-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
11-Oct-2020
ଭୁବନେଶ୍ଵର, ସବୁ ଜିଲ୍ଲାରେ କୋଭିଡ୍ କମିଟି ଗଠନ ପାଇଁ ସରକାରଙ୍କ ନିର୍ଦେଶ । ନିର୍ଦେଶନାମା ଜାରି କଲା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । କୋଭିଡ ଚିକିତ୍ସା ଓ ରୋଗୀଙ୍କ ଯତ୍ନର ମାନ ଯାଞ୍ଚ କରିବ କମିଟି । ସରକାରୀ ଓ ଘରୋଇ ସଂସ୍ଥାର ଚିକିତ୍ସା ବିବରଣୀ ଯାଞ୍ଚ କରିବ କମିଟିମୃତ୍ୟୁର କାରଣ ଯାଞ୍ଚ ସହ ଚିକିତ୍ସା ବ୍ୟବସ୍ଥାର ଉନ୍ନତି ପାଇଁ ଦେବ ପରାମର୍ଶ । ଅତି କମ୍ରେ ଅତିରିକ୍ତ ଜିଲ୍ଲାପାଳ ସ୍ତରର ଅଧିକାରୀ ହେବେ କମିଟି ମୁଖ୍ୟ । CDMO, ICU ବିଶେଷଜ୍ଞ ଡାକ୍ତର ଓ ମେଡିକାଲ ଅଫିସର ରହିବେ ସଦସ୍ୟ । କୋଭିଡ୍ ମୃତ୍ୟୁ ରୋକିବା ଓ ଚିକିତ୍ସାର ମାନ ବୃଦ୍ଧି କମିଟିର ଉଦ୍ଦେଶ୍ୟ!!*