-+91-9937148622 |

prerana_bgr@rediffmail.com |

  Monday 14th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||      ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   (13-Sep-2026)       ||      ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   (13-Sep-2026)       ||      ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ସଚେତନତା କାର୍ଯକ୍ରମ   (13-Sep-2026)       ||      ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ l ଜରୁରୀକାଳୀନ ପରିସ୍ଥିତିରେ ପ୍ରତି ସେକେଣ୍ଡ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଜୀବନରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ    (12-Sep-2026)       ||      ରାଷ୍ଟ୍ରୀୟ ଲୋକ ଅଦାଲତ♦️୬୨,୪୮୭ ମାମଲାର ଫଇସଲା   (12-Sep-2026)       ||     

HOME   ଜିଲ୍ଲା

ଶିକେରପାଟ୍ ମହୋତ୍ସବର ଚତୁର୍ଥ ସନ୍ଧ୍ୟା..... - ଅଞ୍ଚଳୀୟ ସଂସ୍କୃତିର ସୁରକ୍ଷା ଓ ବିକାଶର ଶକ୍ତିଶାଳୀ ମଞ୍ଚ - ବିକାଶ ପ୍ରସଙ୍ଗରେ ନବୀନ ଟୁକୁନି ମୁହାଁମୁହିଁ

29-Dec-2025



ତୁଷୁରା  (ପଞ୍ଚାନନ ନାଏକ) ବଲାଙ୍ଗିର ଜିଲ୍ଲା ଗୁଡଭେଲା ବ୍ଲକ ଅନ୍ତର୍ଗତ ଘୁନା ମହୋତ୍ସବ ପଡିଆ ଏହି ସନ୍ଧ୍ୟାରେ ଏକ ଅପୂର୍ବ ସାଂସ୍କୃତିକ ଆବହାରେ ପରିଣତ ହୋଇଉଠିଥିଲା। ଓଡ଼ିଆ ଲୋକସଂସ୍କୃତିର ମହକ, ପାରମ୍ପରିକ କଳାର ଝଙ୍କାର ଓ ଲୋକକଳାକାରଙ୍କ ଉତ୍ସାହୀ ପ୍ରଦର୍ଶନ ମଧ୍ୟରେ ଶିକେରପାଟ୍ ମହୋତ୍ସବ ୨୦୨୫–୨୬ର ଚତୁର୍ଥ ସାଂସ୍କୃତିକ ସନ୍ଧ୍ୟା ଅତ୍ୟନ୍ତ ଗରିମାମୟ ଭାବେ ଅନୁଷ୍ଠିତ ହୋଇଯାଇଥିଲା।
ମହୋତ୍ସବ କମିଟିର  ସଭାପତି ଶ୍ରୀ ରୋହିତ ମାଝୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଗମ୍ଭୀର ସଭାରେ ଟିଟଲାଗଡ ବିଧାୟକ ଶ୍ରୀ ନବୀନ ଜୈନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିକେରପାଟ୍ ମହୋତ୍ସବକୁ ଅଞ୍ଚଳୀୟ ସାଂସ୍କୃତିକ ବିକାଶର ଏକ ଶକ୍ତିଶାଳୀ ମାଧ୍ୟମ ଓ ସୂତ୍ରଧାର ବୋଲି ଅଭିହିତ କରିଥିଲେ।
ତାଙ୍କ ଉଦ୍ବୋଧନରେ ଶ୍ରୀ ଜୈନ କହିଥିଲେ ଯେ, ଏପରି ମହୋତ୍ସବ ମାଧ୍ୟମରେ ଗ୍ରାମୀଣ ଓ ଆଞ୍ଚଳିକ କଳାକାରମାନେ ନିଜ ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ପାଉଛନ୍ତି, ଯାହା ଓଡ଼ିଆ ସାହିତ୍ୟ, ସଂସ୍କୃତି ଓ ପାରମ୍ପରିକ କଳାର ସୁରକ୍ଷା ସହିତ ଏହାର ବିକାଶକୁ ମଧ୍ୟ ସୁନିଶ୍ଚିତ କରୁଛି। ଆଗାମୀ ଦିନରେ ଶିକେରପାଟ୍ ମହୋତ୍ସବ ଅନ୍ୟାନ୍ୟ ଅଞ୍ଚଳ ପାଇଁ ମଡେଲ ହେବ ବୋଲି ସେ ଆଶା ବ୍ୟକ୍ତ କରିଥିଲେ।
ବିକାଶ ପ୍ରସଙ୍ଗରେ କଥା ରଖି ଶ୍ରୀ ଜୈନ ଗତ ୨୬ ତାରିଖ ଏହି ମହୋତ୍ସବରେ ଯୋଗଦେଇଥିବା ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁଙ୍କ ମନ୍ତବ୍ୟର ଜୋରଦାର ପ୍ରତିଉତ୍ତର ଦେଇଥିଲେ। ସେ କହିଥିଲେ ଯେ, ଖୋଦ୍ ଜଳସମ୍ପଦ ମନ୍ତ୍ରୀ ଥିବା ସମୟରେ ମଧ୍ୟ ସାଧାରଣ ଲୋକଙ୍କୁ ବୁନ୍ଦାଏ ପାନୀୟ ଜଳ ଯୋଗାଇ ପାରିନଥିବା ଲୋକ ଆଜି ବିକାଶକୁ ନେଇ କଥା କହୁଛନ୍ତି, ଯାହା ଅତ୍ୟନ୍ତ ଦୁଃଖଦ ଓ ବିରୋଧାଭାସପୂର୍ଣ୍ଣ। ବିନା ଡିପିଆର ଓ ବିନା ସଠିକ୍ ଇଷ୍ଟିମେଣ୍ଟରେ କେବଳ ନଡ଼ିଆ ବାଡେଇ ଉଦ୍‌ଘାଟନ କରିଲେ ଯେ ବିକାଶ ହୁଏ ନାହିଁ, ତାହା ଜନସାଧାରଣ ଭଲଭାବେ ବୁଝି ସାରିଛନ୍ତି ବୋଲି ସେ କଟାକ୍ଷ କରିଥିଲେ।
ଏହି ଗରିମାମୟ ସଭାରେ ପୂର୍ବତନ ଗୁଡଭେଲା ବ୍ଲକ ଅଧ୍ୟକ୍ଷ ଶ୍ରୀ ଅଶୋକ ଦୋରା, ଉପାଧ୍ୟକ୍ଷ ଶ୍ରୀ ଟୁକୁରାମ ପାଣିଗ୍ରାହୀ, ଘୁନା ସରପଞ୍ଚ ଶ୍ରୀମତୀ କବିତା ମହାନନ୍ଦ ପ୍ରମୁଖ ଅତିଥିମାନେ ମଧ୍ୟ ଯୋଗଦେଇ ଶିକେରପାଟ୍ ମହୋତ୍ସବ ଅଞ୍ଚଳୀୟ ଏକତା, ସଂସ୍କୃତି ଓ ସାମୁଦାୟିକ ସମ୍ପ୍ରୀତିର ଉତ୍ସବ ବୋଲି ମତ ପ୍ରକାଶ କରିଥିଲେ।
ମହୋତ୍ସବ କମିଟି ସଦସ୍ୟ ଶ୍ରୀ ଧୁବଳେଶ୍ୱର ସାହୁ ସୁସ୍ପଷ୍ଟ ଓ ସୁସଂଖ୍ୟଳିତ ଭାବେ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶ୍ରୀ ଚକାନନ୍ଦ କମ୍ପ ମଞ୍ଚ ପରିଚାଳନା କରି ସମଗ୍ର କାର୍ଯ୍ୟକ୍ରମକୁ ଶୃଙ୍ଖଳାବଦ୍ଧ କରିଥିଲେ।
ଓଡ଼ିଆ ଭାଷା ସାହିତ୍ୟ, ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ, ଓଡ଼ିଶା ସରକାର ଏବଂ ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର, ଭାରତ ସରକାରଙ୍କ ସହଯୋଗରେ ଆୟୋଜିତ ଏହି ସନ୍ଧ୍ୟାରେ ଘୋଡ଼ାନାଚ, ଘୁମରା, ଭଜନ-ଭକ୍ତି, ରାମଲୀଳା, ଏବଂ ଆଧୁନିକ ସଂଗୀତ ଓ ଲୋକନୃତ୍ୟର ସୁନ୍ଦର ସମନ୍ୱୟ ଦେଖିବାକୁ ମିଳିଥିଲା। ଇଣ୍ଡିଆନ ମ୍ୟୁଜିକ ଚେମ୍ବର, ଢେଙ୍କାନାଳ, ଭଜନ ଭକ୍ତି, ଖୋର୍ଦ୍ଧା, ଘୁମରା, ଜୁନାଗଡ, ମା ବୈଷ୍ଣଦେବୀ କଳା ପରିଷଦ, ଜାମୁଟ, ବୌଲି କଳା ପରିଷଦ, ବଉଦ ସହ ୨୦ରୁ ଅଧିକ ଆଞ୍ଚଳିକ କଳାକାର ନିଜ ନିଜ ପ୍ରତିଭାର ପ୍ରଦର୍ଶନ କରି ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ।
ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମର ସଫଳ ସଂଯୋଜନା ଶ୍ରୀ ସୁଧିର ନାୟକଙ୍କ ଦ୍ୱାରା କରାଯାଇଥିଲା, ଯାହା ପାଇଁ ସେ ସମସ୍ତଙ୍କର ପ୍ରଶଂସାର ପାତ୍ର ହୋଇଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ   13-Sep-2026
  ଜିଲ୍ଲା  
କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   13-Sep-2026
  ଜିଲ୍ଲା  
ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   13-Sep-2026
  ଜିଲ୍ଲା  
ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ   13-Sep-2026

You Might Also Like