-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
31-Dec-2025
ନବରଙ୍ଗପୁର (ପ୍ରିୟଦର୍ଶିନୀ ପାତ୍ର) ନବରଙ୍ଗପୁର ଜିଲ୍ଲା ବିଜେପି ସଭାପତି କୁଞ୍ଜବିହାରୀ ଦାଶ ଜିଲ୍ଲା ଟିମ୍ ଘୋଷଣା କରିଛନ୍ତି। ତାଙ୍କ ଟିମ୍ ରେ ଜିଲ୍ଲା ସଂପାଦକ ଭାବେ ସ୍ଥାନ ପାଇଛନ୍ତି ଡାବୁଗାଁ ବ୍ଲକ ର ଜେ ରାଜଶେଖର ରାଓ ଓ ଲକ୍ଷ୍ମୀ ଜାନୀ । ବିଜେପି ର ବରିଷ୍ଠ ନେତା ଜି କିରଣ କୁମାର, ବରିଷ୍ଠ ଆଇନଜୀବି ସୂର୍ଯ୍ୟବଂଶୀ ଜୟନ୍ତ ପାତ୍ର, ବରିଷ୍ଠ ନାରୀ ନେତ୍ରୀ ମନୋରମ ନାୟକ, ମହେଶ ପାତ୍ର, ଭୀମ ସେନ ଜେନା, ଦଶମୁ କଲାର, ରତନ କଲାର , ଜ୍ୟୋତ୍ସ୍ନା ନାୟକ, ଏବଂ ଡାବୁଗାଁ ବ୍ଲକ ର ଅନେକ ବୁଦ୍ଧିଜୀବୀ ମାନେ ଫୋନ ଯୋଗେ ଏବଂ ବ୍ୟକ୍ତିଗତ ଭାବେ ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି।