି ଷ୍ଟାଡିୟମ୍ ଠାରେ ଫିଟନେସ ଏମ୍ପାୟାର କ୍ରିକ ଫେଷ୍ଟ୍ ୨୦୨୬ ଉଦଯାପିତ ହୋଇଯାଇଅଛି l  ଜିଲ୍ଲା ପୋଲିସ୍ କ୍ରିକେଟ ଦଳ ଓ ଆୟୋଜକ ଫିଟ୍ ନେସ ଏମ୍ପାୟାର ଦଳ ମଧ୍ୟରେ ଅନୁଷ୍ଟିତ ଏହି ଫାଇନାଲ ମ୍ୟାଚ ସଂଘର୍ଷ ପୂର୍ଣ୍ଣ ଖେଳ ହୋଇଥିଲା l  ଆଜିର ଫାଇନାଲ ମ୍ୟାଚ କୁ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଅଞଳିନା ପଧାନ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍ଘାଟନ କରି ସମସ୍ତ ବର୍ଗ ର ଲୋକ ଙ୍କୁ ଫିଟ୍ ରଖିବା ଉଦ୍ଦେଶ୍ୟ ନେଇ ଜିମ୍ ଖୋଲିବା ଓ କ୍ରିକେଟ ଅୟୋଜନ ଉଦ୍ୟମ କୁ ପ୍ରଶଂସା କରି ଥିଲେ l ସମ୍ମାନିତ ଅତିଥି ଭାବେ ସୋନପୁର  ଷ୍ଟେଟ ବ୍ୟାଙ୍କ ଚିଫ ମ୍ୟାନେଜର ଶ୍ରୀ ଲକ୍ଷ୍ମଣ ମାଝୀ, ଏକ୍ସସିସ ବ୍ୟାଙ୍କ ମ୍ୟାନେଜର ସୁମନ୍ତ ଦତ୍ତ ଏହି ଖେଳ ରେ ସମସ୍ତ ସହଯୋଗ କରିଥିଲେ l ଅନ୍ୟତମ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ରତନ ପଟ୍ଟନାୟକ, ମନୋରଞ୍ଜନ ତ୍ରିପାଠୀ, ବିବେକା ନନ୍ଦ ମିଶ୍ର, ଯୁବ ନେତା ଗୁପ୍ତ ପ୍ରକାଶ ମିଶ୍ର ଯୋଗ ଦେଇ ଖେଳାଳି ମାନଙ୍କ ସହ ପରିଚୟ ପ୍ରଦାନ କରି ଉତ୍ସାହିତ କରିଥିଲେ  l ଜିଲ୍ଲା ପୋଲିସ ଦଳ ପ୍ରଥମେ ବ୍ୟାଟିଂ କରି ୧୨ ଓଭର ରେ ପ୍ରତିପକ୍ଷ ଦଳ ଫିଟ୍ ନେସ ଏମ୍ପୟାର କୁ ୧୦୭ ରନ୍ ର ଟାର୍ଗେଟ ଦେଇଥିଲେ l  ଦ୍ୱିତୀୟ ଇନିଂସ ରେ ଫିଟ୍ ନେଶ ଦଳ କୁ ୭୨ ରନ ରେ ଅଲ୍ ଆଉଟ୍ କରି ୩୪ ରନ ରେ ଜିଲ୍ଲା ପୋଲିସ୍ ଦଳ ବିଜୟୀ ହୋଇ ଏ ଟୁର୍ଣାମେଣ୍ଟ ର ଚମ୍ପିୟାନ ହୋଇଛି l ଟୁର୍ଣ୍ଣl ମେଣ୍ଟ ରେ ଭାଗ ନେଇ ଥିବା ସମସ୍ତ ପ୍ରତିଯୋଗୀ ଦଳ ମିଡିଆ ଟିମ, ଫରେଷ୍ଟ ଟିମ୍ , କଲେକ୍ଟ୍ରିଏଟ, ଏଗ୍ରି କଲଚର୍, ଏସ ବି ଆଇ , ଡିଷ୍ଟିକ  କୋର୍ଟ ଟିମ୍,  ସୋନପୁର  ବ୍ୟାଙ୍କର୍ସ  କ୍ରିକେଟ ଟିମ୍ ଙ୍କୁ ମାନପତ୍ର ପ୍ରଦାନ  ସହ ଅତିଥି ଙ୍କ ଦ୍ଵାରା ସମ୍ବର୍ଧିତ କରାଯାଇଥିଲା l ମ୍ୟାନ ଅଫ ଦି ମ୍ୟାଚ ଭାବେ ଜିଲ୍ଲା ପୋଲିସ୍ ଦଳ ର  ମୁକେଶ ପଣ୍ଡା ଙ୍କୁ , ମ୍ୟାନ ଅଫ ଦି ଟୁର୍ଣା  ମେଣ୍ଟ ଭାବେ ଫିଟ୍ ନେସ ଅମ୍ପାୟାର ଦଳ ର ଜୋନ ସୁନା ଙ୍କୁ ପୁରସ୍କୃତ କରା ଯାଇଥିଲା l ଏସ ଡି ସି ଏ ,ଓ କ୍ରିଡ଼ା ସଂଘ ର  ସହଯୋଗ ପାଇଁ ଉପଦେଷ୍ଟା ବି ସତ୍ୟ ନାରାୟଣ ରାଓ ଙ୍କୁ ସମ୍ବର୍ଧିତ କରାଯାଇଥିଲା l ବାବୁଲୁ ଓ ଆୟୁଷ ଆଜିର ଫାଇନାଲ ମ୍ୟାଚ୍ ପରିଚାଳନା କରିଥିଲେ l ବିଶ୍ଵ ରଞ୍ଜନ ସାଗର ହିନ୍ଦୀ ରେ ଓ ଅଭିଷେକ ନାୟକ ଇଂରାଜୀ ରେ ଧାରା ବିବରଣୀ ପ୍ରଦାନ କରିଥିଲେ l ଦେବାଶିଶ ସାହୁ ସ୍କୋରର ଦାୟିତ୍ବ ତୁଲାଇ ଥିଲେ l ଆୟୋଜକ ଫିଟ୍ ନେସ୍ ଏମ୍ପେୟାର୍ ର ଡାଇରେକ୍ଟର ଦିନେଶ ଦୟାଲ, ବାବୁଲୁ ମେହେର, ଶିବ ଶଙ୍କର ମେହେର, ସୁରଜ୍ ସିଂ, ଶୁଭମ ମହାପାତ୍ର, ହଳ ୟୁଦ୍ଧ ପଣ୍ଡା, ନିତୁ ଦରୁୱାନ, ସୁରେଶ ବେହେରା, ଜଗନ ନାଏକ, ସୌରଭ ବାଗ, ଆଶିଷ ବେହେରା, ଦେବାଶିଷ ପ୍ରମୁଖ ସଦସ୍ୟ ଏହି ଅୟୋଜନ ରେ ସହଯୋଗ କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ   20-Sep-2026
  ଜିଲ୍ଲା  
ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   20-Sep-2026
  ଜିଲ୍ଲା  
ତଳମୁଣ୍ଡଚାଷୀ ପ୍ରତାରିତ   20-Sep-2026
  ଜିଲ୍ଲା  
*ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   20-Sep-2026
  ଜିଲ୍ଲା  
ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   20-Sep-2026
  ଜିଲ୍ଲା  
ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   20-Sep-2026
  ଜିଲ୍ଲା  
ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   20-Sep-2026
  ଜିଲ୍ଲା  
ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   19-Sep-2026
  ଜିଲ୍ଲା  
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ   19-Sep-2026
  ଜିଲ୍ଲା  
ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   19-Sep-2026
  ଜିଲ୍ଲା  
ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   19-Sep-2026
  ଜିଲ୍ଲା  
ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   19-Sep-2026

You Might Also Like