-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||      ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||     

HOME   ଜିଲ୍ଲା

ଲୋଇସିଂହା: ଯୋଗୀଶର୍ଡl ପଂଚାୟତରେ ଗ୍ରାମ୍ୟ ସ୍ୱଚ୍ଛତା କମିଟି ଗଠିତ- ଗ୍ରାମରେ ସ୍ୱଚ୍ଛତା ବଜାୟ ରଖିବା ପାଇଁ ନିୟମ ତିଆରି କଲେ ଗାଁ ଲୋକେ

04-Feb-2021



ଲୋଇସିଂହା, (ବିନୋଦ କୁମାର ଦୀପ ): ଲୋଇସିଂହା ବ୍ଲକ ଯୋଗୀଶର୍ଡl ପଂଚାୟତ ଯୋଗୀଶର୍ଡl  ଠାରେ ଗ୍ରାମ୍ୟ ସ୍ୱଚ୍ଛତା କମିଟି ଗଠିତ ହୋଇଯାଇଛି l କମିଟିରେ ଅଧ୍ୟକ୍ଷ ରଶ୍ମିରଂଜନ ପଧାନ, ସମ୍ପାଦକ ପ୍ରଶାନ୍ତ କୁମାର ପଧାନ, ସଦସ୍ୟ ହେଲେ ଦେବାଶିଷ ପଣ୍ଡା, ଅମ୍ବରୀଶ ନାଏକ,  ପ୍ରତୁଷ ପଧାନ, ଅମିତ ପଧାନ, ଅକ୍ଷୟ କୁମାର ତ୍ରିପାଠୀ, ଚତୁର୍ମୁଖ ବଗର୍ତି, କେଦାର ପଧାନ l ଏହାସହ ଉପଦେଷ୍ଟା କମିଟି ମଧ୍ୟ ଗଠନ ହୋଇଛି, ଏହି କମିଟିର ସଦସ୍ୟ ହେଲେ ଅଶୋକ କୁମାର ମିଶ୍ର, ବୀରବର ବାରିକ, ଲକ୍ଷ୍ମନ ସାହୁ, ସମ୍ପତି ପଧାନ, ଅମ୍ବର ପଧାନ ପ୍ରମୁଖ l ଗ୍ରାମ୍ୟ ସ୍ୱଛତା କାର୍ଯ୍ୟକ୍ରମ 3 ତାରିଖ ରୁ ଆରମ୍ଭ ହୋଇଯାଇଛି l ଗ୍ରାମ୍ୟ ସ୍ୱଛତାରେ ଗାଁ ଲୋକଙ୍କ ଲାଗି ଅନେକ ନିୟମ ମାନ ରହିଛି l ନିୟମକୁ ନ ମାନିଲେ 1000 ଟଙ୍କା ଜରିମାନାର ବ୍ୟବସ୍ତା ରହିଛି l ନିୟମ ଗୁଡିକ ହେଲା ଗ୍ରାମରେ କେହି ମାଟି ପକାଇ ପାରିବେ ନାହିଁ l ଯଦି ପକାଇବେ ସାତଦିନ ମଧ୍ୟରେ ସଫା କରିବେ ନ ହେଲେ ଜରିମାନା ଲାଗୁ ହେବାସହ ଆଇନ ହିସାବରେ ଦଣ୍ଡିତ ହେବେ l ଗ୍ରାମ୍ୟ ଯୋଗାଣ ପାଣି ଆସିବା ବେଳେ ଘର ପାଣି ନେବାସହ ପାଣି ଟାଙ୍କିରେ ସଂଚିତ ରଖିବେ, ଯଦି ପାଣି କଂକ୍ରିଟ ରାସ୍ତା ଉପରକୁ ଛାଡିଲେ କିମ୍ବା ଆବର୍ଜନା ପକାଇଲେ ଜରିମାନା ଦେବାକୁ ପଡିବ l କେହିଯଦି ସ୍ୱଛତା ଉପରେ ବିରୋଧ କରେ ତାହେଲେ ଉକ୍ତବ୍ୟକ୍ତି ଉପରେ ଜରିମାନା ଲାଗୁହେବ l 9ଜଣ କମିଟି ସଦସ୍ୟ ସ୍ୱଛତା ସମୟରେ ସମ୍ମାନ ଦିଆଯିବ, ଏମାନଙ୍କ ସୁରକ୍ଷା ଲାଗି ପୋଲିସର ସାହାଯ୍ୟ ଲାଗି ପ୍ରସ୍ତାବ ରହିଛି l ଯୋଗୀଶର୍ଡl ଗ୍ରାମର ବିଭିନ୍ନ ୱାର୍ଡ ମାନଙ୍କରେ ସ୍ୱଛତା କାର୍ଯ୍ୟକ୍ରମ ଆରମ୍ବ ହୋଇଛି ଗ୍ରାମ୍ୟ କମିଟିର ସହଯୋଗରେ, ଆଗାମୀ ଦିନରେ ବିଡ଼ିଓ ସହଯୋଗର ହାତ ବଢାଇବା ଲାଗି ପ୍ରତିଶୃତି ଦେଇଛନ୍ତି l ଏହି ପ୍ରସ୍ତାବନା ଏକକିତା ନକଲ ବିଡ଼ିଓ, ତହସିଲଦାର,ଏମଏଲଏ, ଗ୍ରାମବାସୀ ଓ ସରପଞ୍ଚ କୁ ମଧ୍ୟ ପ୍ରଦାନ କରାଯିବ l


News Comment




Photo in News

Advertisment
Lastest News
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   25-Sep-2026
  ଜିଲ୍ଲା  
ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   25-Sep-2026
  ଜିଲ୍ଲା  
ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   25-Sep-2026
  ଜିଲ୍ଲା  
*ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   25-Sep-2026
  ଜିଲ୍ଲା  
ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   25-Sep-2026
  ଜିଲ୍ଲା  
ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   25-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   25-Sep-2026
  ଜିଲ୍ଲା  
ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   25-Sep-2026
  ଜିଲ୍ଲା  
ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   25-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ   25-Sep-2026
  ଜିଲ୍ଲା  
ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   25-Sep-2026
  ରାଜନୀତି  
ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   25-Sep-2026

You Might Also Like