-+91-9937148622 |
prerana_bgr@rediffmail.com |
Friday 6th November 2026 |
R.N.I. Regd No. ODIODI/2010/46693
Breaking News
13-Mar-2026
ନବରଙ୍ଗପୁର(ପ୍ରିୟଦର୍ଶିନୀ ପାତ୍ର)
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା କ୍ୟାମ୍ପ ଅନୁଷ୍ଠିତ ହେଲା। ଏହା ୧୦.୦୩.୨୬ ଠାରୁ ୧୩.୦୩.୨୬ ପର୍ଯ୍ୟନ୍ତ ଚାଲୁ ରହିବ।ଏହି କ୍ୟାମ୍ପ ରେ ରାଜ୍ୟର ବଡ ବଡ଼ ତଥା ଅଭିଜ୍ଞ ସର୍ଜନ, SCB ମେଡିକାଲର ପ୍ରଫେସର ଡାକ୍ତର ଜ୍ୟୋତିରମୟୀ ନାୟକ ସହ, Ams ର ପ୍ରମ୍ମୁକ ସର୍ଜନ, ଡାକ୍ତର ମାନେ ସେବା ଜଗାଇବା ପାଇଁ ଉପସ୍ଥିତି ଅଛନ୍ତି ଏବଂ ବହୁ ସୁନ୍ଦର ଭାବରେ ରୋଗୀଙ୍କ ସହ ଆଲଚନା କରି, ଔଷଧ ଦେବ ବା ସର୍ଜରୀ କରାଯାଉଛି। ଏହି କ୍ୟାମ୍ପରେ ମେଡିକାଲ କଲେଜର ବିଭିନ୍ନ ବିଭାଗର ସୁପର ସ୍ପିସିଆଲିଟୀ ଡାକ୍ତରମାନେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ସହ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ପରୀକ୍ଷା ଯାଞ୍ଚ କରିଥିଲେ।ନବରଙ୍ଗପୁର ଭଳି ଉପାନ୍ତ ଅଞ୍ଚଳରେ ଏଭଳି ସୁସ୍ଥ୍ୟସେବା ଜଗାଇଦେଇଛନ୍ତି। ଏହି ବାୟୁସେବା ପାଇଁ ଆମ ମୁଖ୍ୟମନ୍ତ୍ରୀ ଏବଂ ସମସ୍ତ ଭଗବାନ ସଦୃଶ୍ୟ ଡକ୍ତର ମାନଙ୍କୁ ଜିଲ୍ଲା ବସି କୃତଜ୍ଞତା ଜଣାଇଛନ୍ତି।