-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
26-Dec-2025
ବରଗଡ(ପ୍ରେରଣା ଖବର): ଗନ୍ଧମାର୍ଦ୍ଧନ ବଞ୍ଚାଓ ବାଲକୋ ହଟlଓ ଆନ୍ଦୋଳନରେ ସକ୍ରିୟ ଭାବେ ଅଂଶ ଗ୍ରହଣ କରିଥିବା ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ସାଲେପାଲି ଗ୍ରାମର ଦଶରଥ ବେହେରା ୯୩ ବର୍ଷ ବୟସରେ ଦେହତ୍ୟାଗ କରିଛନ୍ତି l ସାଲେପାଲି ଠାରେ ପୋଲିସ ଦ୍ଵାରା ହୋଇ ଥିବା ଲାଠି ଚାଳନା କୁ ବିରୋଧ କରି ପୋଲିସ ସହିତ ଧସ୍ତା ଧୁସ୍ତୀ ହୋଇ ଥିଲେ l ଯାହା କି ସେ ସମୟ ରେ ଯୁବ ସଂଗ୍ରାମୀ ମାନଙ୍କ ର ଏକ ପ୍ରେରଣା ହୋଇ ଥିଲେ । ସ୍ବର୍ଗତ ବେହେରାଙ୍କ ଦେହାନ୍ତ ପରେ ତାଙ୍କର ଏକ ମାତ୍ର ପୁତ୍ର ଦେବେନ୍ଦ୍ର ବେହେରାଙ୍କ ସମେତ ପରିବାରବର୍ଗ ଙ୍କୁ ଛାଡି ଯାଇଛନ୍ତି ।