-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||     

HOME   ଜିଲ୍ଲା

ଶୃଙ୍ଖଳା ହେଉଛି ପ୍ରଗତିର ଚାବିକାଠି" ଅତାବିରା ଉଚ୍ଚ ବିଦ୍ୟାଳୟ ବାର୍ଷିକ ଉତ୍ସବ " ଭିବଗିୟୋର୍"

20-Dec-2025



ରେଙ୍ଗାଲିକ୍ୟାମ୍ପ: ଅତାବିରା ହାଇସ୍କୁଲ ବାର୍ଷିକ ଉତ୍ସବ "ଭିବଗିୟୋର" ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି।ଏହି ଅବସରରେ ଆୟୋଜିତ ସଭାକାର୍ଯ୍ୟ ରେ ପ୍ରଧାନ ଶିକ୍ଷକ ମନୋଜ ହରପାଲ ସଭାପତିତ୍ୱ କରିବା ସହ ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ।  ବ୍ଲକ୍ ଶିକ୍ଷା ଅଧିକାରୀ  ମିଶ୍ରାଣୀ କୁମ୍ଭାର ମୁଖ୍ୟ ଅତିଥି, ସରକାରୀ  ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ  ଶିକ୍ଷୟିତ୍ରୀ ସୁରେନ୍ଦ୍ର ବେହେରା,   କାର୍ତ୍ତିକ ବାଗ, ବିଜେପି ନଗର ସଭାପତି ଜି ସତୀଶ ଚୌଧୁରୀ, ସାଂସଦ ପ୍ରତିନିଧି ସୁରେନ ସ୍ୱାଇଁ, ପରିଚାଳନା କମିଟିର ସଭାପତି ଗତିକୃଷ୍ନ ଛତ୍ରୀଆ ,ବ୍ଳକ କ୍ରୀଡା ସମ୍ପାଦକ ସୁଦୀପ୍ତ ସାହୁ, ପୂର୍ବତନ ବ୍ଳକ କ୍ରୀଡା ସମ୍ପାଦକ ଲବ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଛାତ୍ର ମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଶିକ୍ଷୟତ୍ରୀ ସୁପ୍ରଭା ସାହୁ ସ୍ୱାଗତ ଭାଷଣ ଦେଇଥିବା ବେଳେ ଶିକ୍ଷୟତ୍ରୀ ଅନିତା ପ୍ରଧାନ ଅତିଥି ପରିଚୟ ଦେଇଥିଲେ।ଶିକ୍ଷକ ଆଶୁତୋଷ ବିଶ୍ୱାଳ , ରବି ଗୁପ୍ତା ଓ ଜ୍ୟୋତି କିରଣ ମହାନ୍ତି ମଞ୍ଚ ସଂଯୋଜନା କରିଥିଲେ। ଶିକ୍ଷକ, ଅଭିଭାବକ ଏବଂ ଛାତ୍ର ଛାତ୍ରୀ ସମସ୍ତଙ୍କ ମିଳିତ ସହଯୋଗ  ତଥା ଗଠନ ମୂଳକ ଚିନ୍ତାଧାରା ଦ୍ଵାରା  ବିଦ୍ୟାଳୟ ର ପ୍ରକୃତ ଉନ୍ନତି ସାଧିତ ହୋଇଥାଏ । ଛାତ୍ର ମାନଙ୍କର ମାନସିକ, ଶାରୀରିକ ତଥା ନୈତିକ ପ୍ରଗତିର ମୂଳାଧାର ହେଉଛି ଶୃଙ୍ଖଳା ।ଶୃଙ୍ଖଳା ହେଉଛି ପ୍ରଗତିର ଚାବି କାଠି। ତେଣୁ ବିଦ୍ୟାଳୟ ରେ ଶୃଙ୍ଖଳା ର ଅନୁପାଳନ    ସହ ବିଦ୍ୟାଳୟ କୁ ଆସୁଥିବା  ସମସ୍ତ ସରକାରୀ  ସୁବିଧା ସୁଯୋଗ ର ଯଥାର୍ଥ ଉପଯୋଗ କରି  ଛାତ୍ର  ମାନଙ୍କର ଉଜ୍ଜ୍ବଳ ଭବିଷ୍ୟତ ଗଠନରେ ସମସ୍ତ ଙ୍କ ଆଭିମୁଖ୍ୟ ରହିବା ଦରକାର ବୋଲି ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ହରପାଲ ନିଜ ବକ୍ତବ୍ୟରେ କହିଥିଲେ । ଏହି ବାର୍ଷିକ ଉତ୍ସବରେ ବିଦ୍ୟାଳୟ ର  କୃତିତ୍ୱ  ଅର୍ଜନ କରିଥିବା
ବିଜ୍ଞାନ  ପ୍ରକଳ୍ପ ପ୍ରଦର୍ଶନୀ ରେ  ପ୍ରୀୟଂଶୁ ମିଶ୍ର, ହିମାଂଶୁ ସାହୁ, ଅନୁଭବ ବେହେରା, ଆଶୁତୋଷ ମଲ୍ଲିକ ଯଥାକ୍ରମେ ପ୍ରଥମ ,ଦ୍ଵିତୀୟ ଓ ତୃତୀୟ ସ୍ଥାନ , ବାର୍ଷିକ କ୍ରୀଡା ରେ ବିଭିନ୍ନ ପ୍ରତିଯୋଗିତା ରେ  କୃତି ଛାତ୍ର ଛାତ୍ରୀ  , ତଥା ରାଜ୍ୟ ସ୍ତରୀୟ ବେଡମିଣ୍ଟନ ପାଇଁ ସୁଫିଆନ୍ ଖାନ ଓ କବାଡିରେ ମୁକୁନ୍ଦ ସାହୁ,  ବାର୍ଷିକ     କ୍ରୀଡାରେ ବରିଷ୍ଠ ବିଭାଗରେ ଅଙ୍କିତ ଭୁଏ ଓ କନିଷ୍ଠ ବିଭାଗରେ ପ୍ରହଲ୍ଲାଦ ମହାପାତ୍ର ଚମ୍ପିୟାନ ହୋଇ  ବିଦ୍ୟାଳୟ ପାଇଁ ଗୌରବ ଆଣିଥିବା ଛାତ୍ରଛାତ୍ରୀଙ୍କୁ ଟ୍ରଫି ଓ ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା ।ଏହାସହ ବିଦ୍ୟାଳୟ ରେ ଶାନ୍ତି ଶୃଙ୍ଖଳା ରକ୍ଷା କରୁଥିବା  ଯୋଗେଶ ଭୋଇ,ବିବେକ ଚୌଧୁରୀ,ହିମାଂଶୁ ସାହୁ,ଉଦୟ ପ୍ରଧାନ ଓ ଏମ୍ ଦି ମଜୁନିଦ୍ଧିମ୍ ଆଦି ପାଞ୍ଚ ଜଣ ଛାତ୍ର ଙ୍କୁ ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା ।ଏହି ଅବସରରେ ଅତାବିରା ଦୁଇଜଣ ସାମ୍ବାଦିକ ଆକାଶ ମିଶ୍ର( ସମାଜ) ଓ ଜନକରାମ ଦାଶ ( ପ୍ରମେୟ) ଙ୍କୁ ଉପଢୌକନ ଓ ଫୁଲତୋଡ଼ା ଦେଇ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଗହଣରେ ସମ୍ବର୍ଦ୍ଧିତ କରାଯାଇଥିଲା ।
ଶିକ୍ଷୟତ୍ରୀ ସ୍ମିତା ସ୍ବାଇଁ , ରଶ୍ମିତା ବାରିକ , ପୁଷ୍ପାଞ୍ଜଳି ବିଶ୍ଵାଳ, ବନ୍ଦନା ସାହୁ , ଉଜ୍ଜ୍ଵଳିକା ସିକନ୍ଦର, ପ୍ରମୁଖଙ୍କ ନିର୍ଦେଶନାରେ ଛାତ୍ରମାନେ ନୃତ୍ୟ, ସଙ୍ଗୀତ ଓ ଡ୍ରାମା ପରିବେଷଣ  କରିଥିଲେ।   ଏକାଙ୍କିକା ନାଟକ ମାଧ୍ୟମରେ ଛ।ତ୍ର ମାନେ  ମ୍ୟାଲେରିଆ ର  ନିରାକରଣ ଓ  ନିଶାମୁକ୍ତ ସମାଜ ର ବାର୍ତ୍ତା ଦେଇଥିଲେ । ଖେଳ ଶିକ୍ଷକ ପ୍ରେମାନନ୍ଦ ସାହୁ, ବିସ୍ମୟ ମିଶ୍ର, ପ୍ରିୟଦର୍ଶୀନୀ ସାହୁ,ବଳରାମ ଯୁଏଡ଼, ରାଧେଶ୍ୟାମ ପ୍ରଧାନ ପ୍ରମୁଖ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ।ପରିଚାଳନା କମିଟିର ସଦସ୍ୟ ସଦସ୍ୟା, ଅଭିଭାବକ, ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଶିକ୍ଷୟିତ୍ରୀ। ସୁଶ୍ରୀ ହେମଲତା ନାୟକ ଧନ୍ୟବାଦ ଦେଇଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026

You Might Also Like