-+91-9937148622 |
prerana_bgr@rediffmail.com |
Friday 19th June 2026 |
R.N.I. Regd No. ODIODI/2010/46693
Breaking News
29-Dec-2025
ନର୍ଲା-(ଚିନ୍ତାମଣି ନାଏକ) ନର୍ଲାଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ସକାଳ ୧୦ ଘଣ୍ଟା ରୁ ଦିନ ୧୧ ଘ ପର୍ଯ୍ୟନ୍ତ ଡାକ୍ତର ଙ୍କ ଏକ ଘଣ୍ଟିଆ କାର୍ଯ୍ୟବନ୍ଦ ଆନ୍ଦୋଳନ ଓମସା ପକ୍ଷରୁ ଜାରି ରହିଥିବା ଦେଖିବାକୁ ମିଳିଛି ସଙ୍ଘ ପକ୍ଷରୁ ଦଶ ଦଫା ଦାବି ରଖା ଯାଇ ଆନ୍ଦୋଳନ ଚାଲିଛି ପ୍ରମୁଖ ଦାବୀମଧ୍ୟରେ ଡାକ୍ତର ଙ୍କ କାର୍ଯ୍ୟ କ୍ଷେତ୍ର ରେ ସୁରକ୍ଷ୍ୟାପ୍ରଦାନ ପଦୋନ୍ନତି ଦରମା ବୃଦ୍ଧି ଆଦି ଅନ୍ତର ଭୁକ୍ତ ଏଭଳି ଆନ୍ଦୋଳନ ଆଜି ଚତୁର୍ଥ ଦିନରେ ପହଂଚିଥିବା ବେଳେ ରାଜ୍ୟ ସରକାର ଦାବି ପୂରଣ ନ କରିବା ପର୍ଯ୍ୟନ୍ତ ଜରୁରୀ ସେବା ସହ ଆନ୍ଦୋଳନ ମଧ୍ୟ ଜାରିରହିବ ବୋଲି ସଙ୍ଘ ପକ୍ଷରୁ ସୂଚନା ରହିଥିବା ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ି ଆର ଆଶୁତୋଷ ପଧାନ ଓ ବିଶ୍ୱଜିତ ମହନ୍ତ ସୂଚନା ଦେଇଛନ୍ତି