-+91-9937148622 |

prerana_bgr@rediffmail.com |

  Sunday 13th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||      ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   (13-Sep-2026)       ||      ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   (13-Sep-2026)       ||      ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ସଚେତନତା କାର୍ଯକ୍ରମ   (13-Sep-2026)       ||      ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ l ଜରୁରୀକାଳୀନ ପରିସ୍ଥିତିରେ ପ୍ରତି ସେକେଣ୍ଡ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଜୀବନରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ    (12-Sep-2026)       ||      ରାଷ୍ଟ୍ରୀୟ ଲୋକ ଅଦାଲତ♦️୬୨,୪୮୭ ମାମଲାର ଫଇସଲା   (12-Sep-2026)       ||      *ଅବୈଧ ମଦ କାରବାର ବନ୍ଦ ପାଇଁ ଡାବୁଗାଁ ଅବକାରୀ ଥାନା ରେ ଅଭିଯୋଗ ପତ୍ର ଦିଆଗଲା*   (12-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ   (12-Sep-2026)       ||      ସଇଁତଳାକୁ ଏନ୍‌ଏସି ମାନ୍ୟତା ଦାବିକୁ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସମର୍ଥନ   (12-Sep-2026)       ||      ବୋଧାୟନ ବିରଚିତ ସଂସ୍କୃତ ପ୍ରହସନ ଭଗବତଜ୍ଜୁକମ୍ ମଞ୍ଚସ୍ଥ   (12-Sep-2026)       ||      ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଛାତ୍ରୀ ମାନଙ୍କର ପ୍ରବେଶ ଉତ୍ସବ   (12-Sep-2026)       ||      ବଲାଙ୍ଗୀର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ଏକତ୍ରୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ   (12-Sep-2026)       ||     

HOME   ଜିଲ୍ଲା

ଯିଏ ନିୟମ କରୁଛି ସିଏ ମାନୁନାହିଁ,ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ତ ?

30-Dec-2025



ବିନିକା(ହିମାଂଶୁ ଶେଖର ପୁଟେଲ)ସରଳ ଜୀବନଯାପନ ପାଇଁ ଲୋକଙ୍କ ସୁରକ୍ଷା ନିମନ୍ତେ ରାଜ୍ୟ ସରକାରଙ୍କ ପରିବହନ ବିଭାଗ ନିୟମ ପ୍ରଚଳନ କରୁଛନ୍ତି। ଯଦି ସେହି ନିୟମକୁ ସାଧାରଣ ଲୋକେ ଉଲ୍ଲଂଘନ କଲେ ତେବେ ତାଙ୍କ ଉପରେ ଫାଇନ ପଡୁଛି।କିନ୍ତୁ ନିୟମ ଲାଗୁ କରୁଥିବା ପରିବହନ କର୍ମଚାରୀ ନିୟମକୁ ପାଳନ କରୁନାହାନ୍ତି ତେବେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ନା ସେମାନଙ୍କ ପାଇଁ ନିୟମ ନିୟମ ହୋଇ ରହିବ ସେନେଇ ସର୍ବତ୍ରରେ ଆଲୋଚନା ହେଉଥିବା ଜଣାପଡିଛି ।ଦେଖିବାକୁ ମିଳିଛି ବିନିକା - ଏସ ରାମପୁର ମୁଖ୍ୟ ରାସ୍ତାରେ । ସଡକ ସୁରକ୍ଷା ଜୀବନ ରକ୍ଷା ନେଇ ସାରା ରାଜ୍ୟରେ ସଚେତନତା ସୃଷ୍ଟି କରାଯାଉଛି ।ଏଥିରେ ଯେଉଁମାନେ ମାନୁ ନାହାନ୍ତି ସେମାନଙ୍କୁ ମୋଟା ଅଙ୍କର ଫାଇନ ଗଣିବାକୁ ପଡୁଛି ।ତେବେ ଆଜି ସୁବର୍ଣ୍ଣପୁର ଜିଲ୍ଲା ପରିବହନ ବିଭାଗ ଅଧିକାରୀ ଦେବବ୍ରତ ପଟ୍ଟା ନିଜ ଷ୍ଟାଫ ଙ୍କ ସହିତ ଧରପଗଡ ପାଇଁ ବିନିକା - ଏସ ରାମପୁର ରାସ୍ତାରେ ଆସୁଥିଲେ   ।ଠିକ ଏହି ସମୟରେ ଜଣେ ସାମ୍ବାଦିକ ଖବର ସଂଗ୍ରହ ପାଇଁ ବାଇକରେ ବିନିକା ଆସୁଥିବା ବେଳେ ଏହି ମୁଖ୍ୟ ରାସ୍ତାର ସିଂହିଯୁବା - ଜାମପାଲି ମଝିରେ ପରିବହନ ବିଭାଗ ଗାଡ଼ି ତାଙ୍କୁ ଓଭର ଟେକ୍  କରି ବାଇକ କୁ ଛାଡି ନଥିଲେ।ଯାହାକି ବାଇକ ସହିତ ବୋଲେରୋ ଗାଡ଼ି ଦୁର୍ଘଟଣାର ଆଶଙ୍କା ରହିଥିଲା ଗାଡ଼ି ଭିତରୁ ପରିବହନ ଅଧିକାରୀ ବାହାରି ହେଲମେଟ ପିନ୍ଧି ନାହଁ ଫାଇନ ଦିଅ,ଅଫିସକୁ ଯିବ ବୋଲି କହିଥିଲେ ।ସାମ୍ବାଦିକ ଜଣକ ହଁ ସାରା ହରବରରେ ଆସୁଥିବାରୁ ହେଲମେଟ ପିନ୍ଧି ନାହଁ ଫାଇନ ଦେବି କିନ୍ତୁ ଅଫିସକୁ କାହିଁକି ଯିବି ବୋଲି କହିଥିଲେ। ପରିବହନ ଅଧିକାରୀ ୫୦୦ଶହ ଟଙ୍କା ଦିଅ ଆଉ ଏଠାରୁ ଚାଲି ଯାଅ କହିବାରୁ ସାର ଆପଣ ନିୟମ ଲାଗୁ କରୁଛନ୍ତି ହେଲେ ଆପଣ ନିୟମ କୁ ନିଜେ ପାଳନ କରୁନାହାନ୍ତି। ଗାଡ଼ି ଡ଼୍ରାଇଭର ସିଟ ବେଲ୍ଟ ପିନ୍ଧିଛି ଅଥଚ ଆପଣ ପିନ୍ଧି ନାହାନ୍ତି,ଆପଣଙ୍କ ଆଇ କାଡ ନାହିଁ,ମୁଣ୍ଡରେ ଟୋପି ନାହିଁ କେମିତି ଆପଣ ନିୟମ ପାଲନ କରୁଛନ୍ତି,ପଚାରିଲେ ସାଧାରଣ ଜନତା ଙ୍କୁ ନାଲି ଆଖି ଦେଖାଉଛନ୍ତି ।ନିଜେ କରିଥିବା ନିୟମକୁ ଠିକ ଭାବେ ପାଳନ କରନ୍ତୁ ବୋଲି ସାମ୍ବାଦିକ ଜଣକ କହିବାରୁ ଅଧିକାରୀ ଜଣକ ଦୁର୍ବ୍ୟବହାର କରିଥିଲେ ବୋଲି ସାମ୍ବାଦିକ ପ୍ରକାଶ କରିଛନ୍ତି। ତେବେ ବର୍ତ୍ତମାନ ଜିଲ୍ଲାରେ ଜଣେ ଦକ୍ଷ ଜିଲ୍ଲାପାଳ ଅବସ୍ଥାପିତ ଅଛନ୍ତି ତାଙ୍କର ମହତ କାର୍ଯ୍ୟ ଓ ସେବା ସାରା ରାଜ୍ୟରେ ପ୍ରଶଂସାର ସୁଅ ଛୁଟୁ ଥିବା ବେଳେ ଜିଲ୍ଲାରେ ଏପରି ପରିବହନ ଅଧିକାରୀଙ୍କ ପାଇଁ ଜିଲ୍ଲା ବଦନାମ ହେଉଛି ବୋଲି ସାଧାରଣରେ ଆଲୋଚନା ହେଉଛି। ତେଣୁ ନିଜେ ନିୟମ ଲାଗୁ କରିଥିବା ଅଧିକାରୀ ଯଦି ନିୟମ ମାନୁ ନାହାନ୍ତି ତେବେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ତ ? ନା କେବଳ ସାଧାରଣ ଲୋକଙ୍କ ଉପରେ ଏହି ନିୟମ କି ବୋଲି ପ୍ରଶ୍ନବାଚୀ ସୃଷ୍ଟି କରିଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ   13-Sep-2026
  ଜିଲ୍ଲା  
କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   13-Sep-2026
  ଜିଲ୍ଲା  
ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   13-Sep-2026
  ଜିଲ୍ଲା  
ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ   13-Sep-2026
  ଜିଲ୍ଲା  
ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି   13-Sep-2026
  ଜିଲ୍ଲା  
ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   13-Sep-2026
  ଜିଲ୍ଲା  
ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   13-Sep-2026
  ଜିଲ୍ଲା  
ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   13-Sep-2026
  ରାଜ୍ୟ  
ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   13-Sep-2026
  ଜିଲ୍ଲା  
ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ସଚେତନତା କାର୍ଯକ୍ରମ   13-Sep-2026

You Might Also Like