-+91-9937148622 |
prerana_bgr@rediffmail.com |
Saturday 9th May 2026 |
R.N.I. Regd No. ODIODI/2010/46693
Breaking News
04-Feb-2021
ନବରଙ୍ଗପୁର,(ପ୍ରେରଣା ଖବର) : ତେନ୍ତୁଳୀଖୁଣ୍ଟି ଥାନା ବିଭିନ୍ନ ସ୍ଥାନରେ ଚାଲିଥିବା କୁକୁଡାଗାଲି ଓ ଜୁଆ ଆଡ୍ଡା ଉପରେ ଚଢ଼ାଉ । ହୀରଲାଗୁଡା କୁକୁଡ଼ାଗାଲି ରୁ ୬ ଟି ବାଇକ ସହ ୨ ହଜାର ଟଙ୍କା ଏବଂ ଅଂଚଳଗୁମ୍ମା ଜୁଆ ଆଡ୍ଡା ଉପରେ ଚଢ଼ାଉ ୩ ଟି ବାଇକ ଜବତ । ଚଢ଼ାଉ ସମୟରେ ସମସ୍ତ ଖେଳାଳି ଖସି ଗଲେ । ଜବତ ବାଇକ କୁ ଧରି ତଦନ୍ତ ଆରମ୍ଭ ।