-+91-9937148622 |

prerana_bgr@rediffmail.com |

  Tuesday 28th July 2026 |

| | | |

R.N.I. Regd No. ODIODI/2010/46693

Breaking News

ମଧୁସୁଦନ ଆଇନ ବିଶ୍ୱବିଦ୍ୟାଳୟ ର କୂଳପତି ଯୁଧିଷ୍ଠିର ମହାବିଦ୍ୟାଳୟରେ ଭାବ ବିନିମୟ   (27-Jul-2026)       ||      ସଂସଦରେ ଉଠିଲା ଓଡ଼ିଶାର ଲବାନ/ଲବାନା ସମୁଦାୟଙ୍କୁ ଏସ୍‌ଟି ମାନ୍ୟତା ଦାବି   (27-Jul-2026)       ||      ପାଣି ଘେରରେ ଲୋଇସିଂହା ବ୍ଲକ    (27-Jul-2026)       ||      ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି   (27-Jul-2026)       ||      ନିଶାମୁକ୍ତ ଭାରତ ଗଠନରେ ଯୁଵା ଶକ୍ତିର ଭୂମିକା କାର୍ଯ୍ୟକ୍ରମ    (27-Jul-2026)       ||      ଚାଲିଗଲେ ବରିଷ୍ଠ କଂଗ୍ରେସ ନେତା ଧରମସିଂ ବଡପଣ୍ଡା   (27-Jul-2026)       ||      ସରକାରୀ ମହିଳା ମହାବିଦ୍ୟାଲୟ, ବଲାଙ୍ଗିରରେ ପ୍ରବେଶ ଉତ୍ସବ   (27-Jul-2026)       ||      ପାତାଳି ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ନିଳାଦ୍ରୀ ବିଜେ   (27-Jul-2026)       ||      *ଡାବୁଗାଁ ଠାରେ ଜିଲ୍ଲାପାଳଙ୍କ ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ*   (27-Jul-2026)       ||      ନେପାଳରେ ବୈଧ ହେଲା ଭାରତୀୟ ୨୦୦ ଓ ୫୦୦ ଟଙ୍କିଆ ନୋଟ୍   (27-Jul-2026)       ||      ମାନସ ବିହାର ରୁଗୁଡ଼ିଖାଳ ରାମମନ୍ଦିର ପ୍ରାଙ୍ଗଣରେ ବୃକ୍ଷରୋପଣ କାର୍ଯ୍ୟକ୍ରମ   (26-Jul-2026)       ||      ପ୍ରବଳ ବର୍ଷା ଯୋଗୁଁ ଲୋଇସିଂହା ବ୍ଲକ ର ବିଭିନ୍ନ ପଂଚାୟତ ରେ ଘରେ ପାଣି ପଶିବା ଯୋଗୁଁ ଲୋକେ ହଇରାଣ ହରକତ    (26-Jul-2026)       ||      *ବ୍ରାହ୍ମଣ ଏକତା ମଞ୍ଚ ର ସାମ୍ବାଦିକ ସମ୍ମିଳନୀ*-   (26-Jul-2026)       ||      ସ୍ୱଭାବକବି ଗଙ୍ଗାଧରଙ୍କ ପୌତ୍ରବଧୂ ପ୍ରେମଶୀଳା ମେହେରଙ୍କ ବିୟୋଗ   (26-Jul-2026)       ||      ଗାଳ୍ପିକ ମନୋଜ ପୂଜାରୀ ଙ୍କ ଚତୁର୍ଥ ଗଳ୍ପ ସଂକଳନ ବାଘ ଭୟ ର ଲୋକାର୍ପଣ    (26-Jul-2026)       ||      *ସ୍ୱାଧୀନତା ସଂଗ୍ରାମୀ ବୀରାଙ୍ଗନା ପାର୍ବତୀ ଗିରିଙ୍କୁ ଜାତୀୟ ସମ୍ମାନ ଦେବାକୁ ଲୋକସଭାରେ ଉଠିଲା ଦାବି*   (26-Jul-2026)       ||      ଶିଆଲଯୋର ରେ ଅସୁବିଧା ରେ ଅଛନ୍ତି ବୁଣାକାର... ଉଚିତ ଦାମରେ ଚାଷୀ ସାର ପାଉନାହାନ୍ତି ଚାଷୀ   (26-Jul-2026)       ||      ବାରମ୍ବାର ରାସ୍ତା ନିର୍ମାଣ: ବିକାଶର ପ୍ରତୀକ ନା ସରକାରୀ ଅର୍ଥର ଅପବ୍ୟୟ?   (26-Jul-2026)       ||      ଲୋୟରସୁକତେଲ ପ୍ରକଲ୍ପରୁ ଛଡାଗଲା ଚଳିତବର୍ଷର ପ୍ରଥମବନ୍ୟାଜଳ   (26-Jul-2026)       ||      *ବି.ଏମ୍.ସେମଲା ଠାରେ ସେବାୟତ ମାନଙ୍କୁ ନେଇ ସାଂଗଠନିକ ବୈଠକ ଅନୁଷ୍ଠିତ*   (26-Jul-2026)       ||     

HOME   ଜିଲ୍ଲା

ନିଖୋଜ ପ୍ରକାଶ ମହାନ୍ତିର ମୃତ ଦେହ ମାଟି ଭିତରୁ ଉଦ୍ଧାର

28-Dec-2025



ବିନିକା(ହିମାଂଶୁ ଶେଖର ପୁଟେଲ)୧୧ଦିନ ହେଲା ନିଖୋଜ ଥିବା ପ୍ରକାଶ ମହାନ୍ତି ନାମକ ଜଣେ ବିବାହିତ ଯୁବକଙ୍କ ମୃତ ଦେହ ଆଜି ଏକ ନାଲ ନିକଟ ଗାତରେ ପୋତା ହୋଇଥିବା ମାଟି ଭିତରୁ ଉଦ୍ଧାର କରାଯାଇଛି। ସ୍ତ୍ରୀ ବନିତା ସ୍ବାମୀ ନିଖୋଜ ଥିବା ନେଇ ବିନିକା ଥାନାରେ ଅଭିଯୋଗ କରିବା ସହିତ ସ୍ବାମୀ କୁ ହତ୍ୟା କରାଯାଇ ମାଟି ଖୋଲି ପୋତି ଦିଆଯାଇଥିବା ସନ୍ଦେହ କରି ପୋଲିସ ଠାରେ ନ୍ୟାୟ ଭିକ୍ଷା ମାଗିଥିଲେ ।ସନ୍ଦେହ  ସତ ହେଲା  ।ହତ୍ୟା ଘଟଣା  ଘଟିଥିବା ସ୍ଥାନରେ ବିନିକା ପୋଲିସ ଟିମ, ସମ୍ବଲପୁର ସାଇଣ୍ଟିଫିକ ଟିମ,ସୋନପୁର ଦ୍ରଗସ ସ୍କ୍ୱାର୍ଡ ପାର୍ଟି,ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ବିନିକା ଅତିରିକ୍ତ ତହସିଲଦାର ଦୟାରାମ ମେହେର, ସୋନପୁର ଏସଡିପିଓ ପ୍ରତାପ ଚନ୍ଦ୍ର ତ୍ରିପାଠୀଙ୍କ ଉପସ୍ଥିତିରେ ଅପରାହ୍ନ ପ୍ରାୟ ତିନିଟା ସମୟରେ ପୋତା ଯାଇଥିବା ସ୍ଥାନରୁ ମାଟି ଖୋଲାଯାଇ ପ୍ରକାଶର ମୃତ ଦେହକୁ ଉଦ୍ଧାର କରାଯାଇଥିଲା ।ସୂଚନା ଯୋଗ୍ୟ ଯେ ଚଳିତ ମାସ ୧୮ତାରିଖ ସନ୍ଧ୍ୟାରେ କାମ ସାରି ପ୍ରକାଶ ଘରକୁ ଆସିଥିଲା ତାର କିଛି ଘଣ୍ଟା ପରେ ଚପଳ କିଣିବାକୁ ଘରୁ ବାହାରି ଯାଇଥିଲା ହେଲେ ସେହିଦିନ ଠାରୁ ଆଉ ଘରକୁ ଫେରି ନଥିଲା। ୨/୩ ଦିନ ଧରି ଘରକୁ ନଆସିବାରୁ ସ୍ତ୍ରୀ ବନିତା ବିନିକା ଥାନାରେ ଅଭିଯୋଗ କରିଥିଲେ।ପୋଲିସ ଘଟଣା ଉପରେ ଅନୁସନ୍ଧାନ ଜାରି ରଖିଥିଲା ୨୭ତାରିଖରେ ପୁନର୍ବାର   ସ୍ତ୍ରୀ ବନିତା ତାର ୩ ଓ ୭ବର୍ଷର ଦୁଇ ଝିଅକୁ ଧରି ବିନିକା ଥାନାକୁ ଆସି ପୋଲିସ ଆଗରେ ନ୍ୟାୟ ଭିକ୍ଷା ମାଗି ଜୀବିତ ହେଉ କି ମୃତ ମୋ ସ୍ୱାମୀକୁ ମୋ ପାଖକୁ ଆଣିଦେବାକୁ କହିଥିଲା  ପୋଲିସ ଘଟଣା ଉପରେ ଗୁରୁତ୍ତ୍ଵ ଦେଇ ତଦନ୍ତ ପ୍ରକ୍ରିୟାକୁ ଯୋର କରିଥିଲା ତେବେ ମୃତ ପ୍ରକାଶ ଯେଉଁ ମାନଙ୍କ ସାଙ୍ଗରେ କାମ କରୁଥିଲା ସେହି ମାନଙ୍କ ଉପରେ ସନ୍ଦେହ ହେଉଛି ବୋଲି ସ୍ତ୍ରୀ ପୋଲିସ ଆଗରେ କହିଥିଲା  ଘଟଣାକୁ ନେଇ ପୋଲିସ ୪ଜଣକୁ ଥାନାରେ ଅଟକ ରଖି ଟିକିନିଖି ଭାବରେ ପଚରା ଉଚୁରା କରୁଥିବା ଜଣାପଡିଛି ।ହତ୍ୟା ଘଟଣାରେ ସାମିଲ ଜଣେ ବ୍ୟକ୍ତି ପୋତା ଯାଇଥିବା ସ୍ଥାନ ପୋଲିସକୁ ଦେଖାଇଥିଲା ।ସ୍ଵାମୀଙ୍କ ମୃତ୍ୟୁ ପରେ ଦୁଃଖରେ ଭାଙ୍ଗି ପଡିଛନ୍ତି ସ୍ତ୍ରୀ। ୨ଛୁଆଙ୍କୁ ଧରି କେମିତି ଚଲିବେ ସେନେଇ ଚିନ୍ତାରେ ପରିବାର ।


News Comment




Photo in News

Advertisment
Lastest News
  ଜିଲ୍ଲା  
ମଧୁସୁଦନ ଆଇନ ବିଶ୍ୱବିଦ୍ୟାଳୟ ର କୂଳପତି ଯୁଧିଷ୍ଠିର ମହାବିଦ୍ୟାଳୟରେ ଭାବ ବିନିମୟ   27-Jul-2026
  ଜିଲ୍ଲା  
ସଂସଦରେ ଉଠିଲା ଓଡ଼ିଶାର ଲବାନ/ଲବାନା ସମୁଦାୟଙ୍କୁ ଏସ୍‌ଟି ମାନ୍ୟତା ଦାବି   27-Jul-2026
  ଜିଲ୍ଲା  
ପାଣି ଘେରରେ ଲୋଇସିଂହା ବ୍ଲକ   27-Jul-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି   27-Jul-2026
  ଜିଲ୍ଲା  
ନିଶାମୁକ୍ତ ଭାରତ ଗଠନରେ ଯୁଵା ଶକ୍ତିର ଭୂମିକା କାର୍ଯ୍ୟକ୍ରମ   27-Jul-2026
  ଜିଲ୍ଲା  
ଚାଲିଗଲେ ବରିଷ୍ଠ କଂଗ୍ରେସ ନେତା ଧରମସିଂ ବଡପଣ୍ଡା   27-Jul-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଲୟ, ବଲାଙ୍ଗିରରେ ପ୍ରବେଶ ଉତ୍ସବ   27-Jul-2026
  ଜିଲ୍ଲା  
ପାତାଳି ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ନିଳାଦ୍ରୀ ବିଜେ   27-Jul-2026
  ଜିଲ୍ଲା  
*ଡାବୁଗାଁ ଠାରେ ଜିଲ୍ଲାପାଳଙ୍କ ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ*   27-Jul-2026
  ଜିଲ୍ଲା  
ନେପାଳରେ ବୈଧ ହେଲା ଭାରତୀୟ ୨୦୦ ଓ ୫୦୦ ଟଙ୍କିଆ ନୋଟ୍   27-Jul-2026
  ଜିଲ୍ଲା  
ମାନସ ବିହାର ରୁଗୁଡ଼ିଖାଳ ରାମମନ୍ଦିର ପ୍ରାଙ୍ଗଣରେ ବୃକ୍ଷରୋପଣ କାର୍ଯ୍ୟକ୍ରମ   26-Jul-2026
  ଜିଲ୍ଲା  
ପ୍ରବଳ ବର୍ଷା ଯୋଗୁଁ ଲୋଇସିଂହା ବ୍ଲକ ର ବିଭିନ୍ନ ପଂଚାୟତ ରେ ଘରେ ପାଣି ପଶିବା ଯୋଗୁଁ ଲୋକେ ହଇରାଣ ହରକତ   26-Jul-2026

You Might Also Like