-+91-9937148622 |

prerana_bgr@rediffmail.com |

  Sunday 13th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||      ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   (13-Sep-2026)       ||      ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   (13-Sep-2026)       ||      ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ସଚେତନତା କାର୍ଯକ୍ରମ   (13-Sep-2026)       ||      ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ l ଜରୁରୀକାଳୀନ ପରିସ୍ଥିତିରେ ପ୍ରତି ସେକେଣ୍ଡ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଜୀବନରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ    (12-Sep-2026)       ||      ରାଷ୍ଟ୍ରୀୟ ଲୋକ ଅଦାଲତ♦️୬୨,୪୮୭ ମାମଲାର ଫଇସଲା   (12-Sep-2026)       ||      *ଅବୈଧ ମଦ କାରବାର ବନ୍ଦ ପାଇଁ ଡାବୁଗାଁ ଅବକାରୀ ଥାନା ରେ ଅଭିଯୋଗ ପତ୍ର ଦିଆଗଲା*   (12-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ   (12-Sep-2026)       ||      ସଇଁତଳାକୁ ଏନ୍‌ଏସି ମାନ୍ୟତା ଦାବିକୁ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସମର୍ଥନ   (12-Sep-2026)       ||      ବୋଧାୟନ ବିରଚିତ ସଂସ୍କୃତ ପ୍ରହସନ ଭଗବତଜ୍ଜୁକମ୍ ମଞ୍ଚସ୍ଥ   (12-Sep-2026)       ||      ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଛାତ୍ରୀ ମାନଙ୍କର ପ୍ରବେଶ ଉତ୍ସବ   (12-Sep-2026)       ||      ବଲାଙ୍ଗୀର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ଏକତ୍ରୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ   (12-Sep-2026)       ||      ବାଲାଜୀ କଲେଜ ଅଫ ନର୍ସିଂ କୁ ମିଳିଲା ଏନ୍ଓସି♦️ ଚଳିତ ଶିକ୍ଷାବର୍ଷରେ ୫ଟି ପାଠ୍ୟକ୍ରମ ପାଇଁ ମିଳିଲା ଅନୁମୋଦନ   (12-Sep-2026)       ||      ଉଠା ଦୋକାନୀଙ୍କ ଦୁଃଖ♦️ଜୀବନ ଜୀବିକା କେତେ ଦୁର୍ବିସହ ପରିଶ୍ରମୀ ଏକା ଜାଣେ, ପରିଶ୍ରମ ଫଳ କେତେ ମିଠା ଲାଗେ ପ୍ରଦୀପ ଭାଇ ବଖାଣେ    (12-Sep-2026)       ||      ବରପାଲି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ‘ସ୍ପାର୍କ’ ପାଳିତ   (12-Sep-2026)       ||      ଭଟିଗାଁ ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ଅବସରରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ   (11-Sep-2026)       ||      ମା’ ସମଲେଶ୍ୱରୀ କଲେଜରେ ଫ୍ରେସର୍ସ ସ୍ୱାଗତ ସମାରୋହ   (11-Sep-2026)       ||     

HOME   ଜିଲ୍ଲା

*ପ୍ରାକୃତିକ ସାଂସ୍କୃତିକ ଓ ଆଧ୍ୟାତ୍ମିକ କ୍ଷେତ୍ରରେ ରାଜ୍ୟରେ ସ୍ବତନ୍ତ୍ର ପରିଚୟ ରହିଛି*- *ବିଧାୟକ ଟଙ୍କଧର ତ୍ରୀପାଠୀ*- - *ମହିମା ସୁବର୍ଣ୍ଣପୁର ଲୋକ ମହୋତ୍ସବ ଉଦଯାପନୀ ରେ ଗୀତ ଗାଇଲେ ଜିଲ୍ଲାପାଳ*-

12-Jan-2026



ସୋନପୁର, (ମନୋରଞ୍ଜନ ତ୍ରିପାଠୀ) ଶ୍ରୀ ରାମେଶ୍ବର ଷ୍ଟାଡିୟମରେଆରମ୍ଭ ହୋଇ ଥିବା "ମହିମା" ସୁବର୍ଣ୍ଣପୁର ଲୋକ ମହୋତ୍ସବ ୨୦୨୬  ଓ ରାଜ୍ୟସ୍ତରୀୟ ପଲ୍ଲିଶ୍ରୀ ମେଳା ରବିବାର ରାତିରେ ରଙ୍ଗବତୀ ଓ ମହୁଲ ଝାରେ ସମ୍ବଲପୁରୀ ଗୀତ ନାଚ ର ତାଳେ ତାଳେ ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ସନ୍ଧ୍ୟାରେ ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ଯକ୍ଷ ଡ. ନୃପରାଜ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସଭା ରେ ସ୍ବାଗତ ଭାଷଣ ରେ ଖୁସୀ ମନୋରଞ୍ଜନ ଓ ଜୀବନ ଜିଇଁବାର ଖୋରାକ ଯୋଗାଇଛି ଏ ଉତ୍ସବ ବୋଲି କହିଥିଲେ । ମୁଖ୍ୟ ଅତିଥିଭାବେ ଝାରସୁଗୁଡା  ବିଧାୟକ ଶ୍ରୀ ଟଙ୍କଧର ତ୍ରିପାଠୀ ଯୋଗଦେଇ  ଓଡ଼ିଶା ର ଲୋକକଳା  ଲୋକ ସଂସ୍କୃତି ଓ ପ୍ରାକୃତିକ ସାଂସ୍କୃତିକ ଆଧ୍ୟାତ୍ମିକ କ୍ଷେତ୍ରରେ ସ୍ବତନ୍ତ୍ର ପରିଚୟ ରହିଛି ଏ ଜିଲ୍ଲା ର ଏ ସୁବର୍ଣ୍ଣପୁର ଲୋକ ମହୋତ୍ସବ ର ବୋଲି କହିଥିଲେ । ଯାହାକି ମହାନଦୀ କର୍ପୁର ଓ ତେଲ ନଦୀ ତିନୋଟି ନଦୀ ର ସଙ୍ଗମ ସ୍ଥଳ ରେ ଅନୁଷ୍ଟିତ ଏ ମହୋତ୍ସବ ର ମନୋରମ ଦୃଶ୍ୟ ଏଵଂ ଭୀମ ଭୋଇ କଳା ପରିଷଦ ର ହୃଦୟ ସ୍ପର୍ଷୀ ପ୍ରାରମ୍ଭିକ ସଙ୍ଗୀତ ଏହାର ପ୍ରମାଣ ବୋଲି କହି ଶ୍ରୀ ତ୍ରୀପାଠୀ ଭୂୟସୀ ପ୍ରଶଂସା କରିଥିଲେ  l  
ସମ୍ମାନିତ ଅତିଥ୍ ଭାବେ ବୀରମହାରାଜ ପୁର ବିଧାୟକ  ଇଂ. ରଘୁନାଥ ଜଗଦଲା ଯୋଗ ଦେଇ ପୁରାତନ ସଂସ୍କୃତିର ସଂରକ୍ଷଣ ଉପରେ ଗୁରୁତ୍ୱାରୋପ କରିଥିଲେ। ଅନ୍ୟତମ ଅତିଥିଭାବେ ଉଲୁଣ୍ଡା ପଞ୍ଚାୟତ ସମିତି ଅଧ୍ୟକ୍ଷା ଶାନ୍ତି ଲତା ମିଶ୍ର ଯୋଗ ଦେଇଥିଲେ l   ଭୀମଭୋଇ କଳା ପରିଷଦର କଳାକାରମାନେ ସ୍ବାଗତ ସଙ୍ଗୀତ ଗାନ କରିଥିଲେ। ସଭା ମଞ୍ଚକୁ ଅଭିନେତା ପ୍ରଦ୍ୟୁମ୍ନ ସାହୁ ପରିଚାଳନା କରିଥିଲେ।

ସୋନପୁର ବିଡିଓ ପ୍ରତୀକ କର ଧନ୍ୟବାଦ ପ୍ରଦାନ କରି "ପରମ୍ପରା ର ପ୍ରତିଛବି ଥିଲା ହଜାର ଲୋକ ଙ୍କ ଆର୍ଥିକ ଅଭିବୃଦ୍ଧି ର ଏକ ମାଧ୍ୟମ ଥିଲା ଏ ମହୋତ୍ସବ" ବୋଲି କହିଥିଲେ। ବିଶିଷ୍ଟ କଣ୍ଠଶିଳ୍ପୀ ନୁର ବେଗମଙ୍କ ଦ୍ବାରା ମହିମା ସୁବର୍ଣ୍ଣପୁର ଲୋକ ମହୋତ୍ସବ ଉଦ୍‌ଯାପିତ ଲୋକସଙ୍ଗୀତ ପରିବେଷଣ କରା ଯାଇଥିଲା। ସନ୍ଧ୍ୟା ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଓଡିଶୀ, ସମ୍ବଲପୁରୀ, ଜାମୁଡାଲି, କରମସାନୀ ନୃତ୍ୟରେ ଦର୍ଶକ ଝୁମିଥିଲେ। ଡୁଙ୍ଗୁରିପାଲି ବ୍ଲକ କଳା ସଂସ୍କୃତି ସଂଘ ଭାଗିଟିକିରା ମା’ ସାଂସ୍କୃତିକ ଅନୁଷ୍ଠାନର କଳାକାରଙ୍କ ସଞ୍ଚାର ନୃତ୍ୟରୁ ସାଂସ୍କୃତିକ ସନ୍ଧ୍ୟାର କାର୍ଯ୍ୟକ୍ରମ ଆରମ୍ଭହୋଇଥିଲା। ପରେ ଗଞ୍ଜାମ ଦିଗପହଣ୍ଡି ବିଚିତ୍ରା ବର୍ଣ୍ଣାଳୀ ନାଟ୍ୟ ସଂସଦର ପଶୁ ନୃତ୍ୟ, ଉଲୁଣ୍ଡା ସୁଆଙ୍ଗ ଅନୁଷ୍ଠାନର ପରଭା ନୃତ୍ୟ, ବୀରମହାରାଜପୁର ବ୍ଳକ କଳା ସଂସ୍କୃତି ସଂଘର ଦଣ୍ଡ ନୃତ୍ୟ, ଜଟଣୀ ନୃତ୍ୟଶ୍ରୀ ଅନୁଷ୍ଠାନର କଳାକାରଙ୍କ ମାହାରୀ ନୃତ୍ୟ, ପୁରୀର କଳାକାରଙ୍କ ମାଳଖମ୍ବ ନୃତ୍ୟ, ରାୟଗଡାର କଳାକାରଙ୍କ ଢେମସା ନୃତ୍ୟ, କଳାହାଣ୍ଡି ପ୍ରତିଭା ଅନୁଷ୍ଠାନର ସମ୍ବଲପୁରୀ ନୃତ୍ୟ, ହରିୟାନାର କଳାକାରଙ୍କ ଝୁମର ଲୋକନୃତ୍ୟ, ବଲାଙ୍ଗୀର କୋଶଳ ଲୋକନୃତ୍ୟ, ତରଭା ବ୍ଳକ କଳା ସଂସ୍କୃତି ସଂଘର ପାଟଣେଶ୍ୱରୀ କଳା ପରିଷଦର ସମ୍ବଲପୁରୀ ନୃତ୍ୟ, ବୌଦ୍ଧ ଜିଲା ବାଉଁଶୁଣି ସାଂସ୍କୃତିକ ଅନୁଷ୍ଠାନର ପରଭା ନୃତ୍ୟ, ବୀରମହାରାଜପୁର ଭୀମଭୋଇ କଳା ନିକେତନ ଦଣ୍ଡନୃତ୍ୟ ପରିବେଷଣ କରିଥିଲେ। ସମ୍ବଲପୁରୀ ବାଦ୍ୟ, ଢୋଲ, ନିଶାନ ଓ ତାସାରେ ମଞ୍ଚ ଦୁଲୁକି ଉଠିଥିଲା। ଜିଲାପାଳ ଡ. ନୃପରାଜ ସାହୁ ନିଜେ ଗୀତ ଗାଈ ନାଚି ଉପସ୍ଥିତ ଦର୍ଶକ କଳାକାର ଆୟୋଜକ ସାମ୍ୱାଦିକ ପ୍ରଶାସନିକ ଅଧିକାରୀ କର୍ମଚାରୀ ଓ ଶୁଭେଛୁ ଙ୍କୁ ମନ୍ତ୍ର ମୁଗ୍ଧ କରିଥିଲେ। ଉଦଯାପନୀ ସାଂସ୍କୃତିକ କାର୍ଯ୍ୟକ୍ରମରେ ମାନଭଞ୍ଜନ ମିଶ୍ର, ଅବିନାଶ ହୋତା, ଚୌଧୁରୀ ବିଭାର, ଦେବାଶିଷ ପଟ୍ଟନାୟକ, ତନିଶା ଅଗ୍ରୱାଲ ଓ ରୁବି ବେହେରା ମଞ୍ଚ ପରିଚାଳନା କରିଥିଲେ।  ଜିଲ୍ଲାପାଳ ଡ଼ . ସାହୁ, ଏସପି ଶ୍ରୀ ନାରାୟଣ ନାଏକ, ଓ  ସି ଡି ଓ ଅଶ୍ଵିନୀ କୁମାର ମେହେର ଙ୍କୁ ଅର୍ମାସ ପକ୍ଷରୁ ସମ୍ବର୍ଧିତ କରାଯାଇଥିଲା l ଜିଲ୍ଲା ଉନ୍ନୟନ ପ୍ରଦର୍ଶନୀ ମେଳା ରେ ଜିଲ୍ଲା କୃଷି ଉଦ୍ୟାନ ବିଭାଗ ପ୍ରଥମ ପୁରସ୍କାର, ଜିଲ୍ଲା ମୃତ୍ତିକା ସଂରକ୍ଷଣ ଜଳ ବିଭାଜିକା ବିଭାଗ ଓ କୃଷି ବିଭାଗ କୁ ଯୁଗ୍ମ ଭାବରେ ଦ୍ୱିତୀୟ ପୁରସ୍କାର, ଓ ଜିଲ୍ଲା ଯୋଜନା ସମନ୍ଵୟ ବିଭାଗ କୁ ତୃତୀୟ ପୁରସ୍କାର ପ୍ରଦାନ କରିଥିଲେ ଜିଲ୍ଲାପାଳ l ପଲ୍ଲୀଶ୍ରୀ ମେଳାରେ ବେଷ୍ଟ୍ ଡିଷ୍ପ୍ଲେ  ଭାବେ ଜ୍ୱେଲେରି ହୋମ ଡେକର, ଏସ ଏଚ୍ ଜି ଗ୍ରୁପ୍ ନୟାଗଡ଼ କୁ , ବେଷ୍ଟ ସେଲ୍ସ ମ୍ୟାନ ସିପ ଷ୍ଟ୍ର ଫଟୋ ଫ୍ରେମ୍ ଷ୍ଟଲ୍ ମା ମଙ୍ଗଳା ସଂଘ ଢେଙ୍କାନାଳ କୁ , ବେଷ୍ଟ ସ୍ୱଦେଶୀ ଫୁଡ୍ ଭାବେ ମାଲେଶ୍ରି ମଶ୍ରୁମ୍ ପି ଇ ବି ଏମ୍ ପୁର କୁ ଓ ଚାରି ଲକ୍ଷ ରୁ ଅଧିକ ବିକ୍ରୀ କରିଥିବା ନୀଳମାଧବ ପି ଜି କଳାହାଣ୍ଡି ଜିଲ୍ଲା କୁ ଜିଲ୍ଲାପାଳ ଡ଼ ନୃପ ରାଜ ସାହୁ ଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରା ଯାଇଥିଲା l ସହର ର ସମସ୍ତ ସହଯୋଗୀ ଅନୁଷ୍ଠାନ କୁ ସମ୍ବର୍ଧିତ କରାଯାଇଥିଲା l


News Comment




Photo in News

Advertisment
Lastest News
  ଜିଲ୍ଲା  
ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ   13-Sep-2026
  ଜିଲ୍ଲା  
ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି   13-Sep-2026
  ଜିଲ୍ଲା  
ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   13-Sep-2026
  ଜିଲ୍ଲା  
ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   13-Sep-2026
  ଜିଲ୍ଲା  
ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   13-Sep-2026
  ରାଜ୍ୟ  
ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   13-Sep-2026
  ଜିଲ୍ଲା  
ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ସଚେତନତା କାର୍ଯକ୍ରମ   13-Sep-2026
  ଜିଲ୍ଲା  
ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ l ଜରୁରୀକାଳୀନ ପରିସ୍ଥିତିରେ ପ୍ରତି ସେକେଣ୍ଡ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଜୀବନରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ   12-Sep-2026
  ଜିଲ୍ଲା  
ରାଷ୍ଟ୍ରୀୟ ଲୋକ ଅଦାଲତ♦️୬୨,୪୮୭ ମାମଲାର ଫଇସଲା   12-Sep-2026
  ଜିଲ୍ଲା  
*ଅବୈଧ ମଦ କାରବାର ବନ୍ଦ ପାଇଁ ଡାବୁଗାଁ ଅବକାରୀ ଥାନା ରେ ଅଭିଯୋଗ ପତ୍ର ଦିଆଗଲା*   12-Sep-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ   12-Sep-2026
  ଜିଲ୍ଲା  
ସଇଁତଳାକୁ ଏନ୍‌ଏସି ମାନ୍ୟତା ଦାବିକୁ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସମର୍ଥନ   12-Sep-2026

You Might Also Like